Tu Kemiti Manisa
🎵 2460 characters
⏱️ 4:54 duration
🆔 ID: 14369617
📜 Lyrics
ଭାବିଥିଲି ଦେଖିବି ମୁଁ ତୋ ବଧୂ-ବେଶ
ଭାବିଥିଲି ଦେଖିବି ମୁଁ ତୋ ବଧୂ-ବେଶ
କହ କାଇଁ କରିଦେଲୁ ତୁ ମୋତେ ଶେଷ?
ବିଶ୍ଵାସରେ ଭରିଦେଲୁ ତୁ ମୋର ବିଷ
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ବେଶୀ ଭଲ ତୋତେ ପାଉଥିଲି ବୋଲି
ଜୀବନଠୁ ଗଲୁ ଦୂରେଇ
ଆଖିରେ ଲୁଚେଇ ରଖିଥିଲି ବୋଲି
ସପନ ମୋ ଦେଲୁ ତୁ ଭାଙ୍ଗି
ବେଶୀ ଭଲ ତୋତେ ପାଉଥିଲି ବୋଲି
ଜୀବନଠୁ ଗଲୁ ଦୂରେଇ
ଆଖିରେ ଲୁଚେଇ ରଖିଥିଲି ବୋଲି
ସପନ ମୋ ଦେଲୁ ତୁ ଭାଙ୍ଗି
ଭାବିଥିଲି ଚାଲିବି ମୁଁ ତୋ ସାଥେ ବାଟ
କହ କାଇଁ ଚାଲିଗଲୁ ଛାଡ଼ି ମୋର ହାତ?
ମୋ ବାଟରେ କଣ୍ଟା ଦେଲୁ, ତୋ ବାଟେ ଫୁଲ
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ଆସିଲୁ ତୁ କାଇଁ କିଛିଦିନ ପାଇଁ?
ମିଛ ଭଲ ପାଇବା ନେଇ
ହୃଦୟ ଭାଷାକୁ ପାରିଲୁନି ବୁଝି
କଉ ରାଗ ଦେଲୁ ଶୁଝେଇ?
ଆସିଲୁ ତୁ କାଇଁ କିଛିଦିନ ପାଇଁ?
ମିଛ ଭଲ ପାଇବା ନେଇ
ହୃଦୟ ଭାଷାକୁ ପାରିଲୁନି ବୁଝି
କଉ ରାଗ ଦେଲୁ ଶୁଝେଇ?
ଭାବିଥିଲି ବଞ୍ଚିବି ମୁଁ ତୋ ସାଥେ ଧନ
କାହା ପାଇଁ ନେଇଗଲୁ ତୁ ମୋ ଜୀବନ?
ମୋ ଜୀବନେ ଦୁଃଖ ଦେଲୁ, ନେଇ ମୋର ସୁଖ
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ଭାବିଥିଲି ଦେଖିବି ମୁଁ ତୋ ବଧୂ-ବେଶ
କହ କାଇଁ କରିଦେଲୁ ତୁ ମୋତେ ଶେଷ?
ବିଶ୍ଵାସରେ ଭରିଦେଲୁ ତୁ ମୋର ବିଷ
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ବେଶୀ ଭଲ ତୋତେ ପାଉଥିଲି ବୋଲି
ଜୀବନଠୁ ଗଲୁ ଦୂରେଇ
ଆଖିରେ ଲୁଚେଇ ରଖିଥିଲି ବୋଲି
ସପନ ମୋ ଦେଲୁ ତୁ ଭାଙ୍ଗି
ବେଶୀ ଭଲ ତୋତେ ପାଉଥିଲି ବୋଲି
ଜୀବନଠୁ ଗଲୁ ଦୂରେଇ
ଆଖିରେ ଲୁଚେଇ ରଖିଥିଲି ବୋଲି
ସପନ ମୋ ଦେଲୁ ତୁ ଭାଙ୍ଗି
ଭାବିଥିଲି ଚାଲିବି ମୁଁ ତୋ ସାଥେ ବାଟ
କହ କାଇଁ ଚାଲିଗଲୁ ଛାଡ଼ି ମୋର ହାତ?
ମୋ ବାଟରେ କଣ୍ଟା ଦେଲୁ, ତୋ ବାଟେ ଫୁଲ
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ଆସିଲୁ ତୁ କାଇଁ କିଛିଦିନ ପାଇଁ?
ମିଛ ଭଲ ପାଇବା ନେଇ
ହୃଦୟ ଭାଷାକୁ ପାରିଲୁନି ବୁଝି
କଉ ରାଗ ଦେଲୁ ଶୁଝେଇ?
ଆସିଲୁ ତୁ କାଇଁ କିଛିଦିନ ପାଇଁ?
ମିଛ ଭଲ ପାଇବା ନେଇ
ହୃଦୟ ଭାଷାକୁ ପାରିଲୁନି ବୁଝି
କଉ ରାଗ ଦେଲୁ ଶୁଝେଇ?
ଭାବିଥିଲି ବଞ୍ଚିବି ମୁଁ ତୋ ସାଥେ ଧନ
କାହା ପାଇଁ ନେଇଗଲୁ ତୁ ମୋ ଜୀବନ?
ମୋ ଜୀବନେ ଦୁଃଖ ଦେଲୁ, ନେଇ ମୋର ସୁଖ
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
ତୁ କେମିତି ମଣିଷ?
⏱️ Synced Lyrics
[00:34.53] ଭାବିଥିଲି ଦେଖିବି ମୁଁ ତୋ ବଧୂ-ବେଶ
[00:43.18] ଭାବିଥିଲି ଦେଖିବି ମୁଁ ତୋ ବଧୂ-ବେଶ
[00:49.33] କହ କାଇଁ କରିଦେଲୁ ତୁ ମୋତେ ଶେଷ?
[00:56.90] ବିଶ୍ଵାସରେ ଭରିଦେଲୁ ତୁ ମୋର ବିଷ
[01:05.53] ତୁ କେମିତି ମଣିଷ?
[01:07.73] ତୁ କେମିତି ମଣିଷ?
[01:09.88] ତୁ କେମିତି ମଣିଷ?
[01:14.17] ତୁ କେମିତି ମଣିଷ?
[01:16.05] ତୁ କେମିତି ମଣିଷ?
[01:18.19] ତୁ କେମିତି ମଣିଷ?
[01:48.03] ବେଶୀ ଭଲ ତୋତେ ପାଉଥିଲି ବୋଲି
[01:52.37] ଜୀବନଠୁ ଗଲୁ ଦୂରେଇ
[01:56.56] ଆଖିରେ ଲୁଚେଇ ରଖିଥିଲି ବୋଲି
[02:00.65] ସପନ ମୋ ଦେଲୁ ତୁ ଭାଙ୍ଗି
[02:09.13] ବେଶୀ ଭଲ ତୋତେ ପାଉଥିଲି ବୋଲି
[02:13.35] ଜୀବନଠୁ ଗଲୁ ଦୂରେଇ
[02:17.54] ଆଖିରେ ଲୁଚେଇ ରଖିଥିଲି ବୋଲି
[02:21.60] ସପନ ମୋ ଦେଲୁ ତୁ ଭାଙ୍ଗି
[02:26.16] ଭାବିଥିଲି ଚାଲିବି ମୁଁ ତୋ ସାଥେ ବାଟ
[02:32.57] କହ କାଇଁ ଚାଲିଗଲୁ ଛାଡ଼ି ମୋର ହାତ?
[02:39.91] ମୋ ବାଟରେ କଣ୍ଟା ଦେଲୁ, ତୋ ବାଟେ ଫୁଲ
[02:48.78] ତୁ କେମିତି ମଣିଷ?
[02:50.85] ତୁ କେମିତି ମଣିଷ?
[02:52.81] ତୁ କେମିତି ମଣିଷ?
[02:57.33] ତୁ କେମିତି ମଣିଷ?
[02:59.21] ତୁ କେମିତି ମଣିଷ?
[03:01.37] ତୁ କେମିତି ମଣିଷ?
[03:31.39] ଆସିଲୁ ତୁ କାଇଁ କିଛିଦିନ ପାଇଁ?
[03:35.39] ମିଛ ଭଲ ପାଇବା ନେଇ
[03:39.59] ହୃଦୟ ଭାଷାକୁ ପାରିଲୁନି ବୁଝି
[03:43.82] କଉ ରାଗ ଦେଲୁ ଶୁଝେଇ?
[03:52.13] ଆସିଲୁ ତୁ କାଇଁ କିଛିଦିନ ପାଇଁ?
[03:56.48] ମିଛ ଭଲ ପାଇବା ନେଇ
[04:00.65] ହୃଦୟ ଭାଷାକୁ ପାରିଲୁନି ବୁଝି
[04:04.94] କଉ ରାଗ ଦେଲୁ ଶୁଝେଇ?
[04:09.50] ଭାବିଥିଲି ବଞ୍ଚିବି ମୁଁ ତୋ ସାଥେ ଧନ
[04:15.89] କାହା ପାଇଁ ନେଇଗଲୁ ତୁ ମୋ ଜୀବନ?
[04:23.22] ମୋ ଜୀବନେ ଦୁଃଖ ଦେଲୁ, ନେଇ ମୋର ସୁଖ
[04:31.99] ତୁ କେମିତି ମଣିଷ?
[04:34.05] ତୁ କେମିତି ମଣିଷ?
[04:36.03] ତୁ କେମିତି ମଣିଷ?
[04:40.51] ତୁ କେମିତି ମଣିଷ?
[04:42.32] ତୁ କେମିତି ମଣିଷ?
[04:44.60] ତୁ କେମିତି ମଣିଷ?
[04:47.07]
[00:43.18] ଭାବିଥିଲି ଦେଖିବି ମୁଁ ତୋ ବଧୂ-ବେଶ
[00:49.33] କହ କାଇଁ କରିଦେଲୁ ତୁ ମୋତେ ଶେଷ?
[00:56.90] ବିଶ୍ଵାସରେ ଭରିଦେଲୁ ତୁ ମୋର ବିଷ
[01:05.53] ତୁ କେମିତି ମଣିଷ?
[01:07.73] ତୁ କେମିତି ମଣିଷ?
[01:09.88] ତୁ କେମିତି ମଣିଷ?
[01:14.17] ତୁ କେମିତି ମଣିଷ?
[01:16.05] ତୁ କେମିତି ମଣିଷ?
[01:18.19] ତୁ କେମିତି ମଣିଷ?
[01:48.03] ବେଶୀ ଭଲ ତୋତେ ପାଉଥିଲି ବୋଲି
[01:52.37] ଜୀବନଠୁ ଗଲୁ ଦୂରେଇ
[01:56.56] ଆଖିରେ ଲୁଚେଇ ରଖିଥିଲି ବୋଲି
[02:00.65] ସପନ ମୋ ଦେଲୁ ତୁ ଭାଙ୍ଗି
[02:09.13] ବେଶୀ ଭଲ ତୋତେ ପାଉଥିଲି ବୋଲି
[02:13.35] ଜୀବନଠୁ ଗଲୁ ଦୂରେଇ
[02:17.54] ଆଖିରେ ଲୁଚେଇ ରଖିଥିଲି ବୋଲି
[02:21.60] ସପନ ମୋ ଦେଲୁ ତୁ ଭାଙ୍ଗି
[02:26.16] ଭାବିଥିଲି ଚାଲିବି ମୁଁ ତୋ ସାଥେ ବାଟ
[02:32.57] କହ କାଇଁ ଚାଲିଗଲୁ ଛାଡ଼ି ମୋର ହାତ?
[02:39.91] ମୋ ବାଟରେ କଣ୍ଟା ଦେଲୁ, ତୋ ବାଟେ ଫୁଲ
[02:48.78] ତୁ କେମିତି ମଣିଷ?
[02:50.85] ତୁ କେମିତି ମଣିଷ?
[02:52.81] ତୁ କେମିତି ମଣିଷ?
[02:57.33] ତୁ କେମିତି ମଣିଷ?
[02:59.21] ତୁ କେମିତି ମଣିଷ?
[03:01.37] ତୁ କେମିତି ମଣିଷ?
[03:31.39] ଆସିଲୁ ତୁ କାଇଁ କିଛିଦିନ ପାଇଁ?
[03:35.39] ମିଛ ଭଲ ପାଇବା ନେଇ
[03:39.59] ହୃଦୟ ଭାଷାକୁ ପାରିଲୁନି ବୁଝି
[03:43.82] କଉ ରାଗ ଦେଲୁ ଶୁଝେଇ?
[03:52.13] ଆସିଲୁ ତୁ କାଇଁ କିଛିଦିନ ପାଇଁ?
[03:56.48] ମିଛ ଭଲ ପାଇବା ନେଇ
[04:00.65] ହୃଦୟ ଭାଷାକୁ ପାରିଲୁନି ବୁଝି
[04:04.94] କଉ ରାଗ ଦେଲୁ ଶୁଝେଇ?
[04:09.50] ଭାବିଥିଲି ବଞ୍ଚିବି ମୁଁ ତୋ ସାଥେ ଧନ
[04:15.89] କାହା ପାଇଁ ନେଇଗଲୁ ତୁ ମୋ ଜୀବନ?
[04:23.22] ମୋ ଜୀବନେ ଦୁଃଖ ଦେଲୁ, ନେଇ ମୋର ସୁଖ
[04:31.99] ତୁ କେମିତି ମଣିଷ?
[04:34.05] ତୁ କେମିତି ମଣିଷ?
[04:36.03] ତୁ କେମିତି ମଣିଷ?
[04:40.51] ତୁ କେମିତି ମଣିଷ?
[04:42.32] ତୁ କେମିତି ମଣିଷ?
[04:44.60] ତୁ କେମିତି ମଣିଷ?
[04:47.07]