Kanhei Gothru Fitila Gai
🎵 1911 characters
⏱️ 3:53 duration
🆔 ID: 14418678
📜 Lyrics
କହ୍ନେଇ ଗୋଠରୁ ଫିଟିଲା ଗାଈ
କହ୍ନେଇ ଗୋଠରୁ ଫିଟିଲା ଗାଈ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ସୁଧାର ଗାଈଟା ହେଲା ଓଲେଇ
ସୁଧାର ଗାଈଟା ହେଲା ଓଲେଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ତାର ଗାଈ ଜଗା ସିନା ବାହାନା
ତୋର ନ ଗଲେ ନ ଚଳେ ଯମୁନା
ସେ ତ ଗାଈ ଛାଡ଼ିଦେଇ ବଣରେ
ଲୁଚି ବସିବ କଦମ୍ବ ମୂଳରେ
ଚାତକ ପରି ସେ ଥିବ ଅନେଇ
ଦେଖିଲେ ବଇଁଶୀ ଦବ ବଜେଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ଏତେ ଝିଅ ବୋହୁ ଥାଇ ଗୋପରେ
କାହ୍ନୁ ପାଗଳ ହେଲା ତୋ ରୂପରେ
ଘିଅ ଢ଼ାଳି-ଢ଼ାଳି ପ୍ରେମ ଦ୍ଵୀପରେ
ନୀତି ଜଳିଲା ପୀରତି ପାପରେ
ବଡ଼, ସାନ କିଛି ମାନିଲା ନାହିଁ
ପ୍ରୀତି ପାଇଁ ରୀତି ଦେଲା ବୁଡ଼େଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
କହ୍ନେଇ ଗୋଠରୁ ଫିଟିଲା ଗାଈ
କହ୍ନେଇ ଗୋଠରୁ ଫିଟିଲା ଗାଈ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ସୁଧାର ଗାଈଟା ହେଲା ଓଲେଇ
ସୁଧାର ଗାଈଟା ହେଲା ଓଲେଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
କହ୍ନେଇ ଗୋଠରୁ ଫିଟିଲା ଗାଈ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ସୁଧାର ଗାଈଟା ହେଲା ଓଲେଇ
ସୁଧାର ଗାଈଟା ହେଲା ଓଲେଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ତାର ଗାଈ ଜଗା ସିନା ବାହାନା
ତୋର ନ ଗଲେ ନ ଚଳେ ଯମୁନା
ସେ ତ ଗାଈ ଛାଡ଼ିଦେଇ ବଣରେ
ଲୁଚି ବସିବ କଦମ୍ବ ମୂଳରେ
ଚାତକ ପରି ସେ ଥିବ ଅନେଇ
ଦେଖିଲେ ବଇଁଶୀ ଦବ ବଜେଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ଏତେ ଝିଅ ବୋହୁ ଥାଇ ଗୋପରେ
କାହ୍ନୁ ପାଗଳ ହେଲା ତୋ ରୂପରେ
ଘିଅ ଢ଼ାଳି-ଢ଼ାଳି ପ୍ରେମ ଦ୍ଵୀପରେ
ନୀତି ଜଳିଲା ପୀରତି ପାପରେ
ବଡ଼, ସାନ କିଛି ମାନିଲା ନାହିଁ
ପ୍ରୀତି ପାଇଁ ରୀତି ଦେଲା ବୁଡ଼େଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
କହ୍ନେଇ ଗୋଠରୁ ଫିଟିଲା ଗାଈ
କହ୍ନେଇ ଗୋଠରୁ ଫିଟିଲା ଗାଈ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ସୁଧାର ଗାଈଟା ହେଲା ଓଲେଇ
ସୁଧାର ଗାଈଟା ହେଲା ଓଲେଇ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
ରାଧା ଲୋ ତୋ'ରି ପାଇଁ
⏱️ Synced Lyrics
[00:33.41] କହ୍ନେଇ ଗୋଠରୁ ଫିଟିଲା ଗାଈ
[00:36.35] କହ୍ନେଇ ଗୋଠରୁ ଫିଟିଲା ଗାଈ
[00:40.88] ରାଧା ଲୋ ତୋ'ରି ପାଇଁ
[00:43.73] ରାଧା ଲୋ ତୋ'ରି ପାଇଁ
[00:49.76] ସୁଧାର ଗାଈଟା ହେଲା ଓଲେଇ
[00:52.75] ସୁଧାର ଗାଈଟା ହେଲା ଓଲେଇ
[00:57.19] ରାଧା ଲୋ ତୋ'ରି ପାଇଁ
[01:00.12] ରାଧା ଲୋ ତୋ'ରି ପାଇଁ
[01:03.48]
[01:31.46] ତାର ଗାଈ ଜଗା ସିନା ବାହାନା
[01:36.07] ତୋର ନ ଗଲେ ନ ଚଳେ ଯମୁନା
[01:46.65] ସେ ତ ଗାଈ ଛାଡ଼ିଦେଇ ବଣରେ
[01:50.86] ଲୁଚି ବସିବ କଦମ୍ବ ମୂଳରେ
[01:55.60] ଚାତକ ପରି ସେ ଥିବ ଅନେଇ
[01:58.57] ଦେଖିଲେ ବଇଁଶୀ ଦବ ବଜେଇ
[02:03.03] ରାଧା ଲୋ ତୋ'ରି ପାଇଁ
[02:06.00] ରାଧା ଲୋ ତୋ'ରି ପାଇଁ
[02:10.14]
[02:37.37] ଏତେ ଝିଅ ବୋହୁ ଥାଇ ଗୋପରେ
[02:41.85] କାହ୍ନୁ ପାଗଳ ହେଲା ତୋ ରୂପରେ
[02:52.32] ଘିଅ ଢ଼ାଳି-ଢ଼ାଳି ପ୍ରେମ ଦ୍ଵୀପରେ
[02:56.70] ନୀତି ଜଳିଲା ପୀରତି ପାପରେ
[03:01.15] ବଡ଼, ସାନ କିଛି ମାନିଲା ନାହିଁ
[03:04.21] ପ୍ରୀତି ପାଇଁ ରୀତି ଦେଲା ବୁଡ଼େଇ
[03:08.57] ରାଧା ଲୋ ତୋ'ରି ପାଇଁ
[03:11.61] ରାଧା ଲୋ ତୋ'ରି ପାଇଁ
[03:14.46] କହ୍ନେଇ ଗୋଠରୁ ଫିଟିଲା ଗାଈ
[03:17.48] କହ୍ନେଇ ଗୋଠରୁ ଫିଟିଲା ଗାଈ
[03:22.29] ରାଧା ଲୋ ତୋ'ରି ପାଇଁ
[03:24.77] ରାଧା ଲୋ ତୋ'ରି ପାଇଁ
[03:27.70] ସୁଧାର ଗାଈଟା ହେଲା ଓଲେଇ
[03:30.73] ସୁଧାର ଗାଈଟା ହେଲା ଓଲେଇ
[03:35.21] ରାଧା ଲୋ ତୋ'ରି ପାଇଁ
[03:38.21] ରାଧା ଲୋ ତୋ'ରି ପାଇଁ
[03:41.28] ରାଧା ଲୋ ତୋ'ରି ପାଇଁ
[03:43.90] ରାଧା ଲୋ ତୋ'ରି ପାଇଁ
[03:48.06]
[00:36.35] କହ୍ନେଇ ଗୋଠରୁ ଫିଟିଲା ଗାଈ
[00:40.88] ରାଧା ଲୋ ତୋ'ରି ପାଇଁ
[00:43.73] ରାଧା ଲୋ ତୋ'ରି ପାଇଁ
[00:49.76] ସୁଧାର ଗାଈଟା ହେଲା ଓଲେଇ
[00:52.75] ସୁଧାର ଗାଈଟା ହେଲା ଓଲେଇ
[00:57.19] ରାଧା ଲୋ ତୋ'ରି ପାଇଁ
[01:00.12] ରାଧା ଲୋ ତୋ'ରି ପାଇଁ
[01:03.48]
[01:31.46] ତାର ଗାଈ ଜଗା ସିନା ବାହାନା
[01:36.07] ତୋର ନ ଗଲେ ନ ଚଳେ ଯମୁନା
[01:46.65] ସେ ତ ଗାଈ ଛାଡ଼ିଦେଇ ବଣରେ
[01:50.86] ଲୁଚି ବସିବ କଦମ୍ବ ମୂଳରେ
[01:55.60] ଚାତକ ପରି ସେ ଥିବ ଅନେଇ
[01:58.57] ଦେଖିଲେ ବଇଁଶୀ ଦବ ବଜେଇ
[02:03.03] ରାଧା ଲୋ ତୋ'ରି ପାଇଁ
[02:06.00] ରାଧା ଲୋ ତୋ'ରି ପାଇଁ
[02:10.14]
[02:37.37] ଏତେ ଝିଅ ବୋହୁ ଥାଇ ଗୋପରେ
[02:41.85] କାହ୍ନୁ ପାଗଳ ହେଲା ତୋ ରୂପରେ
[02:52.32] ଘିଅ ଢ଼ାଳି-ଢ଼ାଳି ପ୍ରେମ ଦ୍ଵୀପରେ
[02:56.70] ନୀତି ଜଳିଲା ପୀରତି ପାପରେ
[03:01.15] ବଡ଼, ସାନ କିଛି ମାନିଲା ନାହିଁ
[03:04.21] ପ୍ରୀତି ପାଇଁ ରୀତି ଦେଲା ବୁଡ଼େଇ
[03:08.57] ରାଧା ଲୋ ତୋ'ରି ପାଇଁ
[03:11.61] ରାଧା ଲୋ ତୋ'ରି ପାଇଁ
[03:14.46] କହ୍ନେଇ ଗୋଠରୁ ଫିଟିଲା ଗାଈ
[03:17.48] କହ୍ନେଇ ଗୋଠରୁ ଫିଟିଲା ଗାଈ
[03:22.29] ରାଧା ଲୋ ତୋ'ରି ପାଇଁ
[03:24.77] ରାଧା ଲୋ ତୋ'ରି ପାଇଁ
[03:27.70] ସୁଧାର ଗାଈଟା ହେଲା ଓଲେଇ
[03:30.73] ସୁଧାର ଗାଈଟା ହେଲା ଓଲେଇ
[03:35.21] ରାଧା ଲୋ ତୋ'ରି ପାଇଁ
[03:38.21] ରାଧା ଲୋ ତୋ'ରି ପାଇଁ
[03:41.28] ରାଧା ଲୋ ତୋ'ରି ପାଇଁ
[03:43.90] ରାଧା ଲୋ ତୋ'ରି ପାଇଁ
[03:48.06]