Dayana Tulasi
🎵 2413 characters
⏱️ 5:41 duration
🆔 ID: 6361163
📜 Lyrics
ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
କଳା ଶ୍ରୀମୁଖକୁ ଚନ୍ଦନର ଟିପା
ଟୋପା-ଟୋପା ମୁକୁତା ତ ମଥାରୁ ସତେକି ଝରି ପଡୁଛି
ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
ଅଣଉଦିଆରୁ ମଙ୍ଗଳ ଆଳତି ସରି ତ ଯାଇଛି ତୁମର
ମଣିମା ମଣିମା ଡ଼ାକି ତ ସେବକେ ସାରିଛନ୍ତି ସେବା ତୁମର

ସିଂହ ଦୁଆର ତ ଖୋଲି ଯେ ଗଲାଣି
ସାହାଣ ମେଲାରେ ଭିଡ ଲାଗିଲାଣି
ଦୁଃଖ କହିବାକୁ ପରା କିଏ କେତେଆଡୁ ଧାଇଁ ଆସିଛି
ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
ଅଧରରୁ ପରା ଅଧା-ଅଧା ହସ ତୁମର ତ ଝରି ପଡୁଛି
ଆଡ଼ିକିଆ ବେଶ ହୋଇଅଛ ବୋଲି, କାହାକୁ କି ମନ ଖୋଜୁଛି?
ହଁ, ଅଧରରୁ ପରା ଅଧା-ଅଧା ହସ ତୁମର ତ ଝରି ପଡୁଛି

ମଥାରେ ମୟୂର ଚନ୍ଦ୍ରିକା ଖୋସିଛ
ସକାଳ ପହରୁ ଭାରି ଖୁସି ଅଛ
ଗୋପପୁରରୁ କି ଆଜି ରାଧିକା ସୁନ୍ଦରୀ ପୁରୀ ଆସୁଛି?

⏱️ Synced Lyrics
[00:25.38] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[00:38.17] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[00:51.68] କଳା ଶ୍ରୀମୁଖକୁ ଚନ୍ଦନର ଟିପା
[00:58.24] ଟୋପା-ଟୋପା ମୁକୁତା ତ ମଥାରୁ ସତେକି ଝରି ପଡୁଛି
[01:06.78] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[01:19.42]
[01:45.72] ଅଣଉଦିଆରୁ ମଙ୍ଗଳ ଆଳତି ସରି ତ ଯାଇଛି ତୁମର
[01:53.65] ମଣିମା ମଣିମା ଡ଼ାକି ତ ସେବକେ ସାରିଛନ୍ତି ସେବା ତୁମର
[02:01.17]
[02:09.67] ଅଣଉଦିଆରୁ ମଙ୍ଗଳ ଆଳତି ସରି ତ ଯାଇଛି ତୁମର
[02:17.61] ମଣିମା ମଣିମା ଡ଼ାକି ତ ସେବକେ ସାରିଛନ୍ତି ସେବା ତୁମର
[02:25.95] ସିଂହ ଦୁଆର ତ ଖୋଲି ଯେ ଗଲାଣି
[02:32.55] ସାହାଣ ମେଲାରେ ଭିଡ ଲାଗିଲାଣି
[02:38.83] ଦୁଃଖ କହିବାକୁ ପରା କିଏ କେତେଆଡୁ ଧାଇଁ ଆସିଛି
[02:47.58] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[02:59.99]
[03:26.64] ଅଧରରୁ ପରା ଅଧା-ଅଧା ହସ ତୁମର ତ ଝରି ପଡୁଛି
[03:34.59] ଆଡ଼ିକିଆ ବେଶ ହୋଇଅଛ ବୋଲି, କାହାକୁ କି ମନ ଖୋଜୁଛି?
[03:42.31]
[03:50.12] ହଁ, ଅଧରରୁ ପରା ଅଧା-ଅଧା ହସ ତୁମର ତ ଝରି ପଡୁଛି
[03:58.64] ଆଡ଼ିକିଆ ବେଶ ହୋଇଅଛ ବୋଲି, କାହାକୁ କି ମନ ଖୋଜୁଛି?
[04:06.88] ମଥାରେ ମୟୂର ଚନ୍ଦ୍ରିକା ଖୋସିଛ
[04:13.35] ସକାଳ ପହରୁ ଭାରି ଖୁସି ଅଛ
[04:19.53] ଗୋପପୁରରୁ କି ଆଜି ରାଧିକା ସୁନ୍ଦରୀ ପୁରୀ ଆସୁଛି?
[04:28.33] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[04:41.28] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[04:54.95] କଳା ଶ୍ରୀମୁଖକୁ ଚନ୍ଦନର ଟିପା
[05:01.25] ଟୋପା-ଟୋପା ମୁକୁତା ତ ମଥାରୁ ସତେକି ଝରି ପଡୁଛି
[05:09.88] ତୁଳସୀ ଦୟଣା ତୁମ ଶ୍ରୀଅଙ୍ଗରେ ଲାଗି ହୋଇଛି
[05:23.03]