Home 🎬 Bollywood 🎵 Pakistani 🎤 English Pop

Bhabara Sahare

👤 Kumar Bapi 🎼 Bhabara Sahare ⏱️ 6:15
🎵 2916 characters
⏱️ 6:15 duration
🆔 ID: 6360686

📜 Lyrics

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା-ଠାକୁର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବକୁ ନିକଟ ସେ ତ ଅଭାବକୁ ଦୂର
ଭାବକୁ ନିକଟ ସେ ତ ଅଭାବକୁ ଦୂର

ସୀମାହୀନ ଆକାଶ ସେ ସୀମାହୀନ ସାଗର

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବରେ ବୁଡ଼ିବ ଯିଏ
ଭାବରେ ହଜିବ ଯିଏ
ଭାବରେ ରସିବ ଯିଏ
ଆନନ୍ଦ-ଆନନ୍ଦ

ପାପରେ ବୁଡ଼ିବ ଯିଏ
ମିଛରେ ରସିବ ଯିଏ
ମାୟାରେ ହଜିବ ଯିଏ
ବିଷାଦ-ବିଷାଦ

ହୋ, ଭାବରେ ବୁଡ଼ିବ ଯିଏ
ଭାବରେ ହଜିବ ଯିଏ
ଭାବରେ ରସିବ ଯିଏ
ଆନନ୍ଦ ଆନନ୍ଦ

ପାପରେ ବୁଡ଼ିବ ଯିଏ
ମିଛରେ ରସିବ ଯିଏ
ମାୟାରେ ହଜିବ ଯିଏ
ବିଷାଦ-ବିଷାଦ

ଭାବରେ, ଭାବରେ ଚାଲେ ଅଭାବୀ ସଂସାର
ଭାବରେ, ଭାବରେ ଚାଲେ ଅଭାବୀ ସଂସାର

ଆନନ୍ଦ-ବିଷାଦ ଭରା ଏ ଭବ ସାଗର

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଧରମ-କରମ ସତ
ଜନମ-ମରଣ ସତ
ଆତ୍ମା ପରମାତ୍ମା ସତ
ମିଛ ଏ ଜଗତ

ଧନ-ଯଉବନ ମିଛ
କୁଟୁମ୍ବ-ସଂସାର ମିଛ
କାମନା-ବାସନା ମିଛ
ସତ ମୋ ଜଗନ୍ନାଥ

ହୋ, ଧରମ-କରମ ସତ
ଜନମ-ମରଣ ସତ
ଆତ୍ମା ପରମାତ୍ମା ସତ
ମିଛ ଏ ଜଗତ

ଧନ-ଯଉବନ ମିଛ
କୁଟୁମ୍ବ-ସଂସାର ମିଛ
କାମନା-ବାସନା ମିଛ
ସତ ମୋ ଜଗନ୍ନାଥ

ମିଛରେ, ସତରେ ଗଢା
ଏ ମନ ଶରୀର
ମିଛରେ, ସତରେ ଗଢା
ଏ ମନ ଶରୀର

ମୋହ, ମାୟା, ଛଳ ଭରା ଏ ଜଗତ ସଂସାର

ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା-ଠାକୁର
ଭାବର ସହରେ ମୋର ଭାବ ମନ୍ଦିର
ଭାବ ଡୋରେ ବନ୍ଧା ମୋର କଳା-ଠାକୁର

ଭାବକୁ ନିକଟ ସେ ତ ଅଭାବକୁ ଦୂର
ଭାବକୁ ନିକଟ ସେ ତ ଅଭାବକୁ ଦୂର

ସୀମାହୀନ ଆକାଶ ସେ ସୀମାହୀନ ସାଗର

⏱️ Synced Lyrics

[00:40.00] ଭାବର ସହରେ ମୋର ଭାବ ମନ୍ଦିର
[00:45.52] ଭାବ ଡୋରେ ବନ୍ଧା ମୋର କଳା-ଠାକୁର
[00:51.33] ଭାବର ସହରେ ମୋର ଭାବ ମନ୍ଦିର
[00:57.08] ଭାବ ଡୋରେ ବନ୍ଧା ମୋର କଳା-ଠାକୁର
[01:02.07] ଭାବକୁ ନିକଟ ସେ ତ ଅଭାବକୁ ଦୂର
[01:07.95] ଭାବକୁ ନିକଟ ସେ ତ ଅଭାବକୁ ଦୂର
[01:14.39] ସୀମାହୀନ ଆକାଶ ସେ ସୀମାହୀନ ସାଗର
[01:19.94] ଭାବର ସହରେ ମୋର ଭାବ ମନ୍ଦିର
[01:25.97] ଭାବ ଡୋରେ ବନ୍ଧା ମୋର କଳା-ଠାକୁର
[01:31.52]
[02:05.46] ଭାବରେ ବୁଡ଼ିବ ଯିଏ
[02:08.55] ଭାବରେ ହଜିବ ଯିଏ
[02:11.14] ଭାବରେ ରସିବ ଯିଏ
[02:14.16] ଆନନ୍ଦ-ଆନନ୍ଦ
[02:17.14] ପାପରେ ବୁଡ଼ିବ ଯିଏ
[02:19.91] ମିଛରେ ରସିବ ଯିଏ
[02:22.46] ମାୟାରେ ହଜିବ ଯିଏ
[02:25.67] ବିଷାଦ-ବିଷାଦ
[02:33.51] ହୋ, ଭାବରେ ବୁଡ଼ିବ ଯିଏ
[02:37.38] ଭାବରେ ହଜିବ ଯିଏ
[02:40.05] ଭାବରେ ରସିବ ଯିଏ
[02:42.92] ଆନନ୍ଦ ଆନନ୍ଦ
[02:45.83] ପାପରେ ବୁଡ଼ିବ ଯିଏ
[02:48.61] ମିଛରେ ରସିବ ଯିଏ
[02:51.37] ମାୟାରେ ହଜିବ ଯିଏ
[02:54.59] ବିଷାଦ-ବିଷାଦ
[02:57.19] ଭାବରେ, ଭାବରେ ଚାଲେ ଅଭାବୀ ସଂସାର
[03:02.89] ଭାବରେ, ଭାବରେ ଚାଲେ ଅଭାବୀ ସଂସାର
[03:09.42] ଆନନ୍ଦ-ବିଷାଦ ଭରା ଏ ଭବ ସାଗର
[03:15.63] ଭାବର ସହରେ ମୋର ଭାବ ମନ୍ଦିର
[03:21.08] ଭାବ ଡୋରେ ବନ୍ଧା ମୋର କଳା-ଠାକୁର
[03:26.81]
[04:00.75] ଧରମ-କରମ ସତ
[04:03.54] ଜନମ-ମରଣ ସତ
[04:06.50] ଆତ୍ମା ପରମାତ୍ମା ସତ
[04:09.29] ମିଛ ଏ ଜଗତ
[04:12.32] ଧନ-ଯଉବନ ମିଛ
[04:15.28] କୁଟୁମ୍ବ-ସଂସାର ମିଛ
[04:18.15] କାମନା-ବାସନା ମିଛ
[04:20.82] ସତ ମୋ ଜଗନ୍ନାଥ
[04:28.41] ହୋ, ଧରମ-କରମ ସତ
[04:32.62] ଜନମ-ମରଣ ସତ
[04:35.29] ଆତ୍ମା ପରମାତ୍ମା ସତ
[04:38.27] ମିଛ ଏ ଜଗତ
[04:41.15] ଧନ-ଯଉବନ ମିଛ
[04:44.14] କୁଟୁମ୍ବ-ସଂସାର ମିଛ
[04:47.11] କାମନା-ବାସନା ମିଛ
[04:49.85] ସତ ମୋ ଜଗନ୍ନାଥ
[04:52.40] ମିଛରେ, ସତରେ ଗଢା
[04:56.08] ଏ ମନ ଶରୀର
[04:58.26] ମିଛରେ, ସତରେ ଗଢା
[05:01.78] ଏ ମନ ଶରୀର
[05:04.64] ମୋହ, ମାୟା, ଛଳ ଭରା ଏ ଜଗତ ସଂସାର
[05:10.59] ଭାବର ସହରେ ମୋର ଭାବ ମନ୍ଦିର
[05:16.43] ଭାବ ଡୋରେ ବନ୍ଧା ମୋର କଳା-ଠାକୁର
[05:22.25] ଭାବର ସହରେ ମୋର ଭାବ ମନ୍ଦିର
[05:28.26] ଭାବ ଡୋରେ ବନ୍ଧା ମୋର କଳା-ଠାକୁର
[05:33.01] ଭାବକୁ ନିକଟ ସେ ତ ଅଭାବକୁ ଦୂର
[05:38.95] ଭାବକୁ ନିକଟ ସେ ତ ଅଭାବକୁ ଦୂର
[05:45.65] ସୀମାହୀନ ଆକାଶ ସେ ସୀମାହୀନ ସାଗର
[05:51.03]

⭐ Rate These Lyrics

Average: 0.0/5 • 0 ratings