Jhari Jae Luha Mo Akhiru
🎵 2595 characters
⏱️ 5:35 duration
🆔 ID: 5869832
📜 Lyrics
ଝରିଯାଏ ଲୁହ ମୋ ଆଖିରୁ
ମନେପଡେ଼ ଯେବେ କଥା ତୋର
ଓ, ଝରିଯାଏ ଲୁହ ମୋ ଆଖିରୁ
ମନେପଡେ଼ ଯେବେ କଥା ତୋର
ଅଟକିଯାଏ ଲୋ ନିଶ୍ୱାସ ମୋର
ଦେଖିଦେଲେ ସବୁ ସ୍ମୃତି ତୋର
ଭାବିଥିଲି ତତେଲୋ ପ୍ରିୟା ମୁଁ ନିଜର
କରିଦେଇ ଗଲୁ ଲୋ ମତେ ସାତପର
କି ଦୋଷ ଥିଲା ଲୋ ପ୍ରେମରେ ମୋର?
କେମିତିକା ହୃଦୟ ଲୋ ତୋର?
ଥରୁଟେ ବୁଝିଲୁନି ମନ ମୋର
କେମିତିକା ହୃଦୟ ଲୋ ତୋର?
ଥରୁଟେ ବୁଝିଲୁନି ମନ ମୋର
ମନେ ଅଛି ନା ଭୁଲିଗଲୁ ଆମ ସେ ପଛଦିନ କାହାଣୀ?
ସେ କାହାଣୀରେ ମୁଁ ଥିଲି ରାଜା, ତୁ ଥିଲୁ ମୋ ମନରାଣୀ
କଥା ଥିଲା ଚାଲିବା ଆମେ ସାଥି ହେଇ ସାରା ଜୀବନ
କହ କେମିତି ଭୁଲିଲୁ ସେ କଥା ଭାଙ୍ଗିଦେଲୁ ମୋ ମନ
ଆଜି କାହିଁ ଏ ମନ ତତେ ଏତେ ଝୁରେ?
କଉଠି ତୁ ଅଛୁଲୋ ପ୍ରିୟା କେତେ ଦୂରେ?
କେମିତି ବଞ୍ଚିଚି ଦେଖିଯା ଥରେ
ତୁ ମତେ ଭୁଲିଗଲା ପରେ
ତୋ ପାଇଁ ମୁଁ ଆଜି ନୀତି ମରେ
ତୁ ମତେ ଭୁଲିଗଲା ପରେ
ତୋ ପାଇଁ ମୁଁ ଆଜି ନୀତି ମରେ
ପ୍ରେମ ବିନା ବଞ୍ଚିବା କେତେ କଷ୍ଟ ତୁ କେମିତି ବା ଜାଣିବୁ
କେହି କେବେ ତୋ ମନ ଯଦି ଭାଙ୍ଗେ ତୁ ସେଇ ଦିନ ବୁଝିବୁ
ଆଜି ସିନା ମୁଁ ତୋ ପାଇଁ ଅଚିହ୍ନା, ଅଜଣା ଭାବିଦେଲୁ ତୁ
କାଲି ଖୋଜିଲେ ମୋ ଭଲପାଇବା ତୁ ପାଇବୁନି କାହାଠୁ
ରଖିଥିଲି ତତେ ଲୋ ପ୍ରିୟା ମୋ ଛାତିରେ
ଖେଳିଦେଇ ଗଲୁ ଲୋ ଆଜି ମୋ ସାଥିରେ
ନୀତି ମୁଁ ଜଳୁଛି ତୁ ଗଲା ପରେ
ତୁ ଛାଡ଼ି ଚାଲିଗଲା ପରେ
ମୋ ଖୁସି ହଜିଗଲା ବହୁଦୂରେ

⏱️ Synced Lyrics
[00:29.88] ଝରିଯାଏ ଲୁହ ମୋ ଆଖିରୁ
[00:34.39] ମନେପଡେ଼ ଯେବେ କଥା ତୋର
[00:48.01] ଓ, ଝରିଯାଏ ଲୁହ ମୋ ଆଖିରୁ
[00:53.84] ମନେପଡେ଼ ଯେବେ କଥା ତୋର
[00:58.57] ଅଟକିଯାଏ ଲୋ ନିଶ୍ୱାସ ମୋର
[01:03.36] ଦେଖିଦେଲେ ସବୁ ସ୍ମୃତି ତୋର
[01:07.26] ଭାବିଥିଲି ତତେଲୋ ପ୍ରିୟା ମୁଁ ନିଜର
[01:12.01] କରିଦେଇ ଗଲୁ ଲୋ ମତେ ସାତପର
[01:17.35] କି ଦୋଷ ଥିଲା ଲୋ ପ୍ରେମରେ ମୋର?
[01:24.72] କେମିତିକା ହୃଦୟ ଲୋ ତୋର?
[01:28.47] ଥରୁଟେ ବୁଝିଲୁନି ମନ ମୋର
[01:34.11] କେମିତିକା ହୃଦୟ ଲୋ ତୋର?
[01:38.15] ଥରୁଟେ ବୁଝିଲୁନି ମନ ମୋର
[01:43.26]
[02:12.28] ମନେ ଅଛି ନା ଭୁଲିଗଲୁ ଆମ ସେ ପଛଦିନ କାହାଣୀ?
[02:21.43] ସେ କାହାଣୀରେ ମୁଁ ଥିଲି ରାଜା, ତୁ ଥିଲୁ ମୋ ମନରାଣୀ
[02:40.99] କଥା ଥିଲା ଚାଲିବା ଆମେ ସାଥି ହେଇ ସାରା ଜୀବନ
[02:50.36] କହ କେମିତି ଭୁଲିଲୁ ସେ କଥା ଭାଙ୍ଗିଦେଲୁ ମୋ ମନ
[03:00.36] ଆଜି କାହିଁ ଏ ମନ ତତେ ଏତେ ଝୁରେ?
[03:04.72] କଉଠି ତୁ ଅଛୁଲୋ ପ୍ରିୟା କେତେ ଦୂରେ?
[03:10.09] କେମିତି ବଞ୍ଚିଚି ଦେଖିଯା ଥରେ
[03:17.38] ତୁ ମତେ ଭୁଲିଗଲା ପରେ
[03:21.39] ତୋ ପାଇଁ ମୁଁ ଆଜି ନୀତି ମରେ
[03:27.01] ତୁ ମତେ ଭୁଲିଗଲା ପରେ
[03:30.70] ତୋ ପାଇଁ ମୁଁ ଆଜି ନୀତି ମରେ
[03:36.07]
[04:04.63] ପ୍ରେମ ବିନା ବଞ୍ଚିବା କେତେ କଷ୍ଟ ତୁ କେମିତି ବା ଜାଣିବୁ
[04:14.50] କେହି କେବେ ତୋ ମନ ଯଦି ଭାଙ୍ଗେ ତୁ ସେଇ ଦିନ ବୁଝିବୁ
[04:33.86] ଆଜି ସିନା ମୁଁ ତୋ ପାଇଁ ଅଚିହ୍ନା, ଅଜଣା ଭାବିଦେଲୁ ତୁ
[04:43.33] କାଲି ଖୋଜିଲେ ମୋ ଭଲପାଇବା ତୁ ପାଇବୁନି କାହାଠୁ
[04:52.74] ରଖିଥିଲି ତତେ ଲୋ ପ୍ରିୟା ମୋ ଛାତିରେ
[04:57.75] ଖେଳିଦେଇ ଗଲୁ ଲୋ ଆଜି ମୋ ସାଥିରେ
[05:02.90] ନୀତି ମୁଁ ଜଳୁଛି ତୁ ଗଲା ପରେ
[05:10.12] ତୁ ଛାଡ଼ି ଚାଲିଗଲା ପରେ
[05:14.04] ମୋ ଖୁସି ହଜିଗଲା ବହୁଦୂରେ
[05:19.81] ତୁ ଛାଡ଼ି ଚାଲିଗଲା ପରେ
[05:23.54] ମୋ ଖୁସି ହଜିଗଲା ବହୁଦୂରେ
[05:29.22]