Home 🎬 Bollywood 🎵 Pakistani 🎤 English Pop

To Akhi Mo Aaina

👤 Mk Mukesh 🎼 To Akhi Mo Aaina ⏱️ 4:31
🎵 2166 characters
⏱️ 4:31 duration
🆔 ID: 15030701

📜 Lyrics

ଯେତେ ମୁଁ ଜାଣିଛି ତତେ
ସେତିକି ଟାଣୁଛୁ ମୋତେ
ହାତରେ ଧରିଛୁ ସତେ, ରେଶମୀ ଡ଼ୋରି

ଯେତେ ମୁଁ ଜାଣିଛି ତତେ
ସେତିକି ଟାଣୁଛୁ ମୋତେ
ହାତରେ ଧରିଛୁ ସତେ, ରେଶମୀ ଡ଼ୋରି (ରେଶମୀ ଡ଼ୋରି)

ଦୋଷ ନୁହେଁ ଏକା ମୋର
ତୁମେବି ତ ଯାଦୁଗର
ତୁମେ ତ କରିଚ ମୋତେ ମୋ ପାଖୁ ଚୋରି

ସବୁକିଛି ଉଠେ ଜିଇଁ, ତୁମେ ଦେଲେ ଛୁଇଁ
ପତର ସବୁଜ ହୁଏ, ଭରିଯାଏ ନଈ

ମନେ ମନେ ନାଚି ଯାଏ ମୋ ମନ ମଇନା

(This is for you guys)

ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ହୋ, ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା

ସୁନେଲି ସୁନେଲି ଖରା ତୋ ମୁହଁ ସାରା
କେବେ ଦିସୁ ଗୋଲାପି ତୁ, କେବେ ଦିସୁ ଗୋରା
ତୋ ଓଠରୁ ଝରିପଡ଼େ ହସ ଚୁନାଚୁନା

ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା

ଫୁଲର ଖବର ନେଇ ପବନ ଯାଉଛି ବୋହି
ତା ମନର ମହୁମାଛି ଡ଼ାକିବା ପାଇଁ
ମୁଁ ବି ବସିଛି ଏଠି, ତୋ ଚାହାଣି ଚୋରା ଚିଠି
ମୋ ଦୁଇ ହାତରେ ଧରି, ପଢ଼ିବା ପାଇଁ

ଓ, ତୁମେ ଦେଲେ ଛୁଇଁ ଲାଗେ ଭଲ ଖାଲି ଭଲ
କଥା କହେ ଫୁଲ ଗଛ, ହସିଦିଏ ଫୁଲ
ଖାଲି ଖାଲି ଲାଗେ ଏଠି, ସବୁ ତୁମ ବିନା

ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ହୋ, ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା
ତୋ ଆଖି ମୋ ଆଇନା

⏱️ Synced Lyrics

[00:27.73] ଯେତେ ମୁଁ ଜାଣିଛି ତତେ
[00:34.40] ସେତିକି ଟାଣୁଛୁ ମୋତେ
[00:41.32] ହାତରେ ଧରିଛୁ ସତେ, ରେଶମୀ ଡ଼ୋରି
[00:49.93] ଯେତେ ମୁଁ ଜାଣିଛି ତତେ
[00:53.38] ସେତିକି ଟାଣୁଛୁ ମୋତେ
[00:56.87] ହାତରେ ଧରିଛୁ ସତେ, ରେଶମୀ ଡ଼ୋରି (ରେଶମୀ ଡ଼ୋରି)
[01:03.75] ଦୋଷ ନୁହେଁ ଏକା ମୋର
[01:07.29] ତୁମେବି ତ ଯାଦୁଗର
[01:10.63] ତୁମେ ତ କରିଚ ମୋତେ ମୋ ପାଖୁ ଚୋରି
[01:17.38] ସବୁକିଛି ଉଠେ ଜିଇଁ, ତୁମେ ଦେଲେ ଛୁଇଁ
[01:24.26] ପତର ସବୁଜ ହୁଏ, ଭରିଯାଏ ନଈ
[01:31.25] ମନେ ମନେ ନାଚି ଯାଏ ମୋ ମନ ମଇନା
[01:40.33] (This is for you guys)
[01:42.15] ତୋ ଆଖି ମୋ ଆଇନା
[01:45.64] ତୋ ଆଖି ମୋ ଆଇନା
[01:49.00] ତୋ ଆଖି ମୋ ଆଇନା
[01:55.26] ହୋ, ତୋ ଆଖି ମୋ ଆଇନା
[01:59.47] ତୋ ଆଖି ମୋ ଆଇନା
[02:02.11] ତୋ ଆଖି ମୋ ଆଇନା
[02:10.49] ସୁନେଲି ସୁନେଲି ଖରା ତୋ ମୁହଁ ସାରା
[02:17.35] କେବେ ଦିସୁ ଗୋଲାପି ତୁ, କେବେ ଦିସୁ ଗୋରା
[02:24.21] ତୋ ଓଠରୁ ଝରିପଡ଼େ ହସ ଚୁନାଚୁନା
[02:30.43] ତୋ ଆଖି ମୋ ଆଇନା
[02:33.61] ତୋ ଆଖି ମୋ ଆଇନା
[02:37.17] ତୋ ଆଖି ମୋ ଆଇନା
[03:12.39] ଫୁଲର ଖବର ନେଇ ପବନ ଯାଉଛି ବୋହି
[03:19.29] ତା ମନର ମହୁମାଛି ଡ଼ାକିବା ପାଇଁ
[03:26.19] ମୁଁ ବି ବସିଛି ଏଠି, ତୋ ଚାହାଣି ଚୋରା ଚିଠି
[03:32.82] ମୋ ଦୁଇ ହାତରେ ଧରି, ପଢ଼ିବା ପାଇଁ
[03:39.03] ଓ, ତୁମେ ଦେଲେ ଛୁଇଁ ଲାଗେ ଭଲ ଖାଲି ଭଲ
[03:46.48] କଥା କହେ ଫୁଲ ଗଛ, ହସିଦିଏ ଫୁଲ
[03:53.35] ଖାଲି ଖାଲି ଲାଗେ ଏଠି, ସବୁ ତୁମ ବିନା
[03:59.44] ତୋ ଆଖି ମୋ ଆଇନା
[04:03.00] ତୋ ଆଖି ମୋ ଆଇନା
[04:06.29] ତୋ ଆଖି ମୋ ଆଇନା
[04:12.32] ହୋ, ତୋ ଆଖି ମୋ ଆଇନା
[04:16.68] ତୋ ଆଖି ମୋ ଆଇନା
[04:20.15] ତୋ ଆଖି ମୋ ଆଇନା
[04:26.23]

⭐ Rate These Lyrics

Average: 0.0/5 • 0 ratings