Home 🎬 Bollywood 🎵 Pakistani 🎤 English Pop

Kalama Dharu Dharu

👤 Kumar Bapi 🎼 Sakhi Rahila Ae Singha Duara (Original Motion Picture Sound Track) ⏱️ 5:47
🎵 3203 characters
⏱️ 5:47 duration
🆔 ID: 14123509

📜 Lyrics

କଲମ ଧରୁ-ଧରୁ ନାଁ ତୋର
ଲେଖି ହେଇଯାଏ, ଆଛା
ବହିଟେ ଖୋଲୁ-ଖୋଲୁ ମୁହଁ ତୋର
ମୋତେ ଦିଶିଯାଏ

ଏମିତି, ଆରେ, ଏମିତି କାଇଁ ହୁଏ?

ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ

ଖାତାରେ ଲେଖୁ-ଲେଖୁ ତୋ କଥା
ମନେ ପଡ଼ିଯାଏ
ତୋ କଥା ଭାବୁ-ଭାବୁ ପାଠ ସବୁ
ଭୁଲି ହେଇଯାଏ

ଏମିତି, ଆରେ, ଏମିତି କାଇଁ ହୁଏ?

ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ

ଜହ୍ନରେ ତୁ, ତାରାରେ ତୁ
ଫୁଲରେ ତୁ, ମେଘରେ ତୁ
ଜହ୍ନରେ ତୁ, ତାରାରେ ତୁ
ଫୁଲରେ ତୁ, ମେଘରେ ତୁ

ଏମିତି କାଇଁ ହୁଏ?
ହଁ, ଏମିତି କାଇଁ ହୁଏ?

ଓଠରେ ତୁ, ଆଖିରେ ତୁ
ନିଦରେ ତୁ, ସପନେ ତୁ
ଓଠରେ ତୁ, ଆଖିରେ ତୁ
ନିଦରେ ତୁ, ସପନେ ତୁ

ତକିଆ ଧରୁ-ଧରୁ ତତେ ଭାବି
ନିଦ ହେଇଯାଏ
ବିଛଣା ଛୁଉଁ-ଛୁଉଁ ସପନରେ
ହଜି ମଜ୍ଜି ଯାଏ

ଏମିତି, ଆରେ, ଏମିତି କାଇଁ ହୁଏ?

ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)

ଅଧିର ମୁଁ, ଅବୁଝା ମୁଁ
ଚଞ୍ଚଳ ମୁଁ, ପାଗଳ ମୁଁ
ଅଧିର ମୁଁ, ଅବୁଝା ମୁଁ
ଚଞ୍ଚଳ ମୁଁ, ପାଗଳ ମୁଁ

ଏମିତି କାଇଁ ହୁଏ?
ଏମିତି କାଇଁ ହୁଏ?

ହସୁଛି ମୁଁ, କାନ୍ଦୁଛି ମୁଁ
ଉଡୁଛି ମୁଁ, ଖସୁଛି ମୁଁ
ହସୁଛି ମୁଁ, କାନ୍ଦୁଛି ମୁଁ
ଉଡୁଛି ମୁଁ, ଖସୁଛି ମୁଁ

ଏମିତି ଲେଖୁ-ଲେଖୁ ତୋ ପାଇଁ
ଚିଠି ହେଇଯାଏ
ତୂଳୀ ମୁଁ ଧରୁ-ଧରୁ ଛବି ତୋର
ଆଙ୍କି ହେଇଯାଏ

ଏମିତି, ଆରେ, ଏମିତି କାଇଁ ହୁଏ?

ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ

କଲମ ଧରୁ-ଧରୁ ନାଁ ତୋର
ଲେଖି ହେଇଯାଏ
ବହିଟେ ଖୋଲୁ-ଖୋଲୁ ମୁହଁ ତୋର
ମୋତେ ଦିଶିଯାଏ

ଖାତାରେ ଲେଖୁ-ଲେଖୁ ତୋ କଥା
ମନେ ପଡ଼ିଯାଏ
ତୋ କଥା ଭାବୁ-ଭାବୁ ପାଠ ସବୁ
ଭୁଲି ହେଇଯାଏ

ଏମିତି, ଆରେ, ଏମିତି କାଇଁ ହୁଏ?

ବୋଧହୁଏ, ମୁଁ ତତେ ଭଲପାଏ
ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)
ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)

⏱️ Synced Lyrics

[00:35.12] କଲମ ଧରୁ-ଧରୁ ନାଁ ତୋର
[00:37.98] ଲେଖି ହେଇଯାଏ, ଆଛା
[00:42.22] ବହିଟେ ଖୋଲୁ-ଖୋଲୁ ମୁହଁ ତୋର
[00:45.09] ମୋତେ ଦିଶିଯାଏ
[00:49.03] ଏମିତି, ଆରେ, ଏମିତି କାଇଁ ହୁଏ?
[00:54.52] ବୋଧହୁଏ, ମୁଁ ତତେ ଭଲପାଏ
[01:02.27] ହଁ-ହଁ, ମୁଁ ତତେ ଭଲପାଏ
[01:06.89] ଖାତାରେ ଲେଖୁ-ଲେଖୁ ତୋ କଥା
[01:09.50] ମନେ ପଡ଼ିଯାଏ
[01:13.81] ତୋ କଥା ଭାବୁ-ଭାବୁ ପାଠ ସବୁ
[01:16.52] ଭୁଲି ହେଇଯାଏ
[01:20.53] ଏମିତି, ଆରେ, ଏମିତି କାଇଁ ହୁଏ?
[01:25.90] ବୋଧହୁଏ, ମୁଁ ତତେ ଭଲପାଏ
[01:33.79] ହଁ-ହଁ, ମୁଁ ତତେ ଭଲପାଏ
[01:38.32]
[02:08.16] ଜହ୍ନରେ ତୁ, ତାରାରେ ତୁ
[02:11.56] ଫୁଲରେ ତୁ, ମେଘରେ ତୁ
[02:15.24] ଜହ୍ନରେ ତୁ, ତାରାରେ ତୁ
[02:18.51] ଫୁଲରେ ତୁ, ମେଘରେ ତୁ
[02:22.07] ଏମିତି କାଇଁ ହୁଏ?
[02:24.11] ହଁ, ଏମିତି କାଇଁ ହୁଏ?
[02:29.12] ଓଠରେ ତୁ, ଆଖିରେ ତୁ
[02:32.64] ନିଦରେ ତୁ, ସପନେ ତୁ
[02:36.24] ଓଠରେ ତୁ, ଆଖିରେ ତୁ
[02:39.61] ନିଦରେ ତୁ, ସପନେ ତୁ
[02:44.85] ତକିଆ ଧରୁ-ଧରୁ ତତେ ଭାବି
[02:47.78] ନିଦ ହେଇଯାଏ
[02:51.93] ବିଛଣା ଛୁଉଁ-ଛୁଉଁ ସପନରେ
[02:54.86] ହଜି ମଜ୍ଜି ଯାଏ
[02:58.75] ଏମିତି, ଆରେ, ଏମିତି କାଇଁ ହୁଏ?
[03:04.39] ବୋଧହୁଏ, ମୁଁ ତତେ ଭଲପାଏ
[03:11.82] ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)
[03:16.94]
[03:48.06] ଅଧିର ମୁଁ, ଅବୁଝା ମୁଁ
[03:51.57] ଚଞ୍ଚଳ ମୁଁ, ପାଗଳ ମୁଁ
[03:55.15] ଅଧିର ମୁଁ, ଅବୁଝା ମୁଁ
[03:58.66] ଚଞ୍ଚଳ ମୁଁ, ପାଗଳ ମୁଁ
[04:01.70] ଏମିତି କାଇଁ ହୁଏ?
[04:05.67] ଏମିତି କାଇଁ ହୁଏ?
[04:09.03] ହସୁଛି ମୁଁ, କାନ୍ଦୁଛି ମୁଁ
[04:12.60] ଉଡୁଛି ମୁଁ, ଖସୁଛି ମୁଁ
[04:16.28] ହସୁଛି ମୁଁ, କାନ୍ଦୁଛି ମୁଁ
[04:19.65] ଉଡୁଛି ମୁଁ, ଖସୁଛି ମୁଁ
[04:25.02] ଏମିତି ଲେଖୁ-ଲେଖୁ ତୋ ପାଇଁ
[04:27.81] ଚିଠି ହେଇଯାଏ
[04:31.95] ତୂଳୀ ମୁଁ ଧରୁ-ଧରୁ ଛବି ତୋର
[04:34.81] ଆଙ୍କି ହେଇଯାଏ
[04:38.88] ଏମିତି, ଆରେ, ଏମିତି କାଇଁ ହୁଏ?
[04:44.31] ବୋଧହୁଏ, ମୁଁ ତତେ ଭଲପାଏ
[04:52.07] ହଁ-ହଁ, ମୁଁ ତତେ ଭଲପାଏ
[04:56.48] କଲମ ଧରୁ-ଧରୁ ନାଁ ତୋର
[04:59.49] ଲେଖି ହେଇଯାଏ
[05:03.57] ବହିଟେ ଖୋଲୁ-ଖୋଲୁ ମୁହଁ ତୋର
[05:06.50] ମୋତେ ଦିଶିଯାଏ
[05:10.54] ଖାତାରେ ଲେଖୁ-ଲେଖୁ ତୋ କଥା
[05:13.31] ମନେ ପଡ଼ିଯାଏ
[05:17.52] ତୋ କଥା ଭାବୁ-ଭାବୁ ପାଠ ସବୁ
[05:20.48] ଭୁଲି ହେଇଯାଏ
[05:24.40] ଏମିତି, ଆରେ, ଏମିତି କାଇଁ ହୁଏ?
[05:29.85] ବୋଧହୁଏ, ମୁଁ ତତେ ଭଲପାଏ
[05:37.65] ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)
[05:41.95] ହଁ-ହଁ, ମୁଁ ତତେ ଭଲପାଏ (ହଁ-ହଁ, ମୁଁ ତତେ ଭଲପାଏ)
[05:46.25]

⭐ Rate These Lyrics

Average: 0.0/5 • 0 ratings