Panchama Duara
🎵 2109 characters
⏱️ 5:06 duration
🆔 ID: 15349896
📜 Lyrics
ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ଼ ଦେଉଳକୁ ତୋର
ବଡ଼ ଦେଉଳକୁ ତୋର
ଦୁଃଖନାଶନ ତୁ, ସେ ଦୁଆର ହେଉ
କେବଳ ଦୁଃଖୀଙ୍କ ଦ୍ବାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ସେ ଦୁଆରେ ନ ରହୁରେ ଅଢ଼ା ଆକଟ
ଦୁଃଖୀଟିଏ ପାଉ ସିଧା ତୋହରି ଭେଟ
ହୋ, ସେ ଦୁଆରେ ନ ରହୁରେ ଅଢ଼ା ଆକଟ
ଦୁଃଖୀଟିଏ ପାଉ ସିଧା ତୋହରି ଭେଟ
ଅଭାବରେ ଥିଲେ ସିନା ତୋ ଭାବ ବଢ଼େ
ଅଭାବରେ ଥିଲେ ସିନା ତୋ ଭାବ ବଢ଼େ
ଭାବକୁ ତୁହି ନିକଟ
ଜାଣୁ ଏ ଜଗତ ଦୀନଜନ ପାଇଁ ଅଲଗା ତୋର ବିଚାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ଦୁଃଖୀ ଯେବେ ପାଇବ ଦର୍ଶନ ତୋର
କିବା ଆଉ ଖୋଲା ଥାଇ ଚାରି ଦୁଆର
ହୋ, ଦୁଃଖୀ ଯେବେ ନପାଇବ ଦର୍ଶନ ତୋର
କିବା ଆଉ ଖୋଲା ଥାଇ ଚାରି ଦୁଆର
ଦୁଃଖୀ ଟିଏ ଫେରି ଗଲେ ତୁ ହେଉ ଦୁଃଖୀ
ଦୁଃଖୀ ଟିଏ ଫେରି ଗଲେ ତୁ ହେଉ ଦୁଃଖୀ
ଦୁଃଖୀନ ହେବୁ ଏଥର
ପଞ୍ଚମ ଦୁଆର ଭକତରେ ତୋର
ପଡ଼ିବ ଆଗ ନିଜର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ଼ ଦେଉଳକୁ ତୋର
ବଡ଼ ଦେଉଳକୁ ତୋର
ଦୁଃଖନାଶନ ତୁ, ସେ ଦୁଆର ହେଉ
କେବଳ ଦୁଃଖୀଙ୍କ ଦ୍ବାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ଼ ଦେଉଳକୁ ତୋର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ଼ ଦେଉଳକୁ ତୋର
ବଡ଼ ଦେଉଳକୁ ତୋର
ଦୁଃଖନାଶନ ତୁ, ସେ ଦୁଆର ହେଉ
କେବଳ ଦୁଃଖୀଙ୍କ ଦ୍ବାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ସେ ଦୁଆରେ ନ ରହୁରେ ଅଢ଼ା ଆକଟ
ଦୁଃଖୀଟିଏ ପାଉ ସିଧା ତୋହରି ଭେଟ
ହୋ, ସେ ଦୁଆରେ ନ ରହୁରେ ଅଢ଼ା ଆକଟ
ଦୁଃଖୀଟିଏ ପାଉ ସିଧା ତୋହରି ଭେଟ
ଅଭାବରେ ଥିଲେ ସିନା ତୋ ଭାବ ବଢ଼େ
ଅଭାବରେ ଥିଲେ ସିନା ତୋ ଭାବ ବଢ଼େ
ଭାବକୁ ତୁହି ନିକଟ
ଜାଣୁ ଏ ଜଗତ ଦୀନଜନ ପାଇଁ ଅଲଗା ତୋର ବିଚାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ଦୁଃଖୀ ଯେବେ ପାଇବ ଦର୍ଶନ ତୋର
କିବା ଆଉ ଖୋଲା ଥାଇ ଚାରି ଦୁଆର
ହୋ, ଦୁଃଖୀ ଯେବେ ନପାଇବ ଦର୍ଶନ ତୋର
କିବା ଆଉ ଖୋଲା ଥାଇ ଚାରି ଦୁଆର
ଦୁଃଖୀ ଟିଏ ଫେରି ଗଲେ ତୁ ହେଉ ଦୁଃଖୀ
ଦୁଃଖୀ ଟିଏ ଫେରି ଗଲେ ତୁ ହେଉ ଦୁଃଖୀ
ଦୁଃଖୀନ ହେବୁ ଏଥର
ପଞ୍ଚମ ଦୁଆର ଭକତରେ ତୋର
ପଡ଼ିବ ଆଗ ନିଜର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ଼ ଦେଉଳକୁ ତୋର
ବଡ଼ ଦେଉଳକୁ ତୋର
ଦୁଃଖନାଶନ ତୁ, ସେ ଦୁଆର ହେଉ
କେବଳ ଦୁଃଖୀଙ୍କ ଦ୍ବାର
ପଞ୍ଚମ ଦୁଆର ଖୋଲିଦେ କାଳିଆ
ପଞ୍ଚମ ଦୁଆର ଖୋଲିଦେ କାଳିଆ
ବଡ଼ ଦେଉଳକୁ ତୋର