Home 🎬 Bollywood 🎵 Pakistani 🎤 English Pop

Kiaa Phula Basuchhi Lo

👤 Narendra Kumar 🎼 Michha Maya Sansara ⏱️ 4:39
🎵 4064 characters
⏱️ 4:39 duration
🆔 ID: 14180540

📜 Lyrics

କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ

କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
କିଏ କଲା ଚୋରି ତା ଦାରୁ ଦେବତା?
କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
କିଏ କଲା ଚୋରି ତା ଦାରୁ ଦେବତା?

ଝୁରି-ଝୁରି ଝରିଯାଏ ଆଜି ଦ୍ଵନ୍ଦରେ

କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ

ସୋରିଷ ଫୁଲିଆ ବନ୍ଧୁ ରେ ସିଏ ଭାବରେ ଥିଲା ବନ୍ଧା
ଭାବ କାଟିଦେଇ କୁଆଡେ ଗଲା? ଝୁରୁଛି ରଜନୀଗନ୍ଧା

ସୋରିଷ ଫୁଲିଆ ବନ୍ଧୁ ରେ ସିଏ ଭାବରେ ଥିଲା ବନ୍ଧା
ଭାବ କାଟିଦେଇ କୁଆଡେ ଗଲା? ଝୁରୁଛି ରଜନୀଗନ୍ଧା

ଶିଆଳି ଲଟାରେ ନାହିଁ ଲୋ ପତର
ନିଛାଟିଆ ଲାଗେ ସେ ଗିରି କନ୍ଦର
ଶିଆଳି ଲଟାରେ ନାହିଁ ଲୋ ପତର
ନିଛାଟିଆ ଲାଗେ ସେ ଗିରି କନ୍ଦର

ଭରି-ଭରି ଯାଏ ଲୁହ ଆଖି କାନ୍ଦରେ

କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ

ପାହାଡ଼ି କ୍ଷେତର ଧାନରେ ସେହି କାଳିଆ ଜୀବନ ଧନ
ଦିନେ କି ଓଳିଏ କୁଣିଆ ହୋଇ କିଣିଥିଲା ସିଏ ମନ

ପାହାଡ଼ି କ୍ଷେତର ଧାନରେ ସେହି କାଳିଆ ଜୀବନ ଧନ
ଦିନେ କି ଓଳିଏ କୁଣିଆ ହୋଇ କିଣିଥିଲା ସିଏ ମନ

ଚଲା ପାଣି ପରି ଚାଲିଗଲା ସେହି
ଯୁଗେ-ଯୁଗେ କେତେ ଅଛି ଲୋ କନ୍ଦେଇ
ଚଲା ପାଣି ପରି ଚାଲିଗଲା ସେହି
ଯୁଗେ-ଯୁଗେ କେତେ ଅଛି ଲୋ କନ୍ଦେଇ

ଭାଙ୍ଗି-ଭାଙ୍ଗି ଚାଲିଗଲା ଭାବ ବନ୍ଧରେ

କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ

କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
କିଏ କଲା ଚୋରି ତା ଦାରୁ ଦେବତା?
କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
କିଏ କଲା ଚୋରି ତା ଦାରୁ ଦେବତା?

ଝୁରି-ଝୁରି ଝରିଯାଏ ଆଜି ଦ୍ଵନ୍ଦରେ

କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ

⏱️ Synced Lyrics

[00:22.89] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[00:28.22] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[00:33.16] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[00:38.27] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[00:43.55] କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
[00:47.06] କିଏ କଲା ଚୋରି ତା ଦାରୁ ଦେବତା?
[00:50.40] କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
[00:53.87] କିଏ କଲା ଚୋରି ତା ଦାରୁ ଦେବତା?
[00:56.93] ଝୁରି-ଝୁରି ଝରିଯାଏ ଆଜି ଦ୍ଵନ୍ଦରେ
[01:00.70] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[01:05.87] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[01:11.01]
[01:38.05] ସୋରିଷ ଫୁଲିଆ ବନ୍ଧୁ ରେ ସିଏ ଭାବରେ ଥିଲା ବନ୍ଧା
[01:41.62] ଭାବ କାଟିଦେଇ କୁଆଡେ ଗଲା? ଝୁରୁଛି ରଜନୀଗନ୍ଧା
[01:46.23]
[01:53.50] ସୋରିଷ ଫୁଲିଆ ବନ୍ଧୁ ରେ ସିଏ ଭାବରେ ଥିଲା ବନ୍ଧା
[01:57.05] ଭାବ କାଟିଦେଇ କୁଆଡେ ଗଲା? ଝୁରୁଛି ରଜନୀଗନ୍ଧା
[02:02.41] ଶିଆଳି ଲଟାରେ ନାହିଁ ଲୋ ପତର
[02:05.87] ନିଛାଟିଆ ଲାଗେ ସେ ଗିରି କନ୍ଦର
[02:09.11] ଶିଆଳି ଲଟାରେ ନାହିଁ ଲୋ ପତର
[02:12.86] ନିଛାଟିଆ ଲାଗେ ସେ ଗିରି କନ୍ଦର
[02:15.88] ଭରି-ଭରି ଯାଏ ଲୁହ ଆଖି କାନ୍ଦରେ
[02:19.59] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[02:24.77] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[02:30.00]
[02:56.90] ପାହାଡ଼ି କ୍ଷେତର ଧାନରେ ସେହି କାଳିଆ ଜୀବନ ଧନ
[03:00.33] ଦିନେ କି ଓଳିଏ କୁଣିଆ ହୋଇ କିଣିଥିଲା ସିଏ ମନ
[03:05.16]
[03:12.21] ପାହାଡ଼ି କ୍ଷେତର ଧାନରେ ସେହି କାଳିଆ ଜୀବନ ଧନ
[03:15.81] ଦିନେ କି ଓଳିଏ କୁଣିଆ ହୋଇ କିଣିଥିଲା ସିଏ ମନ
[03:21.18] ଚଲା ପାଣି ପରି ଚାଲିଗଲା ସେହି
[03:24.70] ଯୁଗେ-ଯୁଗେ କେତେ ଅଛି ଲୋ କନ୍ଦେଇ
[03:28.05] ଚଲା ପାଣି ପରି ଚାଲିଗଲା ସେହି
[03:31.45] ଯୁଗେ-ଯୁଗେ କେତେ ଅଛି ଲୋ କନ୍ଦେଇ
[03:34.75] ଭାଙ୍ଗି-ଭାଙ୍ଗି ଚାଲିଗଲା ଭାବ ବନ୍ଧରେ
[03:38.45] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[03:43.58] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[03:48.72] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[03:53.92] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[03:58.83] କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
[04:02.58] କିଏ କଲା ଚୋରି ତା ଦାରୁ ଦେବତା?
[04:05.83] କାନ୍ଦୁଛି ଲଳିତା, କାନ୍ଦେ ତା'ର ପିତା
[04:09.20] କିଏ କଲା ଚୋରି ତା ଦାରୁ ଦେବତା?
[04:12.32] ଝୁରି-ଝୁରି ଝରିଯାଏ ଆଜି ଦ୍ଵନ୍ଦରେ
[04:16.13] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[04:21.18] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[04:26.37] କିଆ ଫୁଲ ବାସୁଛି ଲୋ ବାସୁଛି, ଦେଖ ନୀଳ କନ୍ଦରେ
[04:31.45] କଳା କୁଞ୍ଜ ହସୁଛି ଲୋ ହସୁଛି, ଦେଖ କେଡେ ଛନ୍ଦରେ
[04:36.99]

⭐ Rate These Lyrics

Average: 0.0/5 • 0 ratings