Home 🎬 Bollywood 🎵 Pakistani 🎤 English Pop

Akhi Palakare Tu

👤 Kumar Bapi 🎼 Akhi Palakare Tu ⏱️ 3:57
🎵 1843 characters
⏱️ 3:57 duration
🆔 ID: 6361159

📜 Lyrics

ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ

ମନର କାନ୍ଥରେ, ଆଇନା କାଚରେ
ତତେ ନୀତି ଦେଖୁଥାଏ ମୁଁ

ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ

ପାହାନ୍ତିଆ ଭିଜା-ଭିଜା ସିନ୍ଦୂର ସକାଳ ତୁ, ସିନ୍ଦୂର ସକାଳ ତୁ
ହଁ, ଗୋଧୂଳିର ଝୁମା-ଝୁମା ଗୋଲାପି ସଞ୍ଜଟେ ତୁ, ଗୋଲାପି ସଞ୍ଜଟେ ତୁ

କିଛିବି ତୋ ବିନା ଭଲ ଯେ ଲାଗେନା
ତତେ ଝୁରି ମରୁଥାଏ ମୁଁ

ରକ୍ତ ଗୋଲାପରେ ତୁ, ବନ୍ଧୁ ଆଳାପରେ ତୁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ

ବାଟଭୁଲା ଚୁଲୁବୁଲି ଚଗଲି ଝରଣା ତୁ, ଚଗଲି ଝରଣା ତୁ
ହଁ, ଆନମନା ଲାଜକୁଳୀ ଜିଦିଆ ବରଷା ତୁ, ଜିଦିଆ ବରଷା ତୁ

ତୋ ନିଜ ମନକୁ ପଚାରି ବୁଝିବୁ
ତତେ କେତେ ଭଲପାଏ ମୁଁ

ଗୀତ କବିତାରେ ତୁ, ଗପ କାହାଣୀରେ ତୁ
ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ

ମନର କାନ୍ଥରେ, ଆଇନା କାଚରେ
ତତେ ନୀତି ଦେଖୁଥାଏ ମୁଁ

ଲାଲା-ଲାଲା-ଲାଲା-ଲାଲା
ଓହୋ-ହୋହୋ-ହୋହୋ-ହୋହୋ
ଉଁହୁଁ-ହୁଁହୁଁ-ହୁଁହୁଁ-ହୁଁହୁଁ
ହେହେ-ହେହେ-ହେହେ-ଆହା

⏱️ Synced Lyrics

[00:41.19] ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
[00:47.68] ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
[00:53.97] ମନର କାନ୍ଥରେ, ଆଇନା କାଚରେ
[01:00.45] ତତେ ନୀତି ଦେଖୁଥାଏ ମୁଁ
[01:05.10] ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
[01:11.44] ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
[01:18.78]
[01:31.44] ପାହାନ୍ତିଆ ଭିଜା-ଭିଜା ସିନ୍ଦୂର ସକାଳ ତୁ, ସିନ୍ଦୂର ସକାଳ ତୁ
[01:46.56] ହଁ, ଗୋଧୂଳିର ଝୁମା-ଝୁମା ଗୋଲାପି ସଞ୍ଜଟେ ତୁ, ଗୋଲାପି ସଞ୍ଜଟେ ତୁ
[01:56.79] କିଛିବି ତୋ ବିନା ଭଲ ଯେ ଲାଗେନା
[02:03.18] ତତେ ଝୁରି ମରୁଥାଏ ମୁଁ
[02:07.90] ରକ୍ତ ଗୋଲାପରେ ତୁ, ବନ୍ଧୁ ଆଳାପରେ ତୁ
[02:14.19] ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
[02:21.34]
[02:40.46] ବାଟଭୁଲା ଚୁଲୁବୁଲି ଚଗଲି ଝରଣା ତୁ, ଚଗଲି ଝରଣା ତୁ
[02:55.14] ହଁ, ଆନମନା ଲାଜକୁଳୀ ଜିଦିଆ ବରଷା ତୁ, ଜିଦିଆ ବରଷା ତୁ
[03:05.79] ତୋ ନିଜ ମନକୁ ପଚାରି ବୁଝିବୁ
[03:12.09] ତତେ କେତେ ଭଲପାଏ ମୁଁ
[03:16.83] ଗୀତ କବିତାରେ ତୁ, ଗପ କାହାଣୀରେ ତୁ
[03:23.30] ଆଖି ପଲକରେ ତୁ, ସ୍ଵପ୍ନ ଝଲକରେ ତୁ
[03:29.76] ମନର କାନ୍ଥରେ, ଆଇନା କାଚରେ
[03:36.29] ତତେ ନୀତି ଦେଖୁଥାଏ ମୁଁ
[03:41.17] ଲାଲା-ଲାଲା-ଲାଲା-ଲାଲା
[03:44.50] ଓହୋ-ହୋହୋ-ହୋହୋ-ହୋହୋ
[03:47.44] ଉଁହୁଁ-ହୁଁହୁଁ-ହୁଁହୁଁ-ହୁଁହୁଁ
[03:50.71] ହେହେ-ହେହେ-ହେହେ-ଆହା
[03:54.72]

⭐ Rate These Lyrics

Average: 0.0/5 • 0 ratings