Home 🎬 Bollywood 🎵 Pakistani 🎤 English Pop

Badnam

👤 Humane Sagar 🎼 Best of Humane Sagar - EP ⏱️ 2:40
🎵 1471 characters
⏱️ 2:40 duration
🆔 ID: 5869836

📜 Lyrics

ଆକାଶ ଜାଣେ, ଜାଣେ ପୃଥିବୀ
ତୋ ସାଥେ ଅଛି, ମୁଁ ରହିଥିବି
ଏମିତି ଭଲ ପାଇବି

ଆକାଶ ଜାଣେ, ଜାଣେ ପୃଥିବୀ
ତୋ ସାଥେ ଅଛି, ମୁଁ ରହିଥିବି
ଏମିତି ଭଲ ପାଇବି

ଆକାଶ ଜାଣେ, ଜାଣେ ପୃଥିବୀ
ତୋ ସାଥେ ଅଛି, ମୁଁ ରହିଥିବି
ଶୂନ୍ୟରେ ତୋର ଛବି ଅଙ୍କିବି
ଲୁହରେ ବି ତୋ ନା' ଲେଖିବି

सइयाँ रे, सइयाँ रे
ବଦନାମ ହେଲି ତୋ ପ୍ରେମରେ
कुर्बान ହେବି ତୋ ପ୍ରେମରେ
ବଦନାମ ହେଲି ତୋ ପ୍ରେମରେ
कुर्बान ହେବି ତୋ ପ୍ରେମରେ

ସବୁ ଆଶା, ସବୁ ଅଭିଳାଷ
ତତେ ଦେଖିଦେଲେ ହୁଏ ଶେଷ
ତୋ ପାଖରେ ସରୁ ମୋ ଆୟୁଷ

ଫୁଲ ହଉ ଅବା କଣ୍ଟାରେ
ଚାଲୁଥିବି ତୋ ସାଥିରେ
ହାତ ରଖି ତୋ ହାତରେ, ମିତ ରେ

सइयाँ रे, सइयाँ रे
ବଦନାମ ହେଲି ତୋ ପ୍ରେମରେ
कुर्बान ହେବି ତୋ ପ୍ରେମରେ
ବଦନାମ ହେଲି ତୋ ପ୍ରେମରେ
कुर्बान ହେବି ତୋ ପ୍ରେମରେ

⏱️ Synced Lyrics

[00:00.02] ଆକାଶ ଜାଣେ, ଜାଣେ ପୃଥିବୀ
[00:07.32] ତୋ ସାଥେ ଅଛି, ମୁଁ ରହିଥିବି
[00:12.94] ଏମିତି ଭଲ ପାଇବି
[00:31.16] ଆକାଶ ଜାଣେ, ଜାଣେ ପୃଥିବୀ
[00:36.28] ତୋ ସାଥେ ଅଛି, ମୁଁ ରହିଥିବି
[00:41.59] ଏମିତି ଭଲ ପାଇବି
[00:46.78] ଆକାଶ ଜାଣେ, ଜାଣେ ପୃଥିବୀ
[00:49.22] ତୋ ସାଥେ ଅଛି, ମୁଁ ରହିଥିବି
[00:51.72] ଶୂନ୍ୟରେ ତୋର ଛବି ଅଙ୍କିବି
[00:54.48] ଲୁହରେ ବି ତୋ ନା' ଲେଖିବି
[00:59.28] सइयाँ रे, सइयाँ रे
[01:04.71] ବଦନାମ ହେଲି ତୋ ପ୍ରେମରେ
[01:09.80] कुर्बान ହେବି ତୋ ପ୍ରେମରେ
[01:15.06] ବଦନାମ ହେଲି ତୋ ପ୍ରେମରେ
[01:20.23] कुर्बान ହେବି ତୋ ପ୍ରେମରେ
[01:26.52]
[01:41.66] ସବୁ ଆଶା, ସବୁ ଅଭିଳାଷ
[01:46.82] ତତେ ଦେଖିଦେଲେ ହୁଏ ଶେଷ
[01:52.15] ତୋ ପାଖରେ ସରୁ ମୋ ଆୟୁଷ
[02:02.05] ଫୁଲ ହଉ ଅବା କଣ୍ଟାରେ
[02:04.78] ଚାଲୁଥିବି ତୋ ସାଥିରେ
[02:07.47] ହାତ ରଖି ତୋ ହାତରେ, ମିତ ରେ
[02:12.26] सइयाँ रे, सइयाँ रे
[02:17.77] ବଦନାମ ହେଲି ତୋ ପ୍ରେମରେ
[02:22.76] कुर्बान ହେବି ତୋ ପ୍ରେମରେ
[02:27.63] ବଦନାମ ହେଲି ତୋ ପ୍ରେମରେ
[02:33.01] कुर्बान ହେବି ତୋ ପ୍ରେମରେ
[02:38.75]

⭐ Rate These Lyrics

Average: 0.0/5 • 0 ratings