Baje Bainsi
🎵 2625 characters
⏱️ 7:12 duration
🆔 ID: 14177167
📜 Lyrics
ଆ-ଆ-ଆ
ଓ-ଓ-ଓ-ଓ-ଓ-ଓ-ଓ
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ କମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ କମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
ବଇଁଶୀ ସୁର ଜୀବନ ମୋର
ବଇଁଶୀ ସୁର ଜୀବନ ମୋର
ଶୁଣିତ ବଇଁଶୀ ସୁର ତୋହର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ବଇଁଶୀ କିଏସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ବଇଁଶୀ କିଏସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ଶୁଣିଲେ ସୁର ନାଚେ ଘୁଙ୍ଗୁର
ଶୁଣିଲେ ସୁର ନାଚେ ଘୁଙ୍ଗୁର
ଆଖିରେ ମାଖୀ ମୁଁ କଜଳ-ଗାର
ନାଚେ ପାଦେ ବୋଳି ଅଳତା-ଗାର
ନାଚେ ପାଦେ ବୋଳି ଅଳତା-ଗାର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ଓ-ଓ-ଓ-ଓ-ଓ-ଓ-ଓ
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ କମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
କାହ୍ନୁର ବଇଁଶୀ ବାଜିଲେ କାନେ
ଗୋପୀ ଧାଉଁଥିଲେ କମାଳ ବନେ
ନାଚୁଥିଲା ନୀଳ ଯମୁନା ପାଣି
ଚାହିଁ ରହୁଥିଲେ ବନ-ହରିଣୀ
ବଇଁଶୀ ସୁର ଜୀବନ ମୋର
ବଇଁଶୀ ସୁର ଜୀବନ ମୋର
ଶୁଣିତ ବଇଁଶୀ ସୁର ତୋହର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ମୋ ଦେହେ ବୋଳିଛି ରଙ୍ଗ-ଅବିର
ବଇଁଶୀ କିଏସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ବଇଁଶୀ କିଏସେ ଗଢ଼ିଲା ତତେ?
ପିନ୍ଧାଇ ଦେଲୁ ତୁ ଘୁଙ୍ଗୁର ମୋତେ
ତୋ ସୁରରେ ଅଛି ଏତେ କୁହୁକ
ପଥର ଦେହରେ ଖେଳେ ଚମକ
ଶୁଣିଲେ ସୁର ନାଚେ ଘୁଙ୍ଗୁର
ଶୁଣିଲେ ସୁର ନାଚେ ଘୁଙ୍ଗୁର
ଆଖିରେ ମାଖୀ ମୁଁ କଜଳ-ଗାର
ନାଚେ ପାଦେ ବୋଳି ଅଳତା-ଗାର
ନାଚେ ପାଦେ ବୋଳି ଅଳତା-ଗାର
ବାଜେ ବଇଁଶୀ, ନାଚେ ଘୁଙ୍ଗୁର
ଏଇ ମିଳନ ଯୁଗ ଯୁଗର
ମଧୁର ମଧୁର ବଇଁଶୀର ସୁର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର
ପାଦରେ ଅଧିର ଘୁଙ୍ଗୁର ମୋର