Ajana Asuna
🎵 2795 characters
⏱️ 4:39 duration
🆔 ID: 15278581
📜 Lyrics
ମନରେ ମୋ ଏତେ ପ୍ରଶ୍ନ, ଦବୁ କି ଉତ୍ତର?
ଖୋଜିଲେ ବି କାରଣ ମୁଁ ପାଏନି ରେ ତାର
ଓ, ମନରେ ମୋ ଏତେ ପ୍ରଶ୍ନ, ଦବୁ କି ଉତ୍ତର?
ଖୋଜିଲେ ବି କାରଣ ମୁଁ ପାଏନି ରେ ତାର
ଛାତି ତଳ କଥା ସବୁ ଆପେ ବୁଝିଯା ରେ
କହିଦେଲେ ଓଠ ଖୋଲି, ମରିଯିବି ଲାଜରେ
ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ

ତୋତେ ପାଇ ଏ ଜୀବନେ ସବୁ ମୁଁ ପାଇଛି
ଏ ମନର ସାଧା ସିଲଟରେ ତୋ ନାଁ ଲେଖିଛି
ଆ, ଆଜିକାଲି ମୋତେ କାହିଁ ଏମିତି ଲାଗୁଛି?
ସରଗରୁ ଜହ୍ନ ସତେ ଖସି କି ପଡ଼ିଛି?
ଖୁସି ମୋର ସୀମା ଟପେ, ତୋତେ ପାଇ ପାଖରେ
ହୃଦୟର ଶୂନ୍ୟସ୍ଥାନ ଆଜି ଭରିଗଲା ରେ

କହିଦେଲେ ପଦେ ଟାଣ, ବେଶୀ ତ ବାଧୁଛି
ଏତେ ରାଗି ପ୍ରେମିକ ମୁଁ କୋଉଠୁ ପାଇଛି?
ହସିଦେ ରେ ଥରେ ଟିକେ ମୋତେ ବୁଲି ଚାହିଁ
ସବୁ ରାଗ ଦେଖିବୁ ଯିବ ରେ ଉଭେଇ
ଲିଭିଯାଏ ରାଗରୁଷା ଗୋଟିଏ କ୍ଷଣରେ
ହୃଦୟର ମଲାଟରେ ତୁ ଖାଲି ଅଛୁ ରେ

⏱️ Synced Lyrics
[00:40.51] ମନରେ ମୋ ଏତେ ପ୍ରଶ୍ନ, ଦବୁ କି ଉତ୍ତର?
[00:45.18] ଖୋଜିଲେ ବି କାରଣ ମୁଁ ପାଏନି ରେ ତାର
[00:58.57] ଓ, ମନରେ ମୋ ଏତେ ପ୍ରଶ୍ନ, ଦବୁ କି ଉତ୍ତର?
[01:04.19] ଖୋଜିଲେ ବି କାରଣ ମୁଁ ପାଏନି ରେ ତାର
[01:08.71] ଛାତି ତଳ କଥା ସବୁ ଆପେ ବୁଝିଯା ରେ
[01:13.80] କହିଦେଲେ ଓଠ ଖୋଲି, ମରିଯିବି ଲାଜରେ
[01:20.53] ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
[01:25.29] ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
[01:29.96] ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
[01:34.82] ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
[02:10.14] ତୋତେ ପାଇ ଏ ଜୀବନେ ସବୁ ମୁଁ ପାଇଛି
[02:14.65] ଏ ମନର ସାଧା ସିଲଟରେ ତୋ ନାଁ ଲେଖିଛି
[02:23.90] ଆ, ଆଜିକାଲି ମୋତେ କାହିଁ ଏମିତି ଲାଗୁଛି?
[02:28.91] ସରଗରୁ ଜହ୍ନ ସତେ ଖସି କି ପଡ଼ିଛି?
[02:34.14] ଖୁସି ମୋର ସୀମା ଟପେ, ତୋତେ ପାଇ ପାଖରେ
[02:38.80] ହୃଦୟର ଶୂନ୍ୟସ୍ଥାନ ଆଜି ଭରିଗଲା ରେ
[02:45.94] ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
[02:50.42] ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
[02:55.17] ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
[02:59.91] ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
[03:35.33] କହିଦେଲେ ପଦେ ଟାଣ, ବେଶୀ ତ ବାଧୁଛି
[03:40.02] ଏତେ ରାଗି ପ୍ରେମିକ ମୁଁ କୋଉଠୁ ପାଇଛି?
[03:49.53] ହସିଦେ ରେ ଥରେ ଟିକେ ମୋତେ ବୁଲି ଚାହିଁ
[03:54.31] ସବୁ ରାଗ ଦେଖିବୁ ଯିବ ରେ ଉଭେଇ
[03:59.44] ଲିଭିଯାଏ ରାଗରୁଷା ଗୋଟିଏ କ୍ଷଣରେ
[04:04.18] ହୃଦୟର ମଲାଟରେ ତୁ ଖାଲି ଅଛୁ ରେ
[04:10.90] ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
[04:15.78] ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
[04:20.68] ଅଜଣା ଅଶୁଣା କାହିଁ ସବୁ ଲାଗେ, ଆଜି ପ୍ରେମରେ?
[04:25.16] ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ
[04:29.64]