Home 🎬 Bollywood 🎵 Pakistani 🎤 English Pop

Ijazat

👤 Humane Sagar 🎼 Ijazat ⏱️ 4:31
🎵 2284 characters
⏱️ 4:31 duration
🆔 ID: 16174105

📜 Lyrics

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମତେ ଟିକେ ଦେ इजाजत
ହୋ, ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତତେ बेपनाह मोहब्बत

ମନ ମୋର ସାଧା ଗୋଟେ ଡାଏରୀ
ତୁ ଆସି ଲେଖିଯାରେ ଶାୟରି
जन्नत ରେ ତୋଳିବି ମୁଁ इमारत

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମତେ ଟିକେ ଦେ इजाजत

ଛାତିରେ, ଏଇ ମୋର ଛାତିରେ
ରହିଛୁ ଏମିତି
ମନ୍ଦିରେ, ପୂଜାରୀ ର ମନ୍ଦିରେ
ଦେବିଟେ ଯେମିତି

ତୋ ପୂଜାରେ, ପ୍ରେମରେ ଭିଜେରେ
हरघड़ी, हरवक्त

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମତେ ଟିକେ ଦେ इजाजत
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତତେ बेपनाह मोहब्बत

ହେ-ହେ-ଲା-ଲା-ଲା-ଲା-ଲା
ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ

ନିଃଶ୍ୱାସ, ଯେବେ ଯାଏଁ ନିଃଶ୍ୱାସ
ଚାଲିବ ଦେହରେ
ଆୟୁଷ, ମୋ ପ୍ରେମର ଆୟୁଷ
ଥିବ ତୋ ସାଥିରେ

ମୁଁ ଥାଏ କି ନ ଥାଏ ପ୍ରେମ
କରିବ ତୋ हिपाजत

ଜୀବନ ଥିବା ଯାଏ ତୋ ସାଥିରେ
ଜିଇଁବାକୁ ମତେ ଟିକେ ଦେ इजाजत
ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
କରୁଥିବି ତତେ बेपनाह मोहब्बत

ମନ ମୋର ସାଧା ଗୋଟେ ଡାଏରୀ
ତୁ ଆସି ଲେଖିଯାରେ ଶାୟରି
जन्नत ରେ ତୋଳିବି ମୁଁ इमारत

ହୋ-ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ହୋ-ଓ-ଓ
ହୋ-ହୋ-ହୋ-ଓ-ଓ-ଓ-ଓ
ହୋ-ହୋ-ହୋ-ଓ-ଓ

⏱️ Synced Lyrics

[00:32.25] ଜୀବନ ଥିବା ଯାଏ ତୋ ସାଥିରେ
[00:37.74] ଜିଇଁବାକୁ ମତେ ଟିକେ ଦେ इजाजत
[00:48.40] ହୋ, ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
[00:53.89] କରୁଥିବି ତତେ बेपनाह मोहब्बत
[00:59.52] ମନ ମୋର ସାଧା ଗୋଟେ ଡାଏରୀ
[01:02.28] ତୁ ଆସି ଲେଖିଯାରେ ଶାୟରି
[01:05.65] जन्नत ରେ ତୋଳିବି ମୁଁ इमारत
[01:10.92] ଜୀବନ ଥିବା ଯାଏ ତୋ ସାଥିରେ
[01:15.61] ଜିଇଁବାକୁ ମତେ ଟିକେ ଦେ इजाजत
[01:21.74]
[01:54.22] ଛାତିରେ, ଏଇ ମୋର ଛାତିରେ
[02:00.19] ରହିଛୁ ଏମିତି
[02:05.57] ମନ୍ଦିରେ, ପୂଜାରୀ ର ମନ୍ଦିରେ
[02:11.15] ଦେବିଟେ ଯେମିତି
[02:16.94] ତୋ ପୂଜାରେ, ପ୍ରେମରେ ଭିଜେରେ
[02:21.71] हरघड़ी, हरवक्त
[02:24.55] ଜୀବନ ଥିବା ଯାଏ ତୋ ସାଥିରେ
[02:29.30] ଜିଇଁବାକୁ ମତେ ଟିକେ ଦେ इजाजत
[02:35.68] ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
[02:40.56] କରୁଥିବି ତତେ बेपनाह मोहब्बत
[02:46.23]
[02:56.98] ହେ-ହେ-ଲା-ଲା-ଲା-ଲା-ଲା
[03:02.44] ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ
[03:08.48] ନିଃଶ୍ୱାସ, ଯେବେ ଯାଏଁ ନିଃଶ୍ୱାସ
[03:13.72] ଚାଲିବ ଦେହରେ
[03:19.05] ଆୟୁଷ, ମୋ ପ୍ରେମର ଆୟୁଷ
[03:24.26] ଥିବ ତୋ ସାଥିରେ
[03:30.11] ମୁଁ ଥାଏ କି ନ ଥାଏ ପ୍ରେମ
[03:35.35] କରିବ ତୋ हिपाजत
[03:38.05] ଜୀବନ ଥିବା ଯାଏ ତୋ ସାଥିରେ
[03:43.03] ଜିଇଁବାକୁ ମତେ ଟିକେ ଦେ इजाजत
[03:49.38] ସ୍ପନ୍ଦନ ଥିବା ଯାଏ ମୋ ଛାତିରେ
[03:54.04] କରୁଥିବି ତତେ बेपनाह मोहब्बत
[04:00.09] ମନ ମୋର ସାଧା ଗୋଟେ ଡାଏରୀ
[04:02.22] ତୁ ଆସି ଲେଖିଯାରେ ଶାୟରି
[04:05.84] जन्नत ରେ ତୋଳିବି ମୁଁ इमारत
[04:11.18] ହୋ-ହୋ-ହୋ-ଓ-ଓ-ଓ-ଓ
[04:13.45] ହୋ-ହୋ-ହୋ-ଓ-ଓ
[04:16.33] ହୋ-ହୋ-ହୋ-ଓ-ଓ-ଓ-ଓ
[04:19.04] ହୋ-ହୋ-ହୋ-ଓ-ଓ
[04:21.68] ହୋ-ହୋ-ହୋ-ଓ-ଓ-ଓ-ଓ
[04:24.35] ହୋ-ହୋ-ହୋ-ଓ-ଓ
[04:30.65]

⭐ Rate These Lyrics

Average: 0.0/5 • 0 ratings