Home 🎬 Bollywood 🎵 Pakistani 🎤 English Pop

Mana Jhure Luha Jhare

👤 Humane Sagar 🎼 Odia Sad Songs ⏱️ 5:20
🎵 2048 characters
⏱️ 5:20 duration
🆔 ID: 6469930

📜 Lyrics

ହୋ-ହୋ-ହୋ
ହୋ-ହୋ-ହୋ

ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ
ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ

ନିଦ ଗଲା ମୋର ହଜି
ସ୍ବପ୍ନ ଗଲା ମୋର ଭାଙ୍ଗି
କୁହୁଡ଼ି ମନରେ ନିଆଁ
ଆଖି ପତା ଗଲା ଭିଜି

ମିଛ ଭଲ ପାଇବା ତୋର
ମିଛ ଭଲ ପାଇବା ତୋର
ରହିଗଲା ହୃଦେ ଆଙ୍କି

ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ

ମତେ ଛାଡ଼ି ଅଛୁ କଉଠି?
ବଞ୍ଚିଛି ନେଇ ମୁଁ ତୋ ସ୍ମୃତି
ମତେ ଛାଡ଼ି ଅଛୁ କଉଠି?
ବଞ୍ଚିଛି ନେଇ ମୁଁ ତୋ ସ୍ମୃତି

ତୁ ହେଲୁ କାହିଁ ବାଟବଣା?
ତୁ ହେଲୁ କାହିଁ ବାଟବଣା?
କାହିଁ ଭୁଲିଗଲୁ ତୁ ମୋ ଠିକଣା?
କାହିଁ କଲୁ ମୋ ମନ ଚୁନା-ଚୁନା?

ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ
ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ

ହେ-ହେ-ହେ
ହୋ-ହୋ-ହୋ

ଆସିଥିଲୁ କାହିଁ କ୍ଷଣିକେ
ବିଷ ଭରିବାକୁ ମୋ ମନେ
ଆସିଥିଲୁ କାହିଁ କ୍ଷଣିକେ
ବିଷ ଭରିବାକୁ ମୋ ମନେ

ତୁ ହେଲୁ କାହିଁ ସ୍ବାର୍ଥପର?
ତୁ ହେଲୁ କାହିଁ ସ୍ବାର୍ଥପର?
ଗଢ଼ିଥିଲୁ କାହିଁ କୁହୁଡ଼ିର ଘର?
ସବୁ ଥିଲା ଛଳନା ତୋର

ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ
ଏ ମନ ତତେ ଝୁରେ
ତୁ ରହିଛୁ କେତେ ଦୂରେ
ତୁ ରହିଛୁ କେତେ ଦୂରେ
ତୁ ରହିଛୁ କେତେ ଦୂରେ

⏱️ Synced Lyrics

[00:01.19] ହୋ-ହୋ-ହୋ
[00:11.73] ହୋ-ହୋ-ହୋ
[00:27.60] ଏ ମନ ତତେ ଝୁରେ
[00:32.97] ତୁ ରହିଛୁ କେତେ ଦୂରେ
[00:38.70] ଏ ମନ ତତେ ଝୁରେ
[00:43.18] ତୁ ରହିଛୁ କେତେ ଦୂରେ
[00:48.69] ନିଦ ଗଲା ମୋର ହଜି
[00:53.94] ସ୍ବପ୍ନ ଗଲା ମୋର ଭାଙ୍ଗି
[00:59.21] କୁହୁଡ଼ି ମନରେ ନିଆଁ
[01:04.52] ଆଖି ପତା ଗଲା ଭିଜି
[01:10.19] ମିଛ ଭଲ ପାଇବା ତୋର
[01:15.01] ମିଛ ଭଲ ପାଇବା ତୋର
[01:20.32] ରହିଗଲା ହୃଦେ ଆଙ୍କି
[01:25.71] ଏ ମନ ତତେ ଝୁରେ
[01:30.73] ତୁ ରହିଛୁ କେତେ ଦୂରେ
[01:36.73]
[02:08.46] ମତେ ଛାଡ଼ି ଅଛୁ କଉଠି?
[02:13.31] ବଞ୍ଚିଛି ନେଇ ମୁଁ ତୋ ସ୍ମୃତି
[02:18.83] ମତେ ଛାଡ଼ି ଅଛୁ କଉଠି?
[02:24.02] ବଞ୍ଚିଛି ନେଇ ମୁଁ ତୋ ସ୍ମୃତି
[02:29.45] ତୁ ହେଲୁ କାହିଁ ବାଟବଣା?
[02:34.32] ତୁ ହେଲୁ କାହିଁ ବାଟବଣା?
[02:39.66] କାହିଁ ଭୁଲିଗଲୁ ତୁ ମୋ ଠିକଣା?
[02:45.10] କାହିଁ କଲୁ ମୋ ମନ ଚୁନା-ଚୁନା?
[02:50.70] ଏ ମନ ତତେ ଝୁରେ
[02:55.35] ତୁ ରହିଛୁ କେତେ ଦୂରେ
[03:00.99] ଏ ମନ ତତେ ଝୁରେ
[03:06.20] ତୁ ରହିଛୁ କେତେ ଦୂରେ
[03:12.15] ହେ-ହେ-ହେ
[03:16.64] ହୋ-ହୋ-ହୋ
[03:23.75]
[03:49.04] ଆସିଥିଲୁ କାହିଁ କ୍ଷଣିକେ
[03:54.14] ବିଷ ଭରିବାକୁ ମୋ ମନେ
[03:59.45] ଆସିଥିଲୁ କାହିଁ କ୍ଷଣିକେ
[04:04.58] ବିଷ ଭରିବାକୁ ମୋ ମନେ
[04:10.05] ତୁ ହେଲୁ କାହିଁ ସ୍ବାର୍ଥପର?
[04:15.02] ତୁ ହେଲୁ କାହିଁ ସ୍ବାର୍ଥପର?
[04:20.27] ଗଢ଼ିଥିଲୁ କାହିଁ କୁହୁଡ଼ିର ଘର?
[04:26.02] ସବୁ ଥିଲା ଛଳନା ତୋର
[04:31.13] ଏ ମନ ତତେ ଝୁରେ
[04:36.04] ତୁ ରହିଛୁ କେତେ ଦୂରେ
[04:41.57] ଏ ମନ ତତେ ଝୁରେ
[04:46.88] ତୁ ରହିଛୁ କେତେ ଦୂରେ
[04:52.09] ତୁ ରହିଛୁ କେତେ ଦୂରେ
[04:57.18] ତୁ ରହିଛୁ କେତେ ଦୂରେ
[05:19.53]

⭐ Rate These Lyrics

Average: 0.0/5 • 0 ratings