Rati Pahile Jagara
🎵 3492 characters
⏱️ 4:45 duration
🆔 ID: 14351536
📜 Lyrics
ରାତି ପାହିଲେ, ପାହିଲେ
ରାତି ପାହିଲେ ଜାଗର ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ରାତି ପାହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ପଣ୍ଡା, ପହିଲି ଧଣ୍ଡା
ପହିଲି ଭୋଗ, ପହିଲି ଯୋଗ
ପହିଲି ଭକତ ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
ବେଲ ପତରରେ ଲୁଚିବେ ଶିବ ଲୋ, ଲୁଚିବେ ଶିବ
ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
ବେଲ ପତରରେ ଲୁଚିବେ ଶିବ
ଜାଗରରେ ଯିଏ ଆଗରେ ଥିବ ଲୋ, ଆଗରେ ଥିବ
ଶିବ ମୁଣ୍ଡେ ସିଏ ପାଣି ଢ଼ାଳିବ
ପହିଲି ଜଳ, ପହିଲି ଫୁଲ
ପହିଲି ଦୀପ, ପହିଲି ଧୂପ
ପହିଲି ପାଦୁକ ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
କପିଳାସ ଗାଡ଼ି ଧାଡ଼ିକି ଧାଡି ଲୋ, ଧାଡିକି ଧାଡ଼ି
ଭୁବନେଶ୍ବରକୁ କୁଡିଆ ରଡ଼ି ଲୋ, କୁଡିଆ ରଡ଼ି
କପିଳାସ ଗାଡି ଧାଡ଼ିକି ଧାଡ଼ି ଲୋ, ଧାଡ଼ିକି ଧାଡ଼ି
ଭୁବନେଶ୍ବରକୁ କୁଡ଼ିଆ ରଡ଼ି
ଯେତେ ଯେତେ ବେଳ ଯାଉଚି ଗଡ଼ି ଲୋ, ଯାଉଚି ଗଡ଼ି
ଜାଗରିଆ ନିଶା ଯାଉଚି ବଢ଼ି
ପହିଲି ବେଶ, ପହିଲି ପୂଜା
ପହିଲି ଦିଅଁ, ପହିଲି ଧୂଜା
ପହିଲି ଓଁକାର ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ପଣ୍ଡା, ପହିଲି ଧଣ୍ଡା
ପହିଲି ଭୋଗ, ପହିଲି ଯୋଗ
ପହିଲି ଭକତ ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ରାତି ପାହିଲେ ଜାଗର ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ରାତି ପାହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ପଣ୍ଡା, ପହିଲି ଧଣ୍ଡା
ପହିଲି ଭୋଗ, ପହିଲି ଯୋଗ
ପହିଲି ଭକତ ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
ବେଲ ପତରରେ ଲୁଚିବେ ଶିବ ଲୋ, ଲୁଚିବେ ଶିବ
ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
ବେଲ ପତରରେ ଲୁଚିବେ ଶିବ
ଜାଗରରେ ଯିଏ ଆଗରେ ଥିବ ଲୋ, ଆଗରେ ଥିବ
ଶିବ ମୁଣ୍ଡେ ସିଏ ପାଣି ଢ଼ାଳିବ
ପହିଲି ଜଳ, ପହିଲି ଫୁଲ
ପହିଲି ଦୀପ, ପହିଲି ଧୂପ
ପହିଲି ପାଦୁକ ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
କପିଳାସ ଗାଡ଼ି ଧାଡ଼ିକି ଧାଡି ଲୋ, ଧାଡିକି ଧାଡ଼ି
ଭୁବନେଶ୍ବରକୁ କୁଡିଆ ରଡ଼ି ଲୋ, କୁଡିଆ ରଡ଼ି
କପିଳାସ ଗାଡି ଧାଡ଼ିକି ଧାଡ଼ି ଲୋ, ଧାଡ଼ିକି ଧାଡ଼ି
ଭୁବନେଶ୍ବରକୁ କୁଡ଼ିଆ ରଡ଼ି
ଯେତେ ଯେତେ ବେଳ ଯାଉଚି ଗଡ଼ି ଲୋ, ଯାଉଚି ଗଡ଼ି
ଜାଗରିଆ ନିଶା ଯାଉଚି ବଢ଼ି
ପହିଲି ବେଶ, ପହିଲି ପୂଜା
ପହିଲି ଦିଅଁ, ପହିଲି ଧୂଜା
ପହିଲି ଓଁକାର ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ଦର୍ଶନ, ପହିଲି ଘର୍ଷଣ
ପହିଲି ପଣ୍ଡା, ପହିଲି ଧଣ୍ଡା
ପହିଲି ଭୋଗ, ପହିଲି ଯୋଗ
ପହିଲି ଭକତ ବଡ଼
ରାତି ପାହିଲେ, ପାହିଲେ
ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
⏱️ Synced Lyrics
[00:34.00] ରାତି ପାହିଲେ, ପାହିଲେ
[00:37.20] ରାତି ପାହିଲେ ଜାଗର ଶିବ ମନ୍ଦିରେ ଲାଗିବ ଭିଡ଼
[00:42.51] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[00:46.32] ରାତି ପାହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[00:51.53] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[00:55.69] ପହିଲି ଦର୍ଶନ, ପହିଲି ଘର୍ଷଣ
[00:58.88] ପହିଲି ଦର୍ଶନ, ପହିଲି ଘର୍ଷଣ
[01:01.47] ପହିଲି ପଣ୍ଡା, ପହିଲି ଧଣ୍ଡା
[01:02.95] ପହିଲି ଭୋଗ, ପହିଲି ଯୋଗ
[01:04.60] ପହିଲି ଭକତ ବଡ଼
[01:07.53] ରାତି ପାହିଲେ, ପାହିଲେ
[01:10.74] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[01:15.96] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[01:50.79] ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
[01:55.48] ବେଲ ପତରରେ ଲୁଚିବେ ଶିବ ଲୋ, ଲୁଚିବେ ଶିବ
[02:03.10] ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
[02:07.99] ବେଲ ପତରରେ ଲୁଚିବେ ଶିବ
[02:10.96] ଜାଗରରେ ଯିଏ ଆଗରେ ଥିବ ଲୋ, ଆଗରେ ଥିବ
[02:15.64] ଶିବ ମୁଣ୍ଡେ ସିଏ ପାଣି ଢ଼ାଳିବ
[02:18.70] ପହିଲି ଜଳ, ପହିଲି ଫୁଲ
[02:19.99] ପହିଲି ଦୀପ, ପହିଲି ଧୂପ
[02:21.64] ପହିଲି ପାଦୁକ ବଡ଼
[02:24.60] ରାତି ପାହିଲେ, ପାହିଲେ
[02:27.67] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[02:33.09] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[03:07.97] କପିଳାସ ଗାଡ଼ି ଧାଡ଼ିକି ଧାଡି ଲୋ, ଧାଡିକି ଧାଡ଼ି
[03:12.69] ଭୁବନେଶ୍ବରକୁ କୁଡିଆ ରଡ଼ି ଲୋ, କୁଡିଆ ରଡ଼ି
[03:20.34] କପିଳାସ ଗାଡି ଧାଡ଼ିକି ଧାଡ଼ି ଲୋ, ଧାଡ଼ିକି ଧାଡ଼ି
[03:25.00] ଭୁବନେଶ୍ବରକୁ କୁଡ଼ିଆ ରଡ଼ି
[03:28.01] ଯେତେ ଯେତେ ବେଳ ଯାଉଚି ଗଡ଼ି ଲୋ, ଯାଉଚି ଗଡ଼ି
[03:32.79] ଜାଗରିଆ ନିଶା ଯାଉଚି ବଢ଼ି
[03:35.61] ପହିଲି ବେଶ, ପହିଲି ପୂଜା
[03:37.12] ପହିଲି ଦିଅଁ, ପହିଲି ଧୂଜା
[03:38.80] ପହିଲି ଓଁକାର ବଡ଼
[03:41.83] ରାତି ପାହିଲେ, ପାହିଲେ
[03:44.85] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[03:50.20] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[03:53.82] ରାତି ପାହିଲେ, ପାହିଲେ
[03:56.82] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[04:02.05] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[04:06.22] ପହିଲି ଦର୍ଶନ, ପହିଲି ଘର୍ଷଣ
[04:09.36] ପହିଲି ଦର୍ଶନ, ପହିଲି ଘର୍ଷଣ
[04:12.00] ପହିଲି ପଣ୍ଡା, ପହିଲି ଧଣ୍ଡା
[04:13.59] ପହିଲି ଭୋଗ, ପହିଲି ଯୋଗ
[04:15.15] ପହିଲି ଭକତ ବଡ଼
[04:18.08] ରାତି ପାହିଲେ, ପାହିଲେ
[04:21.09] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[04:26.45] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[04:29.64]
[00:37.20] ରାତି ପାହିଲେ ଜାଗର ଶିବ ମନ୍ଦିରେ ଲାଗିବ ଭିଡ଼
[00:42.51] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[00:46.32] ରାତି ପାହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[00:51.53] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[00:55.69] ପହିଲି ଦର୍ଶନ, ପହିଲି ଘର୍ଷଣ
[00:58.88] ପହିଲି ଦର୍ଶନ, ପହିଲି ଘର୍ଷଣ
[01:01.47] ପହିଲି ପଣ୍ଡା, ପହିଲି ଧଣ୍ଡା
[01:02.95] ପହିଲି ଭୋଗ, ପହିଲି ଯୋଗ
[01:04.60] ପହିଲି ଭକତ ବଡ଼
[01:07.53] ରାତି ପାହିଲେ, ପାହିଲେ
[01:10.74] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[01:15.96] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[01:50.79] ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
[01:55.48] ବେଲ ପତରରେ ଲୁଚିବେ ଶିବ ଲୋ, ଲୁଚିବେ ଶିବ
[02:03.10] ଦରଶନ ଯେବେ ବିଳମ୍ବ ହେବ ଲୋ, ବିଳମ୍ବ ହେବ
[02:07.99] ବେଲ ପତରରେ ଲୁଚିବେ ଶିବ
[02:10.96] ଜାଗରରେ ଯିଏ ଆଗରେ ଥିବ ଲୋ, ଆଗରେ ଥିବ
[02:15.64] ଶିବ ମୁଣ୍ଡେ ସିଏ ପାଣି ଢ଼ାଳିବ
[02:18.70] ପହିଲି ଜଳ, ପହିଲି ଫୁଲ
[02:19.99] ପହିଲି ଦୀପ, ପହିଲି ଧୂପ
[02:21.64] ପହିଲି ପାଦୁକ ବଡ଼
[02:24.60] ରାତି ପାହିଲେ, ପାହିଲେ
[02:27.67] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[02:33.09] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[03:07.97] କପିଳାସ ଗାଡ଼ି ଧାଡ଼ିକି ଧାଡି ଲୋ, ଧାଡିକି ଧାଡ଼ି
[03:12.69] ଭୁବନେଶ୍ବରକୁ କୁଡିଆ ରଡ଼ି ଲୋ, କୁଡିଆ ରଡ଼ି
[03:20.34] କପିଳାସ ଗାଡି ଧାଡ଼ିକି ଧାଡ଼ି ଲୋ, ଧାଡ଼ିକି ଧାଡ଼ି
[03:25.00] ଭୁବନେଶ୍ବରକୁ କୁଡ଼ିଆ ରଡ଼ି
[03:28.01] ଯେତେ ଯେତେ ବେଳ ଯାଉଚି ଗଡ଼ି ଲୋ, ଯାଉଚି ଗଡ଼ି
[03:32.79] ଜାଗରିଆ ନିଶା ଯାଉଚି ବଢ଼ି
[03:35.61] ପହିଲି ବେଶ, ପହିଲି ପୂଜା
[03:37.12] ପହିଲି ଦିଅଁ, ପହିଲି ଧୂଜା
[03:38.80] ପହିଲି ଓଁକାର ବଡ଼
[03:41.83] ରାତି ପାହିଲେ, ପାହିଲେ
[03:44.85] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[03:50.20] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[03:53.82] ରାତି ପାହିଲେ, ପାହିଲେ
[03:56.82] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[04:02.05] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[04:06.22] ପହିଲି ଦର୍ଶନ, ପହିଲି ଘର୍ଷଣ
[04:09.36] ପହିଲି ଦର୍ଶନ, ପହିଲି ଘର୍ଷଣ
[04:12.00] ପହିଲି ପଣ୍ଡା, ପହିଲି ଧଣ୍ଡା
[04:13.59] ପହିଲି ଭୋଗ, ପହିଲି ଯୋଗ
[04:15.15] ପହିଲି ଭକତ ବଡ଼
[04:18.08] ରାତି ପାହିଲେ, ପାହିଲେ
[04:21.09] ରାତି ପହିଲେ ଜାଗର, ଶିବ ମନ୍ଦିରେ ଲାଗିବ ଭିଡ଼
[04:26.45] ହଇ ଲୋ ଶିବ ମନ୍ଦିରେ ଲାଗିବ ଭିଡ଼
[04:29.64]