Dekha Aakasha Pindhichi
🎵 3317 characters
⏱️ 6:15 duration
🆔 ID: 6360833
📜 Lyrics
ହୋ-ହୋ-ହେ
ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ଏଇ ପାଣିରେ ଲେଖିଯା ତୋ କାହାଣୀ
ଏଇ ପାଣିରେ ଲେଖିଯା ତୋ କାହାଣୀ
ହୋ-ହା-ହେ
ହୋ-ହା-ହୁଁ
ସିନ୍ଧକଢିରେ କେବେ ଗଲୁ ମତେଇଲୁ ଛାଡ଼ିଦେ
ସିନ୍ଧକଢିରେ ବେଗେ ତ ବୟସ ଯାଏ ବଢ଼ିରେ
ନାଚୁଚି ପବନ, ନାଚୁଚି ମୋ ମନ
ନାଚି-ନାଚି କହେ ଅରଣ୍ୟ
ହଜିଲେ ପାଇବୁ, ପାଇଲେ ହଜିବୁ
ମୋ ପାଖେ ଅଛି ତୋ ଜୀବନ
ହୋ-ହା-ହେ, ନାଚୁଚି ପବନ, ନାଚୁଚି ମୋ ମନ
ନାଚି-ନାଚି କହେ ଅରଣ୍ୟ
ହଜିଲେ ପାଇବୁ, ପାଇଲେ ହଜିବୁ
ମୋ ପାଖେ ଅଛି ତୋ ଜୀବନ
ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଧରଣୀ
ଲାଜେ-ଲାଜେ ଦିଏ ତାର ବାଙ୍କ ଚାହାଣୀ
ସେଇ ଚାହାଣୀରେ ଅଛି ମୋ କାହାଣୀ
ସେଇ ଚାହାଣୀରେ ଅଛି ମୋ କାହାଣୀ
ହୋ-ହା-ହେ
ହୋ-ହା-ହୋ
ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
ସତ ସାଙ୍ଗେ ଏଠି ସପନ
ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
ରାତିକୁ ତ ଦିଏ ଚୁମ୍ବନ
ହୋ-ହା-ହା, ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
ସତ ସାଙ୍ଗେ ଏଠି ସପନ
ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
ରାତିକୁ ତ ଦିଏ ଚୁମ୍ବନ
ଗଛର ଗଭାରେ ଲତା ପକେଇ ବେଣୀ
ଝୁଲୁଥାଏ ସତେକି ସେ ରାଜ ଦୁଲଣୀ
ସେଇ ଦୁଲଣୀ ପାଖରେ ମୋ କାହାଣୀ
ସେଇ ଦୁଲଣୀ ପାଖରେ ମୋ କାହାଣୀ
ହୋ-ହା-ହେ
ହୋ-ହା-ହୋ
ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ଏଇ ପାଣିରେ ଲେଖିଯା ତୋ କାହାଣୀ
ଏଇ ପାଣିରେ ଲେଖିଯା ତୋ କାହାଣୀ
ହୋ-ହା-ହେ
ହୋ-ହା-ହେ
ହୋ-ହା-ଲା
ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ଏଇ ପାଣିରେ ଲେଖିଯା ତୋ କାହାଣୀ
ଏଇ ପାଣିରେ ଲେଖିଯା ତୋ କାହାଣୀ
ହୋ-ହା-ହେ
ହୋ-ହା-ହୁଁ
ସିନ୍ଧକଢିରେ କେବେ ଗଲୁ ମତେଇଲୁ ଛାଡ଼ିଦେ
ସିନ୍ଧକଢିରେ ବେଗେ ତ ବୟସ ଯାଏ ବଢ଼ିରେ
ନାଚୁଚି ପବନ, ନାଚୁଚି ମୋ ମନ
ନାଚି-ନାଚି କହେ ଅରଣ୍ୟ
ହଜିଲେ ପାଇବୁ, ପାଇଲେ ହଜିବୁ
ମୋ ପାଖେ ଅଛି ତୋ ଜୀବନ
ହୋ-ହା-ହେ, ନାଚୁଚି ପବନ, ନାଚୁଚି ମୋ ମନ
ନାଚି-ନାଚି କହେ ଅରଣ୍ୟ
ହଜିଲେ ପାଇବୁ, ପାଇଲେ ହଜିବୁ
ମୋ ପାଖେ ଅଛି ତୋ ଜୀବନ
ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଧରଣୀ
ଲାଜେ-ଲାଜେ ଦିଏ ତାର ବାଙ୍କ ଚାହାଣୀ
ସେଇ ଚାହାଣୀରେ ଅଛି ମୋ କାହାଣୀ
ସେଇ ଚାହାଣୀରେ ଅଛି ମୋ କାହାଣୀ
ହୋ-ହା-ହେ
ହୋ-ହା-ହୋ
ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
ସତ ସାଙ୍ଗେ ଏଠି ସପନ
ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
ରାତିକୁ ତ ଦିଏ ଚୁମ୍ବନ
ହୋ-ହା-ହା, ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
ସତ ସାଙ୍ଗେ ଏଠି ସପନ
ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
ରାତିକୁ ତ ଦିଏ ଚୁମ୍ବନ
ଗଛର ଗଭାରେ ଲତା ପକେଇ ବେଣୀ
ଝୁଲୁଥାଏ ସତେକି ସେ ରାଜ ଦୁଲଣୀ
ସେଇ ଦୁଲଣୀ ପାଖରେ ମୋ କାହାଣୀ
ସେଇ ଦୁଲଣୀ ପାଖରେ ମୋ କାହାଣୀ
ହୋ-ହା-ହେ
ହୋ-ହା-ହୋ
ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ସୁରଜ କିରଣ ଏଠି ବନ ହରିଣୀ
ମୁରୁଜ ପକେଇ କହେ ଝରଣା ପାଣି
ଏଇ ପାଣିରେ ଲେଖିଯା ତୋ କାହାଣୀ
ଏଇ ପାଣିରେ ଲେଖିଯା ତୋ କାହାଣୀ
ହୋ-ହା-ହେ
ହୋ-ହା-ହେ
ହୋ-ହା-ଲା
⏱️ Synced Lyrics
[00:00.95] ହୋ-ହୋ-ହେ
[00:33.76] ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
[00:40.82] ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
[00:47.96] ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
[00:55.13] ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
[01:02.73] ସୁରଜ କିରଣ ଏଠି ବନ ହରିଣୀ
[01:07.74] ମୁରୁଜ ପକେଇ କହେ ଝରଣା ପାଣି
[01:12.00] ସୁରଜ କିରଣ ଏଠି ବନ ହରିଣୀ
[01:17.21] ମୁରୁଜ ପକେଇ କହେ ଝରଣା ପାଣି
[01:21.51] ଏଇ ପାଣିରେ ଲେଖିଯା ତୋ କାହାଣୀ
[01:26.23] ଏଇ ପାଣିରେ ଲେଖିଯା ତୋ କାହାଣୀ
[01:31.74] ହୋ-ହା-ହେ
[01:36.29] ହୋ-ହା-ହୁଁ
[02:00.08] ସିନ୍ଧକଢିରେ କେବେ ଗଲୁ ମତେଇଲୁ ଛାଡ଼ିଦେ
[02:07.28] ସିନ୍ଧକଢିରେ ବେଗେ ତ ବୟସ ଯାଏ ବଢ଼ିରେ
[02:19.85] ନାଚୁଚି ପବନ, ନାଚୁଚି ମୋ ମନ
[02:24.31] ନାଚି-ନାଚି କହେ ଅରଣ୍ୟ
[02:29.03] ହଜିଲେ ପାଇବୁ, ପାଇଲେ ହଜିବୁ
[02:33.84] ମୋ ପାଖେ ଅଛି ତୋ ଜୀବନ
[02:38.96] ହୋ-ହା-ହେ, ନାଚୁଚି ପବନ, ନାଚୁଚି ମୋ ମନ
[02:48.19] ନାଚି-ନାଚି କହେ ଅରଣ୍ୟ
[02:52.69] ହଜିଲେ ପାଇବୁ, ପାଇଲେ ହଜିବୁ
[02:57.90] ମୋ ପାଖେ ଅଛି ତୋ ଜୀବନ
[03:02.30] ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଧରଣୀ
[03:06.86] ଲାଜେ-ଲାଜେ ଦିଏ ତାର ବାଙ୍କ ଚାହାଣୀ
[03:11.34] ସେଇ ଚାହାଣୀରେ ଅଛି ମୋ କାହାଣୀ
[03:16.20] ସେଇ ଚାହାଣୀରେ ଅଛି ମୋ କାହାଣୀ
[03:21.79] ହୋ-ହା-ହେ
[03:26.03] ହୋ-ହା-ହୋ
[04:01.40] ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
[04:05.76] ସତ ସାଙ୍ଗେ ଏଠି ସପନ
[04:10.70] ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
[04:15.78] ରାତିକୁ ତ ଦିଏ ଚୁମ୍ବନ
[04:20.69] ହୋ-ହା-ହା, ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
[04:30.05] ସତ ସାଙ୍ଗେ ଏଠି ସପନ
[04:34.51] ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
[04:39.61] ରାତିକୁ ତ ଦିଏ ଚୁମ୍ବନ
[04:44.10] ଗଛର ଗଭାରେ ଲତା ପକେଇ ବେଣୀ
[04:48.91] ଝୁଲୁଥାଏ ସତେକି ସେ ରାଜ ଦୁଲଣୀ
[04:53.43] ସେଇ ଦୁଲଣୀ ପାଖରେ ମୋ କାହାଣୀ
[04:58.21] ସେଇ ଦୁଲଣୀ ପାଖରେ ମୋ କାହାଣୀ
[05:03.54] ହୋ-ହା-ହେ
[05:08.25] ହୋ-ହା-ହୋ
[05:13.11] ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
[05:19.93] ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
[05:27.32] ସୁରଜ କିରଣ ଏଠି ବନ ହରିଣୀ
[05:32.06] ମୁରୁଜ ପକେଇ କହେ ଝରଣା ପାଣି
[05:37.02] ସୁରଜ କିରଣ ଏଠି ବନ ହରିଣୀ
[05:41.96] ମୁରୁଜ ପକେଇ କହେ ଝରଣା ପାଣି
[05:46.40] ଏଇ ପାଣିରେ ଲେଖିଯା ତୋ କାହାଣୀ
[05:51.20] ଏଇ ପାଣିରେ ଲେଖିଯା ତୋ କାହାଣୀ
[05:56.56] ହୋ-ହା-ହେ
[05:59.88] ହୋ-ହା-ହେ
[06:04.59] ହୋ-ହା-ଲା
[06:14.65]
[00:33.76] ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
[00:40.82] ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
[00:47.96] ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
[00:55.13] ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
[01:02.73] ସୁରଜ କିରଣ ଏଠି ବନ ହରିଣୀ
[01:07.74] ମୁରୁଜ ପକେଇ କହେ ଝରଣା ପାଣି
[01:12.00] ସୁରଜ କିରଣ ଏଠି ବନ ହରିଣୀ
[01:17.21] ମୁରୁଜ ପକେଇ କହେ ଝରଣା ପାଣି
[01:21.51] ଏଇ ପାଣିରେ ଲେଖିଯା ତୋ କାହାଣୀ
[01:26.23] ଏଇ ପାଣିରେ ଲେଖିଯା ତୋ କାହାଣୀ
[01:31.74] ହୋ-ହା-ହେ
[01:36.29] ହୋ-ହା-ହୁଁ
[02:00.08] ସିନ୍ଧକଢିରେ କେବେ ଗଲୁ ମତେଇଲୁ ଛାଡ଼ିଦେ
[02:07.28] ସିନ୍ଧକଢିରେ ବେଗେ ତ ବୟସ ଯାଏ ବଢ଼ିରେ
[02:19.85] ନାଚୁଚି ପବନ, ନାଚୁଚି ମୋ ମନ
[02:24.31] ନାଚି-ନାଚି କହେ ଅରଣ୍ୟ
[02:29.03] ହଜିଲେ ପାଇବୁ, ପାଇଲେ ହଜିବୁ
[02:33.84] ମୋ ପାଖେ ଅଛି ତୋ ଜୀବନ
[02:38.96] ହୋ-ହା-ହେ, ନାଚୁଚି ପବନ, ନାଚୁଚି ମୋ ମନ
[02:48.19] ନାଚି-ନାଚି କହେ ଅରଣ୍ୟ
[02:52.69] ହଜିଲେ ପାଇବୁ, ପାଇଲେ ହଜିବୁ
[02:57.90] ମୋ ପାଖେ ଅଛି ତୋ ଜୀବନ
[03:02.30] ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଧରଣୀ
[03:06.86] ଲାଜେ-ଲାଜେ ଦିଏ ତାର ବାଙ୍କ ଚାହାଣୀ
[03:11.34] ସେଇ ଚାହାଣୀରେ ଅଛି ମୋ କାହାଣୀ
[03:16.20] ସେଇ ଚାହାଣୀରେ ଅଛି ମୋ କାହାଣୀ
[03:21.79] ହୋ-ହା-ହେ
[03:26.03] ହୋ-ହା-ହୋ
[04:01.40] ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
[04:05.76] ସତ ସାଙ୍ଗେ ଏଠି ସପନ
[04:10.70] ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
[04:15.78] ରାତିକୁ ତ ଦିଏ ଚୁମ୍ବନ
[04:20.69] ହୋ-ହା-ହା, ଲୁଚି, ଲୁଚି, ଲୁଚି ଖେଳେ ଠିଆ ପୁଚି
[04:30.05] ସତ ସାଙ୍ଗେ ଏଠି ସପନ
[04:34.51] ଦିନ ଖେଳି-ଖେଳି, ଧୀରେ-ଧୀରେ ଢଳି
[04:39.61] ରାତିକୁ ତ ଦିଏ ଚୁମ୍ବନ
[04:44.10] ଗଛର ଗଭାରେ ଲତା ପକେଇ ବେଣୀ
[04:48.91] ଝୁଲୁଥାଏ ସତେକି ସେ ରାଜ ଦୁଲଣୀ
[04:53.43] ସେଇ ଦୁଲଣୀ ପାଖରେ ମୋ କାହାଣୀ
[04:58.21] ସେଇ ଦୁଲଣୀ ପାଖରେ ମୋ କାହାଣୀ
[05:03.54] ହୋ-ହା-ହେ
[05:08.25] ହୋ-ହା-ହୋ
[05:13.11] ଦେଖ ଆକାଶ ପିନ୍ଧିଛି ଇନ୍ଦ୍ରଧନୁର ଓଢ଼ଣୀ
[05:19.93] ଦେଖ ପାହାଡ଼ ଗାଉଛି ଅଳସି ଫୁଲର ରାଗିଣୀ
[05:27.32] ସୁରଜ କିରଣ ଏଠି ବନ ହରିଣୀ
[05:32.06] ମୁରୁଜ ପକେଇ କହେ ଝରଣା ପାଣି
[05:37.02] ସୁରଜ କିରଣ ଏଠି ବନ ହରିଣୀ
[05:41.96] ମୁରୁଜ ପକେଇ କହେ ଝରଣା ପାଣି
[05:46.40] ଏଇ ପାଣିରେ ଲେଖିଯା ତୋ କାହାଣୀ
[05:51.20] ଏଇ ପାଣିରେ ଲେଖିଯା ତୋ କାହାଣୀ
[05:56.56] ହୋ-ହା-ହେ
[05:59.88] ହୋ-ହା-ହେ
[06:04.59] ହୋ-ହା-ଲା
[06:14.65]