Lachaka Mani Baby
🎵 3100 characters
⏱️ 3:58 duration
🆔 ID: 14364598
📜 Lyrics
ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା
ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା
ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା
ଘର ବାଟେ କରନା ଆଉ ନୃତ୍ୟ-ନାଟିକା
ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ
ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ
ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି
ହେ, शोना, ହାଏ ତୁ ସୁନ୍ଦରୀ ମଇନା
ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା
ହେ, ଗେଣ୍ଡା, ଏତେ ତୁ style ମାରନା
ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା
ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ
ଲଚକମଣି baby ଲୋ, boyfriend ତୋର ହେବି ଲୋ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ

ତାନାନା-ନାନା-ତାନାନା
ତାନାନା-ନାନା-ତାନାନା
ତାନାନା-ନାନା-ତାନାନା
ଏ mummy, ଟୋକାଟା ହତାଶ ପ୍ରେମୀ
ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି
ହେ, ମଣି, ଶୁଣାଣି ଏତେ କାହାଣୀ
ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ
ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ?
ହଁ, ଲଚକମଣି baby ରେ, girlfriend ତୋର ହେବି ରେ
ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ

ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ

⏱️ Synced Lyrics
[00:37.22] ହାଏ ଲୋ ମୋ ଝମ୍ପରବାଲି, ନାଲି ଝିଣ୍ଟିକା
[00:41.54] ତତେ ଦେଖି ଦିଲଟା ହୁଏ ବିନ୍ଧା-ଝିଟିକା
[00:49.38] ହଁ, ବାଇୟାଟା ଖାଇଦବୁ ଯା' ଜ୍ୱର ବଟିକା
[00:53.85] ଘର ବାଟେ କରନା ଆଉ ନୃତ୍ୟ-ନାଟିକା
[00:57.53] ତୋ ରାଣ, ମୋ ପ୍ରାଣ ମୁଁ ତୋ ପାଇଁ ଦେଇଦେବି ଲୋ
[01:03.93] ଲଚକମଣି baby ଲୋ, boyfriend ତୋର ହେବି ଲୋ
[01:08.28] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି ଲୋ
[01:11.75] ଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
[01:16.45] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି
[01:37.17] ହେ, शोना, ହାଏ ତୁ ସୁନ୍ଦରୀ ମଇନା
[01:42.92] ତୋର ଟୁକୁରୁ-ଟୁକୁରୁ ଆଖି ଦି'ଟା କଲା ରେ ପାଗଲା ଦିୱାନା
[01:53.61] ହେ, ଗେଣ୍ଡା, ଏତେ ତୁ style ମାରନା
[01:59.51] ବେସି ଛୁନ୍ଦୁରୁ-ମୁନ୍ଦୁରୁ କଥା କହିଲେ, ଦେଖିବୁ ସଦର ଥାନା
[02:05.94] ହେ छोरी, ହବୁ ଚୋରି, ଗଲେ ପଛେ ଥାନାକୁ ମୁଁ ଯିବି ଲୋ
[02:12.36] ଲଚକମଣି baby ଲୋ, boyfriend ତୋର ହେବି ଲୋ
[02:16.32] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
[02:19.82] ଆଏ-ହାଏ, ଲଚକମଣି baby ରେ, ଚକମା ଦେଖେଇ ଦେବି ରେ
[02:24.53] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ଗାଇଯିବି
[02:37.22] ତାନାନା-ନାନା-ତାନାନା
[02:39.57] ତାନାନା-ନାନା-ତାନାନା
[02:41.32] ତାନାନା-ନାନା-ତାନାନା
[02:45.63] ଏ mummy, ଟୋକାଟା ହତାଶ ପ୍ରେମୀ
[02:51.23] ଆରେ ଲାଗୁଛି ଯେମିତି ପ୍ରେମ-vitamin ଯାଇଛି ତା ଦେହରୁ କମି
[03:01.78] ହେ, ମଣି, ଶୁଣାଣି ଏତେ କାହାଣୀ
[03:07.95] ତୁ ନଗଲେ କୁଲୁ-କୁଲୁ ହୁଏ ଯିବାକୁ ତୋ ସାନ ଭଉଣୀ
[03:14.09] ହଉ ଧନ, ଦେଲି ମନ, କହ କେବେ କରିବୁ ତୋ baby ରେ?
[03:20.14] ହଁ, ଲଚକମଣି baby ରେ, girlfriend ତୋର ହେବି ରେ
[03:24.69] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
[03:28.47] ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
[03:32.98] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
[03:36.48] ଆଏ-ହାଏ, ଲଚକମଣି baby ରେ, girlfriend ତୋର ହେବି ରେ
[03:41.20] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ତୋ ସାଥେ ଯିବି
[03:44.93] ହଁ, ଲଚକମଣି baby ଲୋ, boyfriend ତୋର ହେବି ଲୋ
[03:49.47] ଘୁଡୁ-ଘୁଡୁ-ଘୁଡୁ bullet ଗାଡ଼ିରେ ବଜାର ବୁଲେଇ ନେବି
[03:53.46]