Nida Bhara Rati
🎵 1494 characters
⏱️ 3:15 duration
🆔 ID: 14485565
📜 Lyrics
ନିଦ ଭରା ରାତି, ମଧୁ ଝରା ଜହ୍ନ
ଫିକା-ଫିକା ଏଇ ଜୋଛନା
ତୁମେ ନାହଁ ସାଥେ ଆଜି ଏଇ ରାତି
ଏକା-ଏକା ଭଲ ଲାଗେନା
ଭଲ ଲାଗେନା
ଦୂରେ ବହୁ ଦୂରେ ନଈ ଆରପାରେ
ବିରହୀ କେ ଝୁରେ ବଇଁଶୀର ସୁରେ
ସେଇ ସୁରେ ହଜି ଜୋଛନାରେ ଭିଜି
ଖୋଜେ ମୁଁ ତୁମକୁ ଏକା-ଏକା ଆଜି
ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
କୁମୁଦିନୀ ମନ ବେଦନା
କୁମୁଦିନୀ ମନ ବେଦନା
ତୁମେ ନୀଳ ଢ଼େଉ, ମୁଁ ଯେ ବେଳାଭୂଇଁ
ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ
ପାଶେ ଥିଲେ କିଛି ପାରେ ନାହିଁ କହି
ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ
ଧରା ଦେଲେ ବାରେ କହିଦେବି ହେଲେ
ଭାବେ ସିନା କହି ପାରେନା
ଭାବେ ସିନା କହି ପାରେନା
ନିଦ ଭରା ରାତି, ମଧୁ ଝରା ଜହ୍ନ
ଫିକା-ଫିକା ଏଇ ଜୋଛନା
ତୁମେ ନାହଁ ସାଥେ ଆଜି ଏଇ ରାତି
ଏକା-ଏକା ଭଲ ଲାଗେନା
ଭଲ ଲାଗେନା
ଭଲ ଲାଗେନା
ଭଲ ଲାଗେନା
ଫିକା-ଫିକା ଏଇ ଜୋଛନା
ତୁମେ ନାହଁ ସାଥେ ଆଜି ଏଇ ରାତି
ଏକା-ଏକା ଭଲ ଲାଗେନା
ଭଲ ଲାଗେନା
ଦୂରେ ବହୁ ଦୂରେ ନଈ ଆରପାରେ
ବିରହୀ କେ ଝୁରେ ବଇଁଶୀର ସୁରେ
ସେଇ ସୁରେ ହଜି ଜୋଛନାରେ ଭିଜି
ଖୋଜେ ମୁଁ ତୁମକୁ ଏକା-ଏକା ଆଜି
ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
କୁମୁଦିନୀ ମନ ବେଦନା
କୁମୁଦିନୀ ମନ ବେଦନା
ତୁମେ ନୀଳ ଢ଼େଉ, ମୁଁ ଯେ ବେଳାଭୂଇଁ
ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ
ପାଶେ ଥିଲେ କିଛି ପାରେ ନାହିଁ କହି
ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ
ଧରା ଦେଲେ ବାରେ କହିଦେବି ହେଲେ
ଭାବେ ସିନା କହି ପାରେନା
ଭାବେ ସିନା କହି ପାରେନା
ନିଦ ଭରା ରାତି, ମଧୁ ଝରା ଜହ୍ନ
ଫିକା-ଫିକା ଏଇ ଜୋଛନା
ତୁମେ ନାହଁ ସାଥେ ଆଜି ଏଇ ରାତି
ଏକା-ଏକା ଭଲ ଲାଗେନା
ଭଲ ଲାଗେନା
ଭଲ ଲାଗେନା
ଭଲ ଲାଗେନା
⏱️ Synced Lyrics
[00:05.78] ନିଦ ଭରା ରାତି, ମଧୁ ଝରା ଜହ୍ନ
[00:11.69] ଫିକା-ଫିକା ଏଇ ଜୋଛନା
[00:17.20] ତୁମେ ନାହଁ ସାଥେ ଆଜି ଏଇ ରାତି
[00:23.13] ଏକା-ଏକା ଭଲ ଲାଗେନା
[00:28.06] ଭଲ ଲାଗେନା
[00:31.60]
[00:54.16] ଦୂରେ ବହୁ ଦୂରେ ନଈ ଆରପାରେ
[01:00.19] ବିରହୀ କେ ଝୁରେ ବଇଁଶୀର ସୁରେ
[01:06.02] ସେଇ ସୁରେ ହଜି ଜୋଛନାରେ ଭିଜି
[01:11.88] ଖୋଜେ ମୁଁ ତୁମକୁ ଏକା-ଏକା ଆଜି
[01:17.58] ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
[01:23.46] କୁମୁଦିନୀ ମନ ବେଦନା
[01:29.13] କୁମୁଦିନୀ ମନ ବେଦନା
[01:57.63] ତୁମେ ନୀଳ ଢ଼େଉ, ମୁଁ ଯେ ବେଳାଭୂଇଁ
[02:03.64] ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ
[02:09.37] ପାଶେ ଥିଲେ କିଛି ପାରେ ନାହିଁ କହି
[02:15.46] ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ
[02:21.39] ଧରା ଦେଲେ ବାରେ କହିଦେବି ହେଲେ
[02:27.08] ଭାବେ ସିନା କହି ପାରେନା
[02:32.73] ଭାବେ ସିନା କହି ପାରେନା
[02:38.77] ନିଦ ଭରା ରାତି, ମଧୁ ଝରା ଜହ୍ନ
[02:44.60] ଫିକା-ଫିକା ଏଇ ଜୋଛନା
[02:50.37] ତୁମେ ନାହଁ ସାଥେ ଆଜି ଏଇ ରାତି
[02:56.38] ଏକା-ଏକା ଭଲ ଲାଗେନା
[03:01.11] ଭଲ ଲାଗେନା
[03:04.17] ଭଲ ଲାଗେନା
[03:07.20] ଭଲ ଲାଗେନା
[03:10.85]
[00:11.69] ଫିକା-ଫିକା ଏଇ ଜୋଛନା
[00:17.20] ତୁମେ ନାହଁ ସାଥେ ଆଜି ଏଇ ରାତି
[00:23.13] ଏକା-ଏକା ଭଲ ଲାଗେନା
[00:28.06] ଭଲ ଲାଗେନା
[00:31.60]
[00:54.16] ଦୂରେ ବହୁ ଦୂରେ ନଈ ଆରପାରେ
[01:00.19] ବିରହୀ କେ ଝୁରେ ବଇଁଶୀର ସୁରେ
[01:06.02] ସେଇ ସୁରେ ହଜି ଜୋଛନାରେ ଭିଜି
[01:11.88] ଖୋଜେ ମୁଁ ତୁମକୁ ଏକା-ଏକା ଆଜି
[01:17.58] ଦୂର ଚାନ୍ଦ ତୁମେ ବୁଝିଲ ତ ନାହିଁ
[01:23.46] କୁମୁଦିନୀ ମନ ବେଦନା
[01:29.13] କୁମୁଦିନୀ ମନ ବେଦନା
[01:57.63] ତୁମେ ନୀଳ ଢ଼େଉ, ମୁଁ ଯେ ବେଳାଭୂଇଁ
[02:03.64] ତୁମେ ଯାଅ ଦୂରେ ଖାଲି ମୋତେ ଛୁଇଁ
[02:09.37] ପାଶେ ଥିଲେ କିଛି ପାରେ ନାହିଁ କହି
[02:15.46] ଗଲେ ଦୂରେ ତୁମେ ଝୁରେ ତୁମ ପାଇଁ
[02:21.39] ଧରା ଦେଲେ ବାରେ କହିଦେବି ହେଲେ
[02:27.08] ଭାବେ ସିନା କହି ପାରେନା
[02:32.73] ଭାବେ ସିନା କହି ପାରେନା
[02:38.77] ନିଦ ଭରା ରାତି, ମଧୁ ଝରା ଜହ୍ନ
[02:44.60] ଫିକା-ଫିକା ଏଇ ଜୋଛନା
[02:50.37] ତୁମେ ନାହଁ ସାଥେ ଆଜି ଏଇ ରାତି
[02:56.38] ଏକା-ଏକା ଭଲ ଲାଗେନା
[03:01.11] ଭଲ ଲାଗେନା
[03:04.17] ଭଲ ଲାଗେନା
[03:07.20] ଭଲ ଲାଗେନା
[03:10.85]