Home 🎬 Bollywood 🎵 Pakistani 🎤 English Pop

Jagannatha Ho Mun Jadi Tuma Jhia Huanti

👤 Namita Agrawal 🎼 Namita Agrawal Top 25 Ratha Jatra Bhajans ⏱️ 5:08
🎵 2584 characters
⏱️ 5:08 duration
🆔 ID: 6360682

📜 Lyrics

ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି

ବଡ଼ଦେଉଳରେ ନାଚି ବୁଲନ୍ତି, କଳପ ବଟ ରେ ଦୋଳି ଖେଳନ୍ତି
ଷାଠିଏ ପଉଟି ଭୋଗ ପେଟି ଖାଇ, ଲକ୍ଷ୍ମୀ ମା କୋଳେ ଶୋଇପଡନ୍ତି

ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ, ଜଗନ୍ନାଥେ, ମୁଁ ଯଦି ତମ ଝିଅ ହୁଅନ୍ତି

ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି
ନରେନ୍ଦ୍ର ଜଳରେ ଯାଇ
ଯେତେଥର ଭୋଗ ସେତେ ମୁଁ ଖାଆନ୍ତି
ଜଗମୋହନରେ ଥାଇ

ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି
ନରେନ୍ଦ୍ର ଜଳରେ ଯାଇ
ଯେତେଥର ଭୋଗ ସେତେ ମୁଁ ଖାଆନ୍ତି
ଜଗମୋହନରେ ଥାଇ

ଗାଳି ଦେଲେ ତମେ ରୁଷି ବସନ୍ତି, ହସିଦେଲେ ପାଦେ ଲୋଟି ଯାଆନ୍ତି
ମନଖୁସି ଥିଲେ ବାଇଶି ପାହାଚେ ଉପରୁ ତଳକୁ ଗଡ଼ି ଯାଆନ୍ତି

ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ, ଜଗନ୍ନାଥେ, ମୁଁ ଯଦି ତମ ଝିଅ ହୁଅନ୍ତି

ତୁମ ବଡ଼ଦାଣ୍ଡ ଧୂଳିରେ ଠାକୁର
କରନ୍ତି ମୁଁ ଧୂଳିଘର
ଭକତ ପାଦର ଭାଙ୍ଗିଯିବ ଯଦି
କହିବି ତୁମ ଆଗର

ତୁମ ବଡ଼ଦାଣ୍ଡ ଧୂଳିରେ ଠାକୁର
କରନ୍ତି ମୁଁ ଧୂଳିଘର
ଭକତ ପାଦର ଭାଙ୍ଗିଯିବ ଯଦି
କହିବି ତୁମ ଆଗର

ଭାଙ୍ଗି ଯାଇଥିଲେ ଗଢ଼େଇ ଦବ, ହଜିଯାଇଥିଲେ ଖୋଜି ଆଣିବ
ମୋର ଏ ଜୀବନ ତୁମ ଚରଣ ରେ ସବୁଦିନ ପାଇଁ ଟେକିଦିଅନ୍ତି

ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
ଜଗନ୍ନାଥେ ହୋ, ଜଗନ୍ନାଥେ, ମୁଁ ଯଦି ତମ ଝିଅ ହୁଅନ୍ତି

⏱️ Synced Lyrics

[00:36.03] ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
[00:46.13] ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
[00:55.32] ବଡ଼ଦେଉଳରେ ନାଚି ବୁଲନ୍ତି, କଳପ ବଟ ରେ ଦୋଳି ଖେଳନ୍ତି
[01:01.88] ଷାଠିଏ ପଉଟି ଭୋଗ ପେଟି ଖାଇ, ଲକ୍ଷ୍ମୀ ମା କୋଳେ ଶୋଇପଡନ୍ତି
[01:08.82] ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
[01:18.33] ଜଗନ୍ନାଥେ ହୋ, ଜଗନ୍ନାଥେ, ମୁଁ ଯଦି ତମ ଝିଅ ହୁଅନ୍ତି
[01:27.26]
[02:06.63] ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି
[02:09.98] ନରେନ୍ଦ୍ର ଜଳରେ ଯାଇ
[02:13.56] ଯେତେଥର ଭୋଗ ସେତେ ମୁଁ ଖାଆନ୍ତି
[02:16.70] ଜଗମୋହନରେ ଥାଇ
[02:23.24] ସକାଳୁ ଉଠନ୍ତି ମୁହଁ ମୁଁ ଧୁଅନ୍ତି
[02:26.79] ନରେନ୍ଦ୍ର ଜଳରେ ଯାଇ
[02:29.77] ଯେତେଥର ଭୋଗ ସେତେ ମୁଁ ଖାଆନ୍ତି
[02:32.78] ଜଗମୋହନରେ ଥାଇ
[02:35.98] ଗାଳି ଦେଲେ ତମେ ରୁଷି ବସନ୍ତି, ହସିଦେଲେ ପାଦେ ଲୋଟି ଯାଆନ୍ତି
[02:42.30] ମନଖୁସି ଥିଲେ ବାଇଶି ପାହାଚେ ଉପରୁ ତଳକୁ ଗଡ଼ି ଯାଆନ୍ତି
[02:48.94] ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
[02:58.67] ଜଗନ୍ନାଥେ ହୋ, ଜଗନ୍ନାଥେ, ମୁଁ ଯଦି ତମ ଝିଅ ହୁଅନ୍ତି
[03:08.17]
[03:38.76] ତୁମ ବଡ଼ଦାଣ୍ଡ ଧୂଳିରେ ଠାକୁର
[03:42.17] କରନ୍ତି ମୁଁ ଧୂଳିଘର
[03:45.51] ଭକତ ପାଦର ଭାଙ୍ଗିଯିବ ଯଦି
[03:48.85] କହିବି ତୁମ ଆଗର
[03:54.92] ତୁମ ବଡ଼ଦାଣ୍ଡ ଧୂଳିରେ ଠାକୁର
[03:58.58] କରନ୍ତି ମୁଁ ଧୂଳିଘର
[04:01.51] ଭକତ ପାଦର ଭାଙ୍ଗିଯିବ ଯଦି
[04:04.55] କହିବି ତୁମ ଆଗର
[04:08.28] ଭାଙ୍ଗି ଯାଇଥିଲେ ଗଢ଼େଇ ଦବ, ହଜିଯାଇଥିଲେ ଖୋଜି ଆଣିବ
[04:14.64] ମୋର ଏ ଜୀବନ ତୁମ ଚରଣ ରେ ସବୁଦିନ ପାଇଁ ଟେକିଦିଅନ୍ତି
[04:21.39] ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
[04:30.85] ଜଗନ୍ନାଥେ ହୋ, ମୁଁ ଯଦି ତମ ଝିଅ ହୁଅନ୍ତି
[04:41.06] ଜଗନ୍ନାଥେ ହୋ, ଜଗନ୍ନାଥେ, ମୁଁ ଯଦି ତମ ଝିଅ ହୁଅନ୍ତି
[05:06.62]

⭐ Rate These Lyrics

Average: 0.0/5 • 0 ratings