Sorisa Phulara
🎵 2518 characters
⏱️ 4:25 duration
🆔 ID: 14246238
📜 Lyrics
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ମୋର ହଳଦୀ ରଙ୍ଗ ଓଢ଼ଣୀ
ପୁଣି ହଳଦୀ ମଖା ଦେହ
ସିଏ ଭାବିଲା ଝିଅ ନୁହେଁ ମୁଁ
ଏକ ହଳଦୀବସନ୍ତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)
ହାଏରେ ଏମିତି କାହିଁ ସିଏ ଚାହେଁରେ?
ମନରେ କିଛି କିଛି ହୁଏରେ
ଜାଣେନା କାଇଁ ମୋ ମନ ଝୁମି ଯାଏରେ
କାଇଁ ମୁଁ ଛାଇ ପଛେ ଧାଏଁରେ
ତାର ହସିବା, ତାର ଚାହିଁବା
ତୋଳେ ମନରେ ସଙ୍ଗୀତ
ଲାଗେ ଏମିତି ସତେ ଯେମିତି
ଫେରି ଆସିଛି ବସନ୍ତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)
କିଏରେ ଛୁଆଁଇ ଦେଲା ପ୍ରୀତି କାଉଁରୀ?
ମଳୟ ଖେଳେ ଚକା ଭଉଁରି
ମୟୁରୀ କହେରେ ମୋ ମନର ମୟୁରୀ
ଆସିଛି ପରଦେଶୀ ଶିକାରୀ
ମୋର ଆଖିରେ ଆଖି ମିଶାଇ
ଶର ମାରିବ ଯିଏ ତ
ମନ ଦରଜ ନୁହେଁ ସହଜ
କିଏ ସହିବ କହ ତ?
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ମୋର ହଳଦୀ ରଙ୍ଗ ଓଢ଼ଣୀ
ପୁଣି ହଳଦୀ ମଖା ଦେହ
ସିଏ ଭାବିଲା ଝିଅ ନୁହେଁ ମୁଁ
ଏକ ହଳଦୀବସନ୍ତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ମୋର ହଳଦୀ ରଙ୍ଗ ଓଢ଼ଣୀ
ପୁଣି ହଳଦୀ ମଖା ଦେହ
ସିଏ ଭାବିଲା ଝିଅ ନୁହେଁ ମୁଁ
ଏକ ହଳଦୀବସନ୍ତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)
ହାଏରେ ଏମିତି କାହିଁ ସିଏ ଚାହେଁରେ?
ମନରେ କିଛି କିଛି ହୁଏରେ
ଜାଣେନା କାଇଁ ମୋ ମନ ଝୁମି ଯାଏରେ
କାଇଁ ମୁଁ ଛାଇ ପଛେ ଧାଏଁରେ
ତାର ହସିବା, ତାର ଚାହିଁବା
ତୋଳେ ମନରେ ସଙ୍ଗୀତ
ଲାଗେ ଏମିତି ସତେ ଯେମିତି
ଫେରି ଆସିଛି ବସନ୍ତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ (ଗାଉଥିଲି ଗୀତ, ଗାଉଥିଲି ଗୀତ)
କିଏରେ ଛୁଆଁଇ ଦେଲା ପ୍ରୀତି କାଉଁରୀ?
ମଳୟ ଖେଳେ ଚକା ଭଉଁରି
ମୟୁରୀ କହେରେ ମୋ ମନର ମୟୁରୀ
ଆସିଛି ପରଦେଶୀ ଶିକାରୀ
ମୋର ଆଖିରେ ଆଖି ମିଶାଇ
ଶର ମାରିବ ଯିଏ ତ
ମନ ଦରଜ ନୁହେଁ ସହଜ
କିଏ ସହିବ କହ ତ?
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ମୋର ହଳଦୀ ରଙ୍ଗ ଓଢ଼ଣୀ
ପୁଣି ହଳଦୀ ମଖା ଦେହ
ସିଏ ଭାବିଲା ଝିଅ ନୁହେଁ ମୁଁ
ଏକ ହଳଦୀବସନ୍ତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତ ଧାରେ ଧାରେ ଗାଉଥିଲି ଗୀତ