Abhimaninee Amaniya Dehu
🎵 2076 characters
⏱️ 5:09 duration
🆔 ID: 14238876
📜 Lyrics
ଅଭିମାନିନୀ ଏ ଅମାନିଆ ଢେଉ
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁମନ
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଅଭିମାନିନୀ ଏ...
ଜାଣେ ନାହିଁ ମୁଁ, କାହା ଲାଗି ମୁଁ
ଆଜି ଝୁମି-ଝୁମି ନାଚେ ସମୀରେ
କାହା ଲାଗି ଭଲପାଏ ନିର୍ଜନ?
କା ମନ ନେଇ, କା ମନ ଛୁଇଁ
ଗୀତ ଗାଇ-ଗାଇ ଯାଏ ଅଧିରେ
କାହା ଲାଗି ଏତେ ମିଠା ସପନ?
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଅଭିମାନିନୀ ଏ...
ମନେ-ମନେ ମୁଁ, ଅନେକ କଥା
ଆଜି ରଖିଥିଲି ସିନା ଗୋପନ
ସାକ୍ଷୀ ଅଛି ଏଇ ବେଳା ବିଜନ
ଲହରୀ ଛୁଇଁ, କହୁଛି ମୁହିଁ
ମନ ଦେଇ ନିଅ ଆଜି ମୋ ମନ
ଆସ ଯିବା ଖୋଜି ନୂଆ ଜୀବନ
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଫୁଲକୁମାରୀ ମୁଁ ଫୁଲେ ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଅଭିମାନିନୀ ଏ...
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁମନ
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଅଭିମାନିନୀ ଏ...
ଜାଣେ ନାହିଁ ମୁଁ, କାହା ଲାଗି ମୁଁ
ଆଜି ଝୁମି-ଝୁମି ନାଚେ ସମୀରେ
କାହା ଲାଗି ଭଲପାଏ ନିର୍ଜନ?
କା ମନ ନେଇ, କା ମନ ଛୁଇଁ
ଗୀତ ଗାଇ-ଗାଇ ଯାଏ ଅଧିରେ
କାହା ଲାଗି ଏତେ ମିଠା ସପନ?
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଅଭିମାନିନୀ ଏ...
ମନେ-ମନେ ମୁଁ, ଅନେକ କଥା
ଆଜି ରଖିଥିଲି ସିନା ଗୋପନ
ସାକ୍ଷୀ ଅଛି ଏଇ ବେଳା ବିଜନ
ଲହରୀ ଛୁଇଁ, କହୁଛି ମୁହିଁ
ମନ ଦେଇ ନିଅ ଆଜି ମୋ ମନ
ଆସ ଯିବା ଖୋଜି ନୂଆ ଜୀବନ
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଫୁଲକୁମାରୀ ମୁଁ ଫୁଲେ ଫୁଲେ ଖୋଜେ
ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
ଅଭିମାନିନୀ ଏ ଅମାନିଆ ଢେଉ
ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
ଅଭିମାନିନୀ ଏ...
⏱️ Synced Lyrics
[00:41.98] ଅଭିମାନିନୀ ଏ ଅମାନିଆ ଢେଉ
[00:51.84] ଅଭିମାନିନୀ ଏ ଅମାନିଆ ଢେଉ
[00:58.51] ନାଚି-ନାଚି ନାଚିଯାଏ ଶିହରାଇ ତନୁମନ
[01:05.27] ଅଭିମାନିନୀ ଏ ଅମାନିଆ ଢେଉ
[01:11.82] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[01:18.32] ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
[01:28.54] ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
[01:35.36] ଅଭିମାନିନୀ ଏ ଅମାନିଆ ଢେଉ
[01:41.87] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[01:48.79] ଅଭିମାନିନୀ ଏ...
[01:52.62]
[02:21.88] ଜାଣେ ନାହିଁ ମୁଁ, କାହା ଲାଗି ମୁଁ
[02:28.52] ଆଜି ଝୁମି-ଝୁମି ନାଚେ ସମୀରେ
[02:32.32] କାହା ଲାଗି ଭଲପାଏ ନିର୍ଜନ?
[02:39.08] କା ମନ ନେଇ, କା ମନ ଛୁଇଁ
[02:45.28] ଗୀତ ଗାଇ-ଗାଇ ଯାଏ ଅଧିରେ
[02:49.00] କାହା ଲାଗି ଏତେ ମିଠା ସପନ?
[02:56.10] ଅଭିମାନିନୀ ଏ ଅମାନିଆ ଢେଉ
[03:03.06] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[03:09.93] ଅଭିମାନିନୀ ଏ...
[03:13.24]
[03:43.36] ମନେ-ମନେ ମୁଁ, ଅନେକ କଥା
[03:49.72] ଆଜି ରଖିଥିଲି ସିନା ଗୋପନ
[03:53.55] ସାକ୍ଷୀ ଅଛି ଏଇ ବେଳା ବିଜନ
[04:00.45] ଲହରୀ ଛୁଇଁ, କହୁଛି ମୁହିଁ
[04:06.88] ମନ ଦେଇ ନିଅ ଆଜି ମୋ ମନ
[04:10.57] ଆସ ଯିବା ଖୋଜି ନୂଆ ଜୀବନ
[04:17.66] ଅଭିମାନିନୀ ଏ ଅମାନିଆ ଢେଉ
[04:24.57] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[04:31.46] ଫୁଲକୁମାରୀ ମୁଁ ଫୁଲେ ଫୁଲେ ଖୋଜେ
[04:41.42] ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
[04:48.31] ଅଭିମାନିନୀ ଏ ଅମାନିଆ ଢେଉ
[04:54.96] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[05:01.74] ଅଭିମାନିନୀ ଏ...
[05:06.58]
[00:51.84] ଅଭିମାନିନୀ ଏ ଅମାନିଆ ଢେଉ
[00:58.51] ନାଚି-ନାଚି ନାଚିଯାଏ ଶିହରାଇ ତନୁମନ
[01:05.27] ଅଭିମାନିନୀ ଏ ଅମାନିଆ ଢେଉ
[01:11.82] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[01:18.32] ଫୁଲକୁମାରୀ ମୁଁ ଫୁଲେ-ଫୁଲେ ଖୋଜେ
[01:28.54] ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
[01:35.36] ଅଭିମାନିନୀ ଏ ଅମାନିଆ ଢେଉ
[01:41.87] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[01:48.79] ଅଭିମାନିନୀ ଏ...
[01:52.62]
[02:21.88] ଜାଣେ ନାହିଁ ମୁଁ, କାହା ଲାଗି ମୁଁ
[02:28.52] ଆଜି ଝୁମି-ଝୁମି ନାଚେ ସମୀରେ
[02:32.32] କାହା ଲାଗି ଭଲପାଏ ନିର୍ଜନ?
[02:39.08] କା ମନ ନେଇ, କା ମନ ଛୁଇଁ
[02:45.28] ଗୀତ ଗାଇ-ଗାଇ ଯାଏ ଅଧିରେ
[02:49.00] କାହା ଲାଗି ଏତେ ମିଠା ସପନ?
[02:56.10] ଅଭିମାନିନୀ ଏ ଅମାନିଆ ଢେଉ
[03:03.06] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[03:09.93] ଅଭିମାନିନୀ ଏ...
[03:13.24]
[03:43.36] ମନେ-ମନେ ମୁଁ, ଅନେକ କଥା
[03:49.72] ଆଜି ରଖିଥିଲି ସିନା ଗୋପନ
[03:53.55] ସାକ୍ଷୀ ଅଛି ଏଇ ବେଳା ବିଜନ
[04:00.45] ଲହରୀ ଛୁଇଁ, କହୁଛି ମୁହିଁ
[04:06.88] ମନ ଦେଇ ନିଅ ଆଜି ମୋ ମନ
[04:10.57] ଆସ ଯିବା ଖୋଜି ନୂଆ ଜୀବନ
[04:17.66] ଅଭିମାନିନୀ ଏ ଅମାନିଆ ଢେଉ
[04:24.57] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[04:31.46] ଫୁଲକୁମାରୀ ମୁଁ ଫୁଲେ ଫୁଲେ ଖୋଜେ
[04:41.42] ଆଜି ଏଇ ବେଳା ତଟେ ଶୁଣେ କା'ର ଗୁଞ୍ଜନ?
[04:48.31] ଅଭିମାନିନୀ ଏ ଅମାନିଆ ଢେଉ
[04:54.96] ନାଚି-ନାଚି ନାଚିଯାଏ ଶିହରାଇ ତନୁ ମନ
[05:01.74] ଅଭିମାନିନୀ ଏ...
[05:06.58]