Jhumka Tike TuTa Halei De
🎵 3519 characters
⏱️ 3:56 duration
🆔 ID: 14133934
📜 Lyrics
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ, ବଜେଇଦେ, ବଜେଇଦେ, ବଜେଇଦେ
ବେଣୀ ତୋ ହଲିବ, ମନ ମୋ ନାଚିବ
ଗେଲ୍ହି ତୁ ହସିଲେ ମୁକୁତା ଝରିବ
ବେଣୀ ତୋ ହଲିବ, ମନ ମୋ ନାଚିବ
ଗେଲ୍ହି ତୁ ହସିଲେ ମୁକୁତା ଝରିବ
ଆଲୋ ତୁତ ମୋର ପରୀ, ଆରେ କିଏ ହେବ ତୋର ସରୀ?
ଆଲୋ ତୁତ ମୋର ପରୀ, ଆରେ କିଏ ହେବ ତୋର ସରୀ?
ହେ, ହେଇ, ଏଇ, ଏଇ
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ
ଝୁମକା ଟିକେ ତୁତ ହଲେଇଦେ
ଝୁଲି-ଝୁଲି ତୁହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି
ମନ ମୋ ଚାହୁଁଚି ଏଇ ଲାଗେ ତୋତେ କରନ୍ତି କି ପାଟରାଣୀ
ଝୁଲି-ଝୁଲି ତୁହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି
ମନ ମୋ ଚାହୁଁଚି ଏଇ ଲାଗେ ତୋତେ କରନ୍ତି କି ପାଟରାଣୀ
ତୋରି ପାଇଁ ମୁଁ ସବୁ ଭୁଲିଲି, ଭଲା ମୁଁ ତୋତେ ଭଲ ପାଇଲି
ହେଲେ ଜାଣି ତୁ ଅଜଣା କାହିଁକି ମନ ଖୋଲି କହିଦେ
ଝୁମକା ଟିକେ ତୁତ ହଲେଇଦେ
ରୁମ-ଝୁମ କରି ଟିକେ ବଜେଇଦେ
ଝୁମକା ଟିକେ ତୁତ ହଲେଇଦେ
ଯାହା ତୁ କହିବୁ ତାହା ମୁଁ କରିବି, cinema ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନକରି, Hotel ରେ ଖୁଆଇବି
ଯାହା ତୁ କହିବୁ ତାହା ମୁଁ କରିବି, cinema ଦେଖେଇ ନେବି
ଘରେ ତୁ ବସିବୁ ରୋଷେଇ ନକରି, Hotel ରେ ଖୁଆଇବି
ବାପା-ବୋଉଙ୍କୁ ସବୁ କହିବି, ରାଜି ନହେଲେ ଘର ଛାଡିବି
ବାହା ହେବାକୁ ରାଜି କି ଅରାଜି ଦେହ ଛୁଇଁ କହିଦେ

ଆଲୋ ତୁତ ମୋର ପରୀ, ଆଲୋ କିଏ ହେବ ତୋର ସରୀ?

⏱️ Synced Lyrics
[00:10.97] ଝୁମକା ଟିକେ ତୁତ ହଲେଇଦେ
[00:14.25] ରୁମ-ଝୁମ କରି ଟିକେ ବଜେଇଦେ
[00:17.87] ଝୁମକା ଟିକେ ତୁତ ହଲେଇଦେ
[00:21.36] ରୁମ-ଝୁମ କରି ଟିକେ ବଜେଇଦେ, ବଜେଇଦେ, ବଜେଇଦେ, ବଜେଇଦେ
[00:27.75] ବେଣୀ ତୋ ହଲିବ, ମନ ମୋ ନାଚିବ
[00:31.46] ଗେଲ୍ହି ତୁ ହସିଲେ ମୁକୁତା ଝରିବ
[00:35.03] ବେଣୀ ତୋ ହଲିବ, ମନ ମୋ ନାଚିବ
[00:38.59] ଗେଲ୍ହି ତୁ ହସିଲେ ମୁକୁତା ଝରିବ
[00:42.33] ଆଲୋ ତୁତ ମୋର ପରୀ, ଆରେ କିଏ ହେବ ତୋର ସରୀ?
[00:45.85] ଆଲୋ ତୁତ ମୋର ପରୀ, ଆରେ କିଏ ହେବ ତୋର ସରୀ?
[00:49.74] ହେ, ହେଇ, ଏଇ, ଏଇ
[00:53.18] ଝୁମକା ଟିକେ ତୁତ ହଲେଇଦେ
[00:56.73] ରୁମ-ଝୁମ କରି ଟିକେ ବଜେଇଦେ
[01:00.22] ଝୁମକା ଟିକେ ତୁତ ହଲେଇଦେ
[01:23.54] ଝୁଲି-ଝୁଲି ତୁହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି
[01:27.00] ମନ ମୋ ଚାହୁଁଚି ଏଇ ଲାଗେ ତୋତେ କରନ୍ତି କି ପାଟରାଣୀ
[01:34.18] ଝୁଲି-ଝୁଲି ତୁହି ଚାଲୁଛୁ ଏମିତି ମନକୁ ନଉଛୁ ଟାଣି
[01:37.87] ମନ ମୋ ଚାହୁଁଚି ଏଇ ଲାଗେ ତୋତେ କରନ୍ତି କି ପାଟରାଣୀ
[01:41.72] ତୋରି ପାଇଁ ମୁଁ ସବୁ ଭୁଲିଲି, ଭଲା ମୁଁ ତୋତେ ଭଲ ପାଇଲି
[01:48.73] ହେଲେ ଜାଣି ତୁ ଅଜଣା କାହିଁକି ମନ ଖୋଲି କହିଦେ
[01:53.82] ଝୁମକା ଟିକେ ତୁତ ହଲେଇଦେ
[01:57.41] ରୁମ-ଝୁମ କରି ଟିକେ ବଜେଇଦେ
[02:00.99] ଝୁମକା ଟିକେ ତୁତ ହଲେଇଦେ
[02:19.01] ଯାହା ତୁ କହିବୁ ତାହା ମୁଁ କରିବି, cinema ଦେଖେଇ ନେବି
[02:22.53] ଘରେ ତୁ ବସିବୁ ରୋଷେଇ ନକରି, Hotel ରେ ଖୁଆଇବି
[02:29.67] ଯାହା ତୁ କହିବୁ ତାହା ମୁଁ କରିବି, cinema ଦେଖେଇ ନେବି
[02:33.35] ଘରେ ତୁ ବସିବୁ ରୋଷେଇ ନକରି, Hotel ରେ ଖୁଆଇବି
[02:37.32] ବାପା-ବୋଉଙ୍କୁ ସବୁ କହିବି, ରାଜି ନହେଲେ ଘର ଛାଡିବି
[02:44.62] ବାହା ହେବାକୁ ରାଜି କି ଅରାଜି ଦେହ ଛୁଇଁ କହିଦେ
[02:49.68] ଝୁମକା ଟିକେ ତୁତ ହଲେଇଦେ
[02:53.29] ରୁମ-ଝୁମ କରି ଟିକେ ବଜେଇଦେ
[02:56.70] ଝୁମକା ଟିକେ ତୁତ ହଲେଇଦେ
[03:00.33] ରୁମ-ଝୁମ କରି ଟିକେ ବଜେଇଦେ, ବଜେଇଦେ, ବଜେଇଦେ, ବଜେଇଦେ
[03:06.86] ବେଣୀ ତୋ ହଲିବ, ମନ ମୋ ନାଚିବ
[03:10.56] ଗେଲ୍ହି ତୁ ହସିଲେ ମୁକୁତା ଝରିବ
[03:14.09] ବେଣୀ ତୋ ହଲିବ, ମନ ମୋ ନାଚିବ
[03:17.42] ଗେଲ୍ହି ତୁ ହସିଲେ ମୁକୁତା ଝରିବ
[03:21.48] ଆଲୋ ତୁତ ମୋର ପରୀ, ଆରେ କିଏ ହେବ ତୋର ସରୀ?
[03:24.98] ଆଲୋ ତୁତ ମୋର ପରୀ, ଆଲୋ କିଏ ହେବ ତୋର ସରୀ?
[03:28.86] ହେ, ହେଇ, ଏଇ, ଏଇ
[03:32.43] ଝୁମକା ଟିକେ ତୁତ ହଲେଇଦେ
[03:36.03] ରୁମ-ଝୁମ କରି ଟିକେ ବଜେଇଦେ
[03:39.64] ଝୁମକା ଟିକେ ତୁତ ହଲେଇଦେ
[03:43.07] ରୁମ-ଝୁମ କରି ଟିକେ ବଜେଇଦେ
[03:45.65]