Home 🎬 Bollywood 🎵 Pakistani 🎤 English Pop

Shree Jagannath

👤 Namita Agrawal 🎼 Jagannatha Swami Nayana Patha Gami Bhaba Tume ⏱️ 5:16
🎵 3304 characters
⏱️ 5:16 duration
🆔 ID: 6360691

📜 Lyrics

ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
ଗୋଟି-ଗୋଟି କରି କହୁଛି ଶୁଣ
ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
ଗୋଟି-ଗୋଟି କରି କହୁଛି ଶୁଣ

କେଉଁ କାମ ବେଳେ, କି ନାମ ଜପିଲେ
କେଉଁ କାମ ବେଳେ, କି ନାମ ଜପିଲେ
ପୂର୍ଣ୍ଣ ହୁଏ ମନସ୍କାମ ଲୋ

ଶୟନ କାଳେ ଡ଼ାକିବୁ ଆହେ ପଦ୍ମନାଭ
ଭୋଜନ ବେଳେ ଡ଼ାକିବୁ ଆହେ ଜନାର୍ଦ୍ଦନ
ଶୟନ କାଳେ ଡ଼ାକିବୁ ଆହେ ପଦ୍ମନାଭ
ଭୋଜନ ବେଳେ ଡ଼ାକିବୁ ଆହେ ଜନାର୍ଦ୍ଦନ

ଯାତ୍ରା କାଳରେ ଡ଼ାକିବୁ ବାମନ-ବାମନ
ତାକୁ ବାମନ-ବାମନ, ତାକୁ ଡ଼ାକିବୁ

ସଙ୍କଟ ବେଳେ ଡ଼ାକିବୁ ଶ୍ରୀ ମଧୁସୂଦନ
ସଙ୍କଟ ବେଳେ ଡ଼ାକିବୁ ଶ୍ରୀ ମଧୁସୂଦନ

ବିବାହ କର୍ମରେ ପ୍ରଜାପତି ନାମ
ଯୁଦ୍ଧ କାଳେ ଚକ୍ରଧର
ବିବାହ କର୍ମରେ ପ୍ରଜାପତି ନାମ
ଯୁଦ୍ଧ କାଳେ ଚକ୍ରଧର

ପ୍ରଣୟ କାଳରେ ଶ୍ରୀଧର ଡ଼ାକିବୁ
ପ୍ରଣୟ କାଳରେ ଶ୍ରୀଧର ଡ଼ାକିବୁ
ମନବାଞ୍ଛା ହେବ ପୂର୍ଣ୍ଣ ଲୋ

ଜଳରୁ ଉଦ୍ଧାର ପାଇଁ ବରାହ ଡ଼ାକିବୁ
ଔଷଦ ସେବନ କାଳେ ବିଷ୍ଣୁ ଭଜୁଥୁବୁ
ଜଳରୁ ଉଦ୍ଧାର ପାଇଁ ବରାହ ଡ଼ାକିବୁ
ଔଷଦ ସେବନ କାଳେ ବିଷ୍ଣୁ ଭଜୁଥୁବୁ

ପ୍ରବାସରେ ଥୁଲେ ଭଜୁଥୁବ ତ୍ରିବିକ୍ରମ
ଭଜୁଥୁବୁ ତ୍ରିବିକ୍ରମ, ତାକୁ ଭଜିବୁ

ପର୍ବତ ଆରୋହଣ ରେ ଶ୍ରୀ ରଘୁନନ୍ଦନ
ପର୍ବତ ଆରୋହଣ ରେ ଶ୍ରୀ ରଘୁନନ୍ଦନ

ଜନମ ତା ହାତେ, ମରଣ ତା ହାତେ
ତା ହାତେ କରମ ଡ଼ୋରି
ଜନମ ତା ହାତେ, ମରଣ ତା ହାତେ
ତା ହାତେ କରମ ଡ଼ୋରି

ଘୋର ଅରଣ୍ୟରେ ନୃସିଂହ ଡ଼ାକିବୁ
ଘୋର ଅରଣ୍ୟରେ ନୃସିଂହ ଡ଼ାକିବୁ
ସଙ୍କଟୁ ହୋଇବୁ ପାରି ଲୋ

ଦୁଃସପ୍ନ ଦେଖି ଡ଼ାକିବୁ ଗୋବିନ୍ଦ-ଗୋବିନ୍ଦ
ସମସ୍ତ କର୍ମରେ ଶୁଣେ ଡ଼ାକିଲେ ମାଧବ
ଦୁଃସପ୍ନ ଦେଖି ଡ଼ାକିବୁ ଗୋବିନ୍ଦ-ଗୋବିନ୍ଦ
ସମସ୍ତ କର୍ମରେ ଶୁଣେ ଡ଼ାକିଲେ ମାଧବ

ଅଗ୍ନି ଭୟ କାଳେ ଜଳାଶାୟି ଭଗବାନ
ଜଳାଶାୟି ଭଗବାନ, ତାକୁ ଡ଼ାକିବୁ

ଅନ୍ତିମ କାଳେ ଡ଼ାକିବୁ ରଖ ନାରାୟଣ
ଅନ୍ତିମ କାଳେ ଡ଼ାକିବୁ ରଖ ନାରାୟଣ

⏱️ Synced Lyrics

[00:20.45] ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
[00:25.08] ଗୋଟି-ଗୋଟି କରି କହୁଛି ଶୁଣ
[00:29.87] ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ
[00:34.56] ଗୋଟି-ଗୋଟି କରି କହୁଛି ଶୁଣ
[00:39.27] କେଉଁ କାମ ବେଳେ, କି ନାମ ଜପିଲେ
[00:43.96] କେଉଁ କାମ ବେଳେ, କି ନାମ ଜପିଲେ
[00:48.52] ପୂର୍ଣ୍ଣ ହୁଏ ମନସ୍କାମ ଲୋ
[00:53.11] ଶୟନ କାଳେ ଡ଼ାକିବୁ ଆହେ ପଦ୍ମନାଭ
[01:00.35] ଭୋଜନ ବେଳେ ଡ଼ାକିବୁ ଆହେ ଜନାର୍ଦ୍ଦନ
[01:07.14] ଶୟନ କାଳେ ଡ଼ାକିବୁ ଆହେ ପଦ୍ମନାଭ
[01:11.99] ଭୋଜନ ବେଳେ ଡ଼ାକିବୁ ଆହେ ଜନାର୍ଦ୍ଦନ
[01:16.75] ଯାତ୍ରା କାଳରେ ଡ଼ାକିବୁ ବାମନ-ବାମନ
[01:20.59] ତାକୁ ବାମନ-ବାମନ, ତାକୁ ଡ଼ାକିବୁ
[01:26.12] ସଙ୍କଟ ବେଳେ ଡ଼ାକିବୁ ଶ୍ରୀ ମଧୁସୂଦନ
[01:30.78] ସଙ୍କଟ ବେଳେ ଡ଼ାକିବୁ ଶ୍ରୀ ମଧୁସୂଦନ
[01:35.80]
[01:54.33] ବିବାହ କର୍ମରେ ପ୍ରଜାପତି ନାମ
[01:58.98] ଯୁଦ୍ଧ କାଳେ ଚକ୍ରଧର
[02:08.45] ବିବାହ କର୍ମରେ ପ୍ରଜାପତି ନାମ
[02:13.33] ଯୁଦ୍ଧ କାଳେ ଚକ୍ରଧର
[02:17.97] ପ୍ରଣୟ କାଳରେ ଶ୍ରୀଧର ଡ଼ାକିବୁ
[02:22.87] ପ୍ରଣୟ କାଳରେ ଶ୍ରୀଧର ଡ଼ାକିବୁ
[02:27.55] ମନବାଞ୍ଛା ହେବ ପୂର୍ଣ୍ଣ ଲୋ
[02:32.16] ଜଳରୁ ଉଦ୍ଧାର ପାଇଁ ବରାହ ଡ଼ାକିବୁ
[02:39.36] ଔଷଦ ସେବନ କାଳେ ବିଷ୍ଣୁ ଭଜୁଥୁବୁ
[02:46.25] ଜଳରୁ ଉଦ୍ଧାର ପାଇଁ ବରାହ ଡ଼ାକିବୁ
[02:50.96] ଔଷଦ ସେବନ କାଳେ ବିଷ୍ଣୁ ଭଜୁଥୁବୁ
[02:55.82] ପ୍ରବାସରେ ଥୁଲେ ଭଜୁଥୁବ ତ୍ରିବିକ୍ରମ
[02:59.49] ଭଜୁଥୁବୁ ତ୍ରିବିକ୍ରମ, ତାକୁ ଭଜିବୁ
[03:04.93] ପର୍ବତ ଆରୋହଣ ରେ ଶ୍ରୀ ରଘୁନନ୍ଦନ
[03:09.85] ପର୍ବତ ଆରୋହଣ ରେ ଶ୍ରୀ ରଘୁନନ୍ଦନ
[03:14.60]
[03:33.14] ଜନମ ତା ହାତେ, ମରଣ ତା ହାତେ
[03:37.98] ତା ହାତେ କରମ ଡ଼ୋରି
[03:47.43] ଜନମ ତା ହାତେ, ମରଣ ତା ହାତେ
[03:52.12] ତା ହାତେ କରମ ଡ଼ୋରି
[03:56.94] ଘୋର ଅରଣ୍ୟରେ ନୃସିଂହ ଡ଼ାକିବୁ
[04:01.60] ଘୋର ଅରଣ୍ୟରେ ନୃସିଂହ ଡ଼ାକିବୁ
[04:06.38] ସଙ୍କଟୁ ହୋଇବୁ ପାରି ଲୋ
[04:11.17] ଦୁଃସପ୍ନ ଦେଖି ଡ଼ାକିବୁ ଗୋବିନ୍ଦ-ଗୋବିନ୍ଦ
[04:18.22] ସମସ୍ତ କର୍ମରେ ଶୁଣେ ଡ଼ାକିଲେ ମାଧବ
[04:25.43] ଦୁଃସପ୍ନ ଦେଖି ଡ଼ାକିବୁ ଗୋବିନ୍ଦ-ଗୋବିନ୍ଦ
[04:29.92] ସମସ୍ତ କର୍ମରେ ଶୁଣେ ଡ଼ାକିଲେ ମାଧବ
[04:34.61] ଅଗ୍ନି ଭୟ କାଳେ ଜଳାଶାୟି ଭଗବାନ
[04:38.49] ଜଳାଶାୟି ଭଗବାନ, ତାକୁ ଡ଼ାକିବୁ
[04:44.11] ଅନ୍ତିମ କାଳେ ଡ଼ାକିବୁ ରଖ ନାରାୟଣ
[04:48.84] ଅନ୍ତିମ କାଳେ ଡ଼ାକିବୁ ରଖ ନାରାୟଣ
[04:53.17]

⭐ Rate These Lyrics

Average: 0.0/5 • 0 ratings