Home 🎬 Bollywood 🎵 Pakistani 🎤 English Pop

Maa Tu Biswasare

👤 Kumar Bapi 🎼 Maa Tu Biswasare ⏱️ 3:59
🎵 2026 characters
⏱️ 3:59 duration
🆔 ID: 6360828

📜 Lyrics

ମାଆ, ମାଆ
ମାଆ-ମାଆ, ମୋ ମାଆ

ବରଷି ଯାଏ ବରଷା
ଗରଜି ଉଠେ ବିଜୁଳି
ଅନ୍ଧାର ଦିଶେ ସଂସାର
ବସିଛି ମାଆ ଦୀପ ଜାଳି

ହୋ, ବରଷି ଯାଏ ବରଷା
ଗରଜି ଉଠେ ବିଜୁଳି
ଅନ୍ଧାର ଦିଶେ ସଂସାର
ବସିଛି ମାଆ ଦୀପ ଜାଳି

ଭରସା ଅଛି ମନରେ
ମାଆ ତୋ ମହିମା ବଳେ
ଥମିବ ଦୁଃଖର ଜ୍ଵାଳା
ଜୟ ଜୟ ହେ କମଳେ

ମାଆ ତୋ ଶୟନରେ
ମାଆ ତୋ ସପନରେ
ମାଆ ତୋ ନିଶ୍ବାସରେ
ମାଆ ତୋ ବିଶ୍ୱାସରେ
ମାଆ ତୋ ବିଶ୍ୱାସରେ

ମାଆ ତୋ ଦୟାରେ, ମାଆ ତୋ ଛାୟାରେ
ମେଣ୍ଟିଯାଏ ଅବଶୋଷ
ନଥିଲେ ତୁ ମାଆ, କିଛି ନାହିଁ ମୋର
ଜୀବନଟା ଲାଗେ ବିଷ

ନାହିଁ ହାତୀ, ନାହିଁ ଘୋଡ଼ା
ନାହିଁ ସିଂହାସନ ଲୋଡ଼ା
ତୋ ଭକତି, ମୋ ଶକତି
ହେବିନି ଲୋ ବାଟବଣା

ମାଆ ତୁ ଆରତିରେ
ମାଆ ତୁ ପୀରତିରେ
ମାଆ ତୁ ଆରମ୍ଭରେ
ମାଆ ତୁ ପୀରତିରେ
ମାଆ ତୁ ପୀରତିରେ

ନୁହେଁ ସରଗରେ, ନୁହେଁ ମରତରେ
ମନ ମୋ ତୋ ପଣତରେ
ରଖିଥା ଲୋ ମାଆ, ତୁ ଘଣ୍ଟ ଘୋଡେଇ
ଶରଣଦେ ଚରଣରେ

ରାତିର ଗଙ୍ଗଶିଉଳି
ସକାଳେ ଯାଏ ମଉଳି
ଧୀରେ-ଧୀରେ ଜୀବନର
ରଙ୍ଗ ବି ଯାଏ ବଦଳି

ମାଆ ତୁ ଦିବସରେ
ମାଆ ତୁ ରଜନୀରେ
ମାଆ ତୁ ସୁରୁଜରେ
ମାଆ ତୁ ଶଶାଙ୍କରେ
ମାଆ ତୁ ନିଶ୍ବାସରେ
ମାଆ ତୁ ବିଶ୍ୱାସରେ

⏱️ Synced Lyrics

[00:00.25] ମାଆ, ମାଆ
[00:09.64] ମାଆ-ମାଆ, ମୋ ମାଆ
[00:17.79]
[00:38.92] ବରଷି ଯାଏ ବରଷା
[00:41.84] ଗରଜି ଉଠେ ବିଜୁଳି
[00:44.70] ଅନ୍ଧାର ଦିଶେ ସଂସାର
[00:47.70] ବସିଛି ମାଆ ଦୀପ ଜାଳି
[00:54.51] ହୋ, ବରଷି ଯାଏ ବରଷା
[00:59.72] ଗରଜି ଉଠେ ବିଜୁଳି
[01:02.63] ଅନ୍ଧାର ଦିଶେ ସଂସାର
[01:05.59] ବସିଛି ମାଆ ଦୀପ ଜାଳି
[01:08.08] ଭରସା ଅଛି ମନରେ
[01:11.08] ମାଆ ତୋ ମହିମା ବଳେ
[01:13.96] ଥମିବ ଦୁଃଖର ଜ୍ଵାଳା
[01:17.00] ଜୟ ଜୟ ହେ କମଳେ
[01:20.04] ମାଆ ତୋ ଶୟନରେ
[01:21.44] ମାଆ ତୋ ସପନରେ
[01:23.06] ମାଆ ତୋ ନିଶ୍ବାସରେ
[01:25.79] ମାଆ ତୋ ବିଶ୍ୱାସରେ
[01:28.78] ମାଆ ତୋ ବିଶ୍ୱାସରେ
[01:32.45]
[01:55.50] ମାଆ ତୋ ଦୟାରେ, ମାଆ ତୋ ଛାୟାରେ
[02:01.89] ମେଣ୍ଟିଯାଏ ଅବଶୋଷ
[02:07.26] ନଥିଲେ ତୁ ମାଆ, କିଛି ନାହିଁ ମୋର
[02:13.74] ଜୀବନଟା ଲାଗେ ବିଷ
[02:19.29] ନାହିଁ ହାତୀ, ନାହିଁ ଘୋଡ଼ା
[02:22.29] ନାହିଁ ସିଂହାସନ ଲୋଡ଼ା
[02:25.23] ତୋ ଭକତି, ମୋ ଶକତି
[02:28.00] ହେବିନି ଲୋ ବାଟବଣା
[02:31.06] ମାଆ ତୁ ଆରତିରେ
[02:32.29] ମାଆ ତୁ ପୀରତିରେ
[02:34.27] ମାଆ ତୁ ଆରମ୍ଭରେ
[02:36.99] ମାଆ ତୁ ପୀରତିରେ
[02:39.84] ମାଆ ତୁ ପୀରତିରେ
[02:43.27]
[03:06.50] ନୁହେଁ ସରଗରେ, ନୁହେଁ ମରତରେ
[03:13.11] ମନ ମୋ ତୋ ପଣତରେ
[03:18.39] ରଖିଥା ଲୋ ମାଆ, ତୁ ଘଣ୍ଟ ଘୋଡେଇ
[03:24.91] ଶରଣଦେ ଚରଣରେ
[03:30.12] ରାତିର ଗଙ୍ଗଶିଉଳି
[03:33.20] ସକାଳେ ଯାଏ ମଉଳି
[03:36.33] ଧୀରେ-ଧୀରେ ଜୀବନର
[03:39.35] ରଙ୍ଗ ବି ଯାଏ ବଦଳି
[03:42.30] ମାଆ ତୁ ଦିବସରେ
[03:43.62] ମାଆ ତୁ ରଜନୀରେ
[03:45.12] ମାଆ ତୁ ସୁରୁଜରେ
[03:48.05] ମାଆ ତୁ ଶଶାଙ୍କରେ
[03:50.82] ମାଆ ତୁ ନିଶ୍ବାସରେ
[03:53.96] ମାଆ ତୁ ବିଶ୍ୱାସରେ
[03:57.71]

⭐ Rate These Lyrics

Average: 0.0/5 • 0 ratings