Emiti Thakura Tie Jagatare Nahi
🎵 4182 characters
⏱️ 7:22 duration
🆔 ID: 6360658
📜 Lyrics
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ଭକତ ହାତରୁ ଯିଏ, ଭାବରେ ନଡ଼ିଆଟିଏ
ଭକତ ହାତରୁ ଯିଏ, ଭାବରେ ନଡ଼ିଆଟିଏ
ନେଇଯାଏ ଭୁଜ ବଢ଼େଇ
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
କୋଟି-କୋଟି ଲୋକଙ୍କର ସେ ପରା ମଉଡମଣି
ନ କହିବା ଆଗରୁ ସେ ମନ କଥା ପାରେ ଜାଣି
ହଁ, ଭକତର ସୁଖ, ଦୁଃଖ ସେ ପୁଣି ବୁଝିବା ପାଇଁ
ସିଂହାସନ ଛାଡ଼ି ସିଏ ବଡ଼ଦାଣ୍ଡେ ଆସେ ଧାଇଁ
ଡ଼ାକିଦେଲେ ଦୂରେ କେହି, ରଥ ତାର ଯାଏ ରହି
ଡ଼ାକିଦେଲେ ଦୂରେ କେହି, ରଥ ତାର ଯାଏ ରହି
ଟାଣିନିଏ ଡୋରି ଲଗେଇ
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ଅଧାଗଢ଼ା ହାତ ସିନା ଦିଏ ସେ ଅସରା ଦାନ
ପାଦ ନାହିଁ ତଥାପି ସେ ସଭିଙ୍କୁ ଦିଏ ଶରଣ
ହୋ, ଶରଧାରେ ଯାଚିଦେଲେ ତାକୁ ଯେ ମୁଠାଏ ଖୁଦ
ତା ପାଇଁ ସେ ହେଇଯାଏ ମନ୍ଦିର ମହାପ୍ରସାଦ
ପତିତପାବନ ବାନା, ଫର-ଫର ଉଡେ ସିନା
ପତିତପାବନ ବାନା, ଫର-ଫର ଉଡେ ସିନା
ପତିତଙ୍କ ଉଦ୍ଧାର ପାଇଁ
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
ମାରୁ ଯେତେ ଘଡଘଡ଼ି ଆସୁ ରେ ବରଷା ଝଡ଼ି
ସାହା ତାର ଚଉବାହା ଯାଏନି ଭକ୍ତକୁ ଛାଡ଼ି
ହଁ, ଚକା-ଚକା ଆଖି ତାର ସକଳ କର୍ମର ସାକ୍ଷୀ
ପାପ, ପୁଣ୍ୟ ତଉଲି ସେ ପାଖକୁ ନିଏ ତ ଡ଼ାକି
ଛୁଉଁ-ଛୁଉଁ ସିଂହଦ୍ଵାର, ଦିଶିଯାଏ ସ୍ବର୍ଗପୁର
ଛୁଉଁ-ଛୁଉଁ ସିଂହଦ୍ଵାର, ଦିଶିଯାଏ ସ୍ବର୍ଗପୁର
ନେଇଯାଏ ବାଟ କଡ଼େଇ

⏱️ Synced Lyrics
[00:20.39] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[00:27.67] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[00:37.70] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[00:44.94] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[00:54.30] ଭକତ ହାତରୁ ଯିଏ, ଭାବରେ ନଡ଼ିଆଟିଏ
[00:59.31] ଭକତ ହାତରୁ ଯିଏ, ଭାବରେ ନଡ଼ିଆଟିଏ
[01:04.19] ନେଇଯାଏ ଭୁଜ ବଢ଼େଇ
[01:09.41] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[01:16.72] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[01:25.70] ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[01:35.40]
[01:58.13] କୋଟି-କୋଟି ଲୋକଙ୍କର ସେ ପରା ମଉଡମଣି
[02:02.95] ନ କହିବା ଆଗରୁ ସେ ମନ କଥା ପାରେ ଜାଣି
[02:07.51]
[02:17.11] ହଁ, ଭକତର ସୁଖ, ଦୁଃଖ ସେ ପୁଣି ବୁଝିବା ପାଇଁ
[02:22.52] ସିଂହାସନ ଛାଡ଼ି ସିଏ ବଡ଼ଦାଣ୍ଡେ ଆସେ ଧାଇଁ
[02:27.43] ଡ଼ାକିଦେଲେ ଦୂରେ କେହି, ରଥ ତାର ଯାଏ ରହି
[02:32.25] ଡ଼ାକିଦେଲେ ଦୂରେ କେହି, ରଥ ତାର ଯାଏ ରହି
[02:37.62] ଟାଣିନିଏ ଡୋରି ଲଗେଇ
[02:42.47] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[02:49.60] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[02:59.49] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[03:06.85] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[03:15.88] ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[03:25.59]
[03:48.19] ଅଧାଗଢ଼ା ହାତ ସିନା ଦିଏ ସେ ଅସରା ଦାନ
[03:53.15] ପାଦ ନାହିଁ ତଥାପି ସେ ସଭିଙ୍କୁ ଦିଏ ଶରଣ
[03:58.04]
[04:05.54] ହୋ, ଶରଧାରେ ଯାଚିଦେଲେ ତାକୁ ଯେ ମୁଠାଏ ଖୁଦ
[04:12.74] ତା ପାଇଁ ସେ ହେଇଯାଏ ମନ୍ଦିର ମହାପ୍ରସାଦ
[04:17.44] ପତିତପାବନ ବାନା, ଫର-ଫର ଉଡେ ସିନା
[04:22.64] ପତିତପାବନ ବାନା, ଫର-ଫର ଉଡେ ସିନା
[04:27.68] ପତିତଙ୍କ ଉଦ୍ଧାର ପାଇଁ
[04:32.55] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[04:39.91] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[04:49.57] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[04:57.12] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[05:05.92] ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[05:15.73]
[05:38.24] ମାରୁ ଯେତେ ଘଡଘଡ଼ି ଆସୁ ରେ ବରଷା ଝଡ଼ି
[05:43.26] ସାହା ତାର ଚଉବାହା ଯାଏନି ଭକ୍ତକୁ ଛାଡ଼ି
[05:48.34]
[05:57.47] ହଁ, ଚକା-ଚକା ଆଖି ତାର ସକଳ କର୍ମର ସାକ୍ଷୀ
[06:02.89] ପାପ, ପୁଣ୍ୟ ତଉଲି ସେ ପାଖକୁ ନିଏ ତ ଡ଼ାକି
[06:07.78] ଛୁଉଁ-ଛୁଉଁ ସିଂହଦ୍ଵାର, ଦିଶିଯାଏ ସ୍ବର୍ଗପୁର
[06:12.72] ଛୁଉଁ-ଛୁଉଁ ସିଂହଦ୍ଵାର, ଦିଶିଯାଏ ସ୍ବର୍ଗପୁର
[06:17.82] ନେଇଯାଏ ବାଟ କଡ଼େଇ
[06:22.88] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[06:30.28] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[06:39.80] ଏମିତି ଠାକୁରଟିଏ ଜଗତରେ କଉଠି ନାହିଁ
[06:47.30] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[06:57.16] ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[07:06.03] ହଁ, ସିଏ ମୋ ଶ୍ରୀ ଜଗନ୍ନାଥ, ଜଗବନ୍ଧୁ ଜଗତ ସାଇଁ
[07:16.47]