Mu Je Eka Pagala Bhanra
🎵 2341 characters
⏱️ 4:50 duration
🆔 ID: 16519897
📜 Lyrics
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହାହା
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ଫୁଲେ-ଫୁଲେ ଉଡ଼ିବୁଲେ ନୀତି
ପ୍ରୀତିଭରା ଦେଇ ଇଶାରା, ହେହେ
ଚୁମି-ଚୁମି ଯାଏ ମୁହିଁ ଏଇ...
ମଧୁଭରା ଫୁଲ ପସରା, ହାଏ
ଖୋଜିବୁଲେ ନୂଆ ଏକ ନୀଡ଼
ଭୁଲିଛି ସେ ନୀଡ଼ ପୁରୁଣା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ବାନ୍ଧି ମୋତେ ରଖି ସତେ କେହି...
ପାରିନାହିଁ ରୂପ ଦେଶରେ
ଛପି-ଛପି ସପନେ ମୁଁ ଆସି...
ଫେରିଯାଏ ରାତି ଶେଷରେ, ହାଏ
ସ୍ମୃତି ଖାଲି ଛାଡ଼ିଯାଏ ମନେ
କାହାକୁ ମୁଁ ଧରା ଦିଏନା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହାହା
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ଫୁଲେ-ଫୁଲେ ଉଡ଼ିବୁଲେ ନୀତି
ପ୍ରୀତିଭରା ଦେଇ ଇଶାରା, ହେହେ
ଚୁମି-ଚୁମି ଯାଏ ମୁହିଁ ଏଇ...
ମଧୁଭରା ଫୁଲ ପସରା, ହାଏ
ଖୋଜିବୁଲେ ନୂଆ ଏକ ନୀଡ଼
ଭୁଲିଛି ସେ ନୀଡ଼ ପୁରୁଣା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ବାନ୍ଧି ମୋତେ ରଖି ସତେ କେହି...
ପାରିନାହିଁ ରୂପ ଦେଶରେ
ଛପି-ଛପି ସପନେ ମୁଁ ଆସି...
ଫେରିଯାଏ ରାତି ଶେଷରେ, ହାଏ
ସ୍ମୃତି ଖାଲି ଛାଡ଼ିଯାଏ ମନେ
କାହାକୁ ମୁଁ ଧରା ଦିଏନା
ମୁଁ ଯେ ଏକ ପାଗଳ ଭଅଁର
ପରିଚୟ ମୋତେ ମାଗନା
ଅନାମିକା ଇତିହାସ ମୋର
ଅଜଣା ମୋ ଘର ଠିକଣା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
⏱️ Synced Lyrics
[00:31.88] ମୁଁ ଯେ ଏକ ପାଗଳ ଭଅଁର
[00:36.93] ପରିଚୟ ମୋତେ ମାଗନା
[00:42.16] ଅନାମିକା ଇତିହାସ ମୋର
[00:47.30] ଅଜଣା ମୋ ଘର ଠିକଣା
[00:51.57] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[00:56.78] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[01:02.81] ମୁଁ ଯେ ଏକ ପାଗଳ ଭଅଁର
[01:07.97] ପରିଚୟ ମୋତେ ମାଗନା
[01:12.91] ଅନାମିକା ଇତିହାସ ମୋର
[01:18.15] ଅଜଣା ମୋ ଘର ଠିକଣା
[01:42.74] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହାହା
[01:47.95] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[02:04.37] ଫୁଲେ-ଫୁଲେ ଉଡ଼ିବୁଲେ ନୀତି
[02:09.18] ପ୍ରୀତିଭରା ଦେଇ ଇଶାରା, ହେହେ
[02:14.34] ଚୁମି-ଚୁମି ଯାଏ ମୁହିଁ ଏଇ...
[02:19.47] ମଧୁଭରା ଫୁଲ ପସରା, ହାଏ
[02:24.37] ଖୋଜିବୁଲେ ନୂଆ ଏକ ନୀଡ଼
[02:29.68] ଭୁଲିଛି ସେ ନୀଡ଼ ପୁରୁଣା
[02:34.63] ମୁଁ ଯେ ଏକ ପାଗଳ ଭଅଁର
[02:40.03] ପରିଚୟ ମୋତେ ମାଗନା
[02:45.18] ଅନାମିକା ଇତିହାସ ମୋର
[02:50.26] ଅଜଣା ମୋ ଘର ଠିକଣା
[03:14.62] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[03:19.97] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[03:36.12] ବାନ୍ଧି ମୋତେ ରଖି ସତେ କେହି...
[03:41.26] ପାରିନାହିଁ ରୂପ ଦେଶରେ
[03:46.30] ଛପି-ଛପି ସପନେ ମୁଁ ଆସି...
[03:51.37] ଫେରିଯାଏ ରାତି ଶେଷରେ, ହାଏ
[03:56.43] ସ୍ମୃତି ଖାଲି ଛାଡ଼ିଯାଏ ମନେ
[04:01.76] କାହାକୁ ମୁଁ ଧରା ଦିଏନା
[04:07.06] ମୁଁ ଯେ ଏକ ପାଗଳ ଭଅଁର
[04:11.91] ପରିଚୟ ମୋତେ ମାଗନା
[04:16.99] ଅନାମିକା ଇତିହାସ ମୋର
[04:22.23] ଅଜଣା ମୋ ଘର ଠିକଣା
[04:26.43] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[04:31.57] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[04:36.82] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[04:41.63] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[04:46.84]
[00:36.93] ପରିଚୟ ମୋତେ ମାଗନା
[00:42.16] ଅନାମିକା ଇତିହାସ ମୋର
[00:47.30] ଅଜଣା ମୋ ଘର ଠିକଣା
[00:51.57] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[00:56.78] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[01:02.81] ମୁଁ ଯେ ଏକ ପାଗଳ ଭଅଁର
[01:07.97] ପରିଚୟ ମୋତେ ମାଗନା
[01:12.91] ଅନାମିକା ଇତିହାସ ମୋର
[01:18.15] ଅଜଣା ମୋ ଘର ଠିକଣା
[01:42.74] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହାହା
[01:47.95] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[02:04.37] ଫୁଲେ-ଫୁଲେ ଉଡ଼ିବୁଲେ ନୀତି
[02:09.18] ପ୍ରୀତିଭରା ଦେଇ ଇଶାରା, ହେହେ
[02:14.34] ଚୁମି-ଚୁମି ଯାଏ ମୁହିଁ ଏଇ...
[02:19.47] ମଧୁଭରା ଫୁଲ ପସରା, ହାଏ
[02:24.37] ଖୋଜିବୁଲେ ନୂଆ ଏକ ନୀଡ଼
[02:29.68] ଭୁଲିଛି ସେ ନୀଡ଼ ପୁରୁଣା
[02:34.63] ମୁଁ ଯେ ଏକ ପାଗଳ ଭଅଁର
[02:40.03] ପରିଚୟ ମୋତେ ମାଗନା
[02:45.18] ଅନାମିକା ଇତିହାସ ମୋର
[02:50.26] ଅଜଣା ମୋ ଘର ଠିକଣା
[03:14.62] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[03:19.97] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[03:36.12] ବାନ୍ଧି ମୋତେ ରଖି ସତେ କେହି...
[03:41.26] ପାରିନାହିଁ ରୂପ ଦେଶରେ
[03:46.30] ଛପି-ଛପି ସପନେ ମୁଁ ଆସି...
[03:51.37] ଫେରିଯାଏ ରାତି ଶେଷରେ, ହାଏ
[03:56.43] ସ୍ମୃତି ଖାଲି ଛାଡ଼ିଯାଏ ମନେ
[04:01.76] କାହାକୁ ମୁଁ ଧରା ଦିଏନା
[04:07.06] ମୁଁ ଯେ ଏକ ପାଗଳ ଭଅଁର
[04:11.91] ପରିଚୟ ମୋତେ ମାଗନା
[04:16.99] ଅନାମିକା ଇତିହାସ ମୋର
[04:22.23] ଅଜଣା ମୋ ଘର ଠିକଣା
[04:26.43] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[04:31.57] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[04:36.82] ହୋ, ଦାରା-ଲାରା-ଲେଇ, ଲିଲି-ଲି-ଲି, ହେହେ
[04:41.63] ହୋ, ଦାରା-ଲାରା-ଲେଇ, ଲିଲି-ଲି, ହା-ହା-ହା
[04:46.84]