Home 🎬 Bollywood 🎵 Pakistani 🎤 English Pop

Puchuki Gali - Recreated Version

👤 Mk Mukesh 🎼 Puchuki Gali (Recreated Version) ⏱️ 3:26
🎵 1676 characters
⏱️ 3:26 duration
🆔 ID: 14920404

📜 Lyrics

ସବୁ ଝିଅଙ୍କ ଗୋଟିଏ ରୋଗ (ଗୋଟିଏ ରୋଗ, ରୋଗ)
ନାକ ଅଗରେ ତାଙ୍କରି ରାଗ (ରାଗ, ରାଗ)
ଆରେ ଛୁଁ-ଛୁଁ ଦେବେ ଠେଲି

(ପୁଚୁକି ଗାଲି fashion ବାଲି)
ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
ମୋ ବୋପାଲୋ
ମୋ ବୋପାଲୋ

ସବୁ ଝିଅଙ୍କ ଗୋଟିଏ ରୋଗ
ନାକ ଅଗରେ ତାଙ୍କରି ରାଗ
ଆରେ ଛୁଁ-ଛୁଁ ଦେବେ ଠେଲି
ମୋ ବୋପାଲୋ
ମୋ ବୋପାଲୋ
ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ

ଗୋରୀ ତୁ ସତେ ଲୋଟଣୀ ପାରା
କେବେ ମୋ ହାତେ ଦବୁଲୋ ଧରା

ଗୋରୀ ତୁ ସତେ ଲୋଟଣୀ ପାରା
କେବେ ମୋ ହାତେ ଦବୁଲୋ ଧରା
ମୋତେ ଦେଖେଇ ଛଟକ ଛଇ
ଫସେଇ ଦେଲୁ ଆଖି ନଚେଇ
ସବୁ ଝିଅଙ୍କ ପୁରୁଣା ଖଈ
ଭିତରେ ହବୁ ଉପରେ ନାହିଁ
ଆରେ ମିଛେ-ମିଛେ ଦେବେ ଗାଳି
ମୋ ବୋପାଲୋ
ମୋ ବୋପାଲୋ

ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ
ମୋ ବୋପାଲୋ
ମୋ ବୋପାଲୋ

⏱️ Synced Lyrics

[00:27.22] ସବୁ ଝିଅଙ୍କ ଗୋଟିଏ ରୋଗ (ଗୋଟିଏ ରୋଗ, ରୋଗ)
[00:34.14] ନାକ ଅଗରେ ତାଙ୍କରି ରାଗ (ରାଗ, ରାଗ)
[00:40.54] ଆରେ ଛୁଁ-ଛୁଁ ଦେବେ ଠେଲି
[00:58.21] (ପୁଚୁକି ଗାଲି fashion ବାଲି)
[01:05.15] ପୁଚୁକି ଗାଲି fashion ବାଲି
[01:08.38] ଚାଲି ତୋ Bombay, Delhi
[01:11.33] ମୋ ବୋପାଲୋ
[01:14.86] ମୋ ବୋପାଲୋ
[01:18.75] ଆଲୋ ଚଗଲି ରାଗ ତୋ ନାଲି
[01:22.29] କଥା ବନ୍ଧୁକ ଗୁଳି
[01:25.12] ମୋ ବୋପାଲୋ
[01:28.66] ମୋ ବୋପାଲୋ
[01:32.37] ସବୁ ଝିଅଙ୍କ ଗୋଟିଏ ରୋଗ
[01:35.85] ନାକ ଅଗରେ ତାଙ୍କରି ରାଗ
[01:39.06] ଆରେ ଛୁଁ-ଛୁଁ ଦେବେ ଠେଲି
[01:42.20] ମୋ ବୋପାଲୋ
[01:45.77] ମୋ ବୋପାଲୋ
[01:49.63] ପୁଚୁକି ଗାଲି fashion ବାଲି
[01:53.10] ଚାଲି ତୋ Bombay, Delhi
[01:56.27] ମୋ ବୋପାଲୋ
[01:59.45] ମୋ ବୋପାଲୋ
[02:17.02] ଗୋରୀ ତୁ ସତେ ଲୋଟଣୀ ପାରା
[02:20.50] କେବେ ମୋ ହାତେ ଦବୁଲୋ ଧରା
[02:30.85] ଗୋରୀ ତୁ ସତେ ଲୋଟଣୀ ପାରା
[02:34.31] କେବେ ମୋ ହାତେ ଦବୁଲୋ ଧରା
[02:37.37] ମୋତେ ଦେଖେଇ ଛଟକ ଛଇ
[02:41.01] ଫସେଇ ଦେଲୁ ଆଖି ନଚେଇ
[02:44.46] ସବୁ ଝିଅଙ୍କ ପୁରୁଣା ଖଈ
[02:47.98] ଭିତରେ ହବୁ ଉପରେ ନାହିଁ
[02:51.19] ଆରେ ମିଛେ-ମିଛେ ଦେବେ ଗାଳି
[02:54.37] ମୋ ବୋପାଲୋ
[02:57.80] ମୋ ବୋପାଲୋ
[03:01.63] ପୁଚୁକି ଗାଲି fashion ବାଲି
[03:05.01] ଚାଲି ତୋ Bombay, Delhi
[03:07.91] ମୋ ବୋପାଲୋ
[03:11.48] ମୋ ବୋପାଲୋ
[03:14.90] ମୋ ବୋପାଲୋ
[03:18.45] ମୋ ବୋପାଲୋ
[03:20.55]

⭐ Rate These Lyrics

Average: 0.0/5 • 0 ratings