Home 🎬 Bollywood 🎵 Pakistani 🎤 English Pop

Luchi Luchi

👤 Swayam, Asima 🎼 Mohabbat ⏱️ 5:36
🎵 2665 characters
⏱️ 5:36 duration
🆔 ID: 17964838

📜 Lyrics

ଚୁପି ଚୁପି ଆସି ସପନରେ ମୋର କଲୁ ମୋତେ କିମିଆଁ
ଯଦି କେହି ମୋତେ ନାଁ ପଚାରୁଚି କହିଦିଏ ତୋର ନାଁ

ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା
ଦୂରେ ଥା ତୁ ସାଥି ମୋର ପାଖେ ଆସନା
ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା
ଦୂରେ ଥା ତୁ ସାଥି ମୋର ପାଖେ ଆସନା

କେତେ ଭଲପାଏରେ ତତେ ନାହିଁ ଅଜଣା
କରୁ କାହିଁ ମିଛେ ବାହାନା?

ତୋ ଦିଲ୍ ମୋ आशियाना, ମୁଁ ଦିୱାନା
ତୋ ଦିଲ୍ ମୋ आशियाना, ମୁଁ ଦିୱାନା
ମୋ ଦିଲ୍ ତୋ आशियाना, ତୁ ଦିୱାନା
ମୋ ଦିଲ୍ ତୋ आशियाना, ତୁ ଦିୱାନା

ସହି ପାରୁନି ଦୂରତା ହାଏ
ତତେ ଦେଖି ମୁଁ ପାଖରେ
ଥରେ ଇଶାରା କରିଦେ ତତେ
ଛୁଇଁଦେବି ନିରଳାରେ

ସହି ପାରୁନି ଦୂରତା ହାଏ
ତତେ ଦେଖି ମୁଁ ପାଖରେ
ଥରେ ଇଶାରା କରିଦେ ତତେ
ଛୁଇଁଦେବି ନିରଳାରେ

ଛୁଇଁ ତତେ ମୁଁ ଥରେ ପାଇଗଲି ପାଉଣା
ଫିକା ପଡ଼ିଲା ତୋ ବାହାନା

ତୋ ଦିଲ୍ ମୋ आशियाना, ମୁଁ ଦିୱାନା
ତୋ ଦିଲ୍ ମୋ आशियाना, ମୁଁ ଦିୱାନା
ମୋ ଦିଲ୍ ତୋ आशियाना, ତୁ ଦିୱାନା
ମୋ ଦିଲ୍ ତୋ आशियाना, ତୁ ଦିୱାନା

ଆଖି ତୋର କିଛି କଥା
କହେ ମତେ ଇଶାରାରେ
ଇଛାହୁଏ ଭିଜିବାକୁ ମୋତେ
ତୋ ପ୍ରେମର ଦରିଆରେ

ଆଖି ତୋର କିଛି କଥା
କହେ ମତେ ଇଶାରାରେ
ଇଛାହୁଏ ଭିଜିବାକୁ ମୋତେ
ତୋ ପ୍ରେମର ଦରିଆରେ

ତତେ ପାଇ ପାଖରେ ଭୁଲିଲି ମୁଁ ଠିକଣା
ଆଉ ଭୁଲିଗଲି ନିଜ ନାଁ

ତୋ ଦିଲ୍ ମୋ आशियाना, ମୁଁ ଦିୱାନା
ତୋ ଦିଲ୍ ମୋ आशियाना, ମୁଁ ଦିୱାନା
ମୋ ଦିଲ୍ ତୋ आशियाना, ତୁ ଦିୱାନା
ମୋ ଦିଲ୍ ତୋ आशियाना, ତୁ ଦିୱାନା

⏱️ Synced Lyrics

[00:27.08] ଚୁପି ଚୁପି ଆସି ସପନରେ ମୋର କଲୁ ମୋତେ କିମିଆଁ
[00:32.78] ଯଦି କେହି ମୋତେ ନାଁ ପଚାରୁଚି କହିଦିଏ ତୋର ନାଁ
[00:50.06] ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା
[00:56.23] ଦୂରେ ଥା ତୁ ସାଥି ମୋର ପାଖେ ଆସନା
[01:02.03] ଗୁମସୁମ୍ ଗୁମସୁମ୍ ମନ ମୋର କିଛି ବୁଝେନା
[01:07.95] ଦୂରେ ଥା ତୁ ସାଥି ମୋର ପାଖେ ଆସନା
[01:12.87] କେତେ ଭଲପାଏରେ ତତେ ନାହିଁ ଅଜଣା
[01:19.05] କରୁ କାହିଁ ମିଛେ ବାହାନା?
[01:24.69] ତୋ ଦିଲ୍ ମୋ आशियाना, ମୁଁ ଦିୱାନା
[01:30.28] ତୋ ଦିଲ୍ ମୋ आशियाना, ମୁଁ ଦିୱାନା
[01:36.23] ମୋ ଦିଲ୍ ତୋ आशियाना, ତୁ ଦିୱାନା
[01:41.76] ମୋ ଦିଲ୍ ତୋ आशियाना, ତୁ ଦିୱାନା
[01:48.22]
[02:17.30] ସହି ପାରୁନି ଦୂରତା ହାଏ
[02:22.37] ତତେ ଦେଖି ମୁଁ ପାଖରେ
[02:28.48] ଥରେ ଇଶାରା କରିଦେ ତତେ
[02:34.11] ଛୁଇଁଦେବି ନିରଳାରେ
[02:39.68] ସହି ପାରୁନି ଦୂରତା ହାଏ
[02:45.30] ତତେ ଦେଖି ମୁଁ ପାଖରେ
[02:51.55] ଥରେ ଇଶାରା କରିଦେ ତତେ
[02:57.24] ଛୁଇଁଦେବି ନିରଳାରେ
[03:03.05] ଛୁଇଁ ତତେ ମୁଁ ଥରେ ପାଇଗଲି ପାଉଣା
[03:08.77] ଫିକା ପଡ଼ିଲା ତୋ ବାହାନା
[03:14.47] ତୋ ଦିଲ୍ ମୋ आशियाना, ମୁଁ ଦିୱାନା
[03:20.14] ତୋ ଦିଲ୍ ମୋ आशियाना, ମୁଁ ଦିୱାନା
[03:26.07] ମୋ ଦିଲ୍ ତୋ आशियाना, ତୁ ଦିୱାନା
[03:31.97] ମୋ ଦିଲ୍ ତୋ आशियाना, ତୁ ଦିୱାନା
[03:37.87]
[04:06.48] ଆଖି ତୋର କିଛି କଥା
[04:12.03] କହେ ମତେ ଇଶାରାରେ
[04:18.83] ଇଛାହୁଏ ଭିଜିବାକୁ ମୋତେ
[04:23.88] ତୋ ପ୍ରେମର ଦରିଆରେ
[04:29.76] ଆଖି ତୋର କିଛି କଥା
[04:35.72] କହେ ମତେ ଇଶାରାରେ
[04:41.07] ଇଛାହୁଏ ଭିଜିବାକୁ ମୋତେ
[04:47.32] ତୋ ପ୍ରେମର ଦରିଆରେ
[04:52.56] ତତେ ପାଇ ପାଖରେ ଭୁଲିଲି ମୁଁ ଠିକଣା
[04:58.60] ଆଉ ଭୁଲିଗଲି ନିଜ ନାଁ
[05:04.17] ତୋ ଦିଲ୍ ମୋ आशियाना, ମୁଁ ଦିୱାନା
[05:09.83] ତୋ ଦିଲ୍ ମୋ आशियाना, ମୁଁ ଦିୱାନା
[05:15.67] ମୋ ଦିଲ୍ ତୋ आशियाना, ତୁ ଦିୱାନା
[05:21.86] ମୋ ଦିଲ୍ ତୋ आशियाना, ତୁ ଦିୱାନା
[05:27.51]

⭐ Rate These Lyrics

Average: 0.0/5 • 0 ratings