Home 🎬 Bollywood 🎵 Pakistani 🎤 English Pop

Mandira Kahuchi Siba

👤 Narendra Kumar 🎼 Siba Darabar Somabar ⏱️ 5:40
🎵 3753 characters
⏱️ 5:40 duration
🆔 ID: 14351245

📜 Lyrics

ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)
ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)

ବାଇ-ମନ ରେ, ବାଇ-ମନ
(ଏ ବାଇ-ମନ ରେ, ବାଇ-ମନ)
ଆରେ, ଶିବଙ୍କୁ ପାଇବାକୁ ଗୋଟିଏ ଉପାୟ

ଜପ, "ଓଁ ନମଃ ଶିବାୟ"
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")

ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)
ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)

ଭକତ ସାପୁଆ କେଳା ବାଇ-ମନ, ପଞ୍ଚାକ୍ଷର ପଦ୍ମ ତୋଳା
ଶିବ ପଞ୍ଚାକ୍ଷର ଶୁଣି ବାଇ-ମନ, ହର-ହର ବାବା ଭୋଳା

ଭକତ ସାପୁଆ କେଳା ବାଇ-ମନ, ପଞ୍ଚାକ୍ଷର ପଦ୍ମ ତୋଳା
ଶିବ ପଞ୍ଚାକ୍ଷର ଶୁଣି ବାଇ-ମନ, ହର-ହର ବାବା ଭୋଳା

ଆରେ, ଯେଉଁଠି ଡାକ, ଯେମିତି ଡାକ, ହୋ
ଯେଉଁଠି ଡାକ, ଯେମିତି ଡାକ, ଶୁଣିବେ ଶିବ ନିଶ୍ଚୟ

ଜପ, "ଓଁ ନମଃ ଶିବାୟ"
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")

ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)
ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)

ଏ ପାଞ୍ଚ-ଅକ୍ଷର ଜପି ବାଇ-ମନ, ତରି ଗଲେ କେତେ ପାପୀ
କିଏ ପାଏ କେଉଁ ବର ବାଇ-ମନ, ବୃଷଭ ରହିଛି ସାକ୍ଷୀ

ଏ ପାଞ୍ଚ-ଅକ୍ଷର ଜପି ବାଇ-ମନ, ତରି ଗଲେ କେତେ ପାପୀ
କିଏ ପାଏ କେଉଁ ବର ବାଇ-ମନ, ବୃଷଭ ରହିଛି ସାକ୍ଷୀ

ଆରେ, ତପରେ ହେଉ, ଜପରେ ହେଉ, ହୋ
ତପରେ ହେଉ, ଜପରେ ହେଉ, ଦିଅନ୍ତି ଶିବ ଅଭୟ

ଜପ, "ଓଁ ନମଃ ଶିବାୟ"
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")

ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)
ମନ୍ଦିର କହୁଛି ଶିବ (ମଶାଣିରେ)
ମଶାଣି କହୁଛି ଶିବ (ମନ୍ଦିରରେ)

ବାଇ-ମନ ରେ, ବାଇ-ମନ
(ଏ ବାଇ-ମନ ରେ, ବାଇ-ମନ)
ଆରେ, ଶିବଙ୍କୁ ପାଇବାକୁ ଗୋଟିଏ ଉପାୟ

ଜପ, "ଓଁ ନମଃ ଶିବାୟ"
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")

(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")
(ଜପ, "ଓଁ ନମଃ ଶିବାୟ")

⏱️ Synced Lyrics

[00:35.94] ମନ୍ଦିର କହୁଛି ଶିବ (ମଶାଣିରେ)
[00:39.43] ମଶାଣି କହୁଛି ଶିବ (ମନ୍ଦିରରେ)
[00:42.98] ମନ୍ଦିର କହୁଛି ଶିବ (ମଶାଣିରେ)
[00:46.46] ମଶାଣି କହୁଛି ଶିବ (ମନ୍ଦିରରେ)
[00:49.32] ବାଇ-ମନ ରେ, ବାଇ-ମନ
[00:52.87] (ଏ ବାଇ-ମନ ରେ, ବାଇ-ମନ)
[00:56.62] ଆରେ, ଶିବଙ୍କୁ ପାଇବାକୁ ଗୋଟିଏ ଉପାୟ
[01:01.86] ଜପ, "ଓଁ ନମଃ ଶିବାୟ"
[01:05.20] (ଜପ, "ଓଁ ନମଃ ଶିବାୟ")
[01:08.78] (ଜପ, "ଓଁ ନମଃ ଶିବାୟ")
[01:11.94] (ଜପ, "ଓଁ ନମଃ ଶିବାୟ")
[01:15.86] ମନ୍ଦିର କହୁଛି ଶିବ (ମଶାଣିରେ)
[01:19.36] ମଶାଣି କହୁଛି ଶିବ (ମନ୍ଦିରରେ)
[01:22.61] ମନ୍ଦିର କହୁଛି ଶିବ (ମଶାଣିରେ)
[01:26.19] ମଶାଣି କହୁଛି ଶିବ (ମନ୍ଦିରରେ)
[01:29.14]
[01:57.23] ଭକତ ସାପୁଆ କେଳା ବାଇ-ମନ, ପଞ୍ଚାକ୍ଷର ପଦ୍ମ ତୋଳା
[02:03.92] ଶିବ ପଞ୍ଚାକ୍ଷର ଶୁଣି ବାଇ-ମନ, ହର-ହର ବାବା ଭୋଳା
[02:10.42]
[02:17.87] ଭକତ ସାପୁଆ କେଳା ବାଇ-ମନ, ପଞ୍ଚାକ୍ଷର ପଦ୍ମ ତୋଳା
[02:24.52] ଶିବ ପଞ୍ଚାକ୍ଷର ଶୁଣି ବାଇ-ମନ, ହର-ହର ବାବା ଭୋଳା
[02:31.13] ଆରେ, ଯେଉଁଠି ଡାକ, ଯେମିତି ଡାକ, ହୋ
[02:35.04] ଯେଉଁଠି ଡାକ, ଯେମିତି ଡାକ, ଶୁଣିବେ ଶିବ ନିଶ୍ଚୟ
[02:39.83] ଜପ, "ଓଁ ନମଃ ଶିବାୟ"
[02:43.19] (ଜପ, "ଓଁ ନମଃ ଶିବାୟ")
[02:46.69] (ଜପ, "ଓଁ ନମଃ ଶିବାୟ")
[02:50.19] (ଜପ, "ଓଁ ନମଃ ଶିବାୟ")
[02:54.06] ମନ୍ଦିର କହୁଛି ଶିବ (ମଶାଣିରେ)
[02:57.36] ମଶାଣି କହୁଛି ଶିବ (ମନ୍ଦିରରେ)
[03:00.83] ମନ୍ଦିର କହୁଛି ଶିବ (ମଶାଣିରେ)
[03:04.24] ମଶାଣି କହୁଛି ଶିବ (ମନ୍ଦିରରେ)
[03:07.15]
[03:35.34] ଏ ପାଞ୍ଚ-ଅକ୍ଷର ଜପି ବାଇ-ମନ, ତରି ଗଲେ କେତେ ପାପୀ
[03:42.02] କିଏ ପାଏ କେଉଁ ବର ବାଇ-ମନ, ବୃଷଭ ରହିଛି ସାକ୍ଷୀ
[03:48.33]
[03:55.97] ଏ ପାଞ୍ଚ-ଅକ୍ଷର ଜପି ବାଇ-ମନ, ତରି ଗଲେ କେତେ ପାପୀ
[04:02.68] କିଏ ପାଏ କେଉଁ ବର ବାଇ-ମନ, ବୃଷଭ ରହିଛି ସାକ୍ଷୀ
[04:09.30] ଆରେ, ତପରେ ହେଉ, ଜପରେ ହେଉ, ହୋ
[04:13.04] ତପରେ ହେଉ, ଜପରେ ହେଉ, ଦିଅନ୍ତି ଶିବ ଅଭୟ
[04:17.60] ଜପ, "ଓଁ ନମଃ ଶିବାୟ"
[04:21.37] (ଜପ, "ଓଁ ନମଃ ଶିବାୟ")
[04:24.56] (ଜପ, "ଓଁ ନମଃ ଶିବାୟ")
[04:28.07] (ଜପ, "ଓଁ ନମଃ ଶିବାୟ")
[04:32.07] ମନ୍ଦିର କହୁଛି ଶିବ (ମଶାଣିରେ)
[04:35.34] ମଶାଣି କହୁଛି ଶିବ (ମନ୍ଦିରରେ)
[04:38.90] ମନ୍ଦିର କହୁଛି ଶିବ (ମଶାଣିରେ)
[04:42.24] ମଶାଣି କହୁଛି ଶିବ (ମନ୍ଦିରରେ)
[04:45.20] ବାଇ-ମନ ରେ, ବାଇ-ମନ
[04:48.52] (ଏ ବାଇ-ମନ ରେ, ବାଇ-ମନ)
[04:52.34] ଆରେ, ଶିବଙ୍କୁ ପାଇବାକୁ ଗୋଟିଏ ଉପାୟ
[04:57.34] ଜପ, "ଓଁ ନମଃ ଶିବାୟ"
[05:00.84] (ଜପ, "ଓଁ ନମଃ ଶିବାୟ")
[05:04.11] (ଜପ, "ଓଁ ନମଃ ଶିବାୟ")
[05:07.66] (ଜପ, "ଓଁ ନମଃ ଶିବାୟ")
[05:10.98] (ଜପ, "ଓଁ ନମଃ ଶିବାୟ")
[05:14.36] (ଜପ, "ଓଁ ନମଃ ଶିବାୟ")
[05:17.60] (ଜପ, "ଓଁ ନମଃ ଶିବାୟ")
[05:20.37] (ଜପ, "ଓଁ ନମଃ ଶିବାୟ")
[05:23.76] (ଜପ, "ଓଁ ନମଃ ଶିବାୟ")
[05:26.48] (ଜପ, "ଓଁ ନମଃ ଶିବାୟ")
[05:29.54] (ଜପ, "ଓଁ ନମଃ ଶିବାୟ")
[05:32.32] (ଜପ, "ଓଁ ନମଃ ଶିବାୟ")
[05:35.42]

⭐ Rate These Lyrics

Average: 0.0/5 • 0 ratings