Home 🎬 Bollywood 🎵 Pakistani 🎤 English Pop

Tu Megha Heija

👤 Humane Sagar feat. Aseema Panda 🎼 Tu Megha Heija - Single ⏱️ 5:02
🎵 2404 characters
⏱️ 5:02 duration
🆔 ID: 6504376

📜 Lyrics

ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା
ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା

ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ
ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ
ମୋ ହୃଦୟରେ ରଙ୍ଗ ଭରିଦେଇଯା

ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା
ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା

ତୋ ଚାହାଣି ମୋତେ କରିଛି ଦିୱାନା
ରାତି-ଦିନ ଖାଲି ଭାବୁଛି ତୋ କଥା
ହଁ, ସବୁ ମୁହଁ ମୋତେ ଲାଗୁଛି ତୋପରି
ବୁଝିନେ ତୁ ଆଜି ମୋ ମନ ଅବସ୍ଥା

ଶବ୍ଦରେ କେମିତି ପାରିବି କହି ମୁଁ?
ଶବ୍ଦରେ କେମିତି ପାରିବି କହି ମୁଁ?
ପାଖେ ଆସି ଥରେ ମୋତେ ଛୁଇଁଦେଇଯା

ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା
ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା

ସବୁ ଋତୁ ଆଜି ଲାଗୁଚି ବସନ୍ତ
ମନରେ ଆସିଛି ଅକୁହା ପୁଲକ
ହୋ, ତୁ ଯାହା ଭାବୁଚୁ ମୁଁ ବି ଭାବୁଚି
ତୁ କହିଦଉଚୁ ହେଲେ ମୁଁ ରହେ ନିରବ

ନିରବ ରହିବୁ ଆଉ କେତେ ଦିନ?
ନିରବ ରହିବୁ ଆଉ କେତେ ଦିନ?
ତୋ ହୃଦୟର କଥା ଆଜି ମାନିଯା

ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା
ତୁ ମେଘ ହେଇଯା, ମୋତେ ସାଥେ ନେଇଯା
ତୁ ବର୍ଷା ହେଇଯା, ଭିଜେଇ ଦେଇଯା

⏱️ Synced Lyrics

[00:28.92] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[00:34.55] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[00:40.10] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[00:45.78] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[00:51.17] ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ
[00:56.72] ତୋ ପ୍ରେମେ ଭିଜିଲେ ପାଇବି ମୁଁ ସବୁ
[01:02.23] ମୋ ହୃଦୟରେ ରଙ୍ଗ ଭରିଦେଇଯା
[01:08.02] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[01:13.51] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[01:19.29] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[01:24.71] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[01:30.95]
[01:56.03] ତୋ ଚାହାଣି ମୋତେ କରିଛି ଦିୱାନା
[02:01.67] ରାତି-ଦିନ ଖାଲି ଭାବୁଛି ତୋ କଥା
[02:11.96] ହଁ, ସବୁ ମୁହଁ ମୋତେ ଲାଗୁଛି ତୋପରି
[02:18.32] ବୁଝିନେ ତୁ ଆଜି ମୋ ମନ ଅବସ୍ଥା
[02:23.13] ଶବ୍ଦରେ କେମିତି ପାରିବି କହି ମୁଁ?
[02:28.78] ଶବ୍ଦରେ କେମିତି ପାରିବି କହି ମୁଁ?
[02:34.39] ପାଖେ ଆସି ଥରେ ମୋତେ ଛୁଇଁଦେଇଯା
[02:40.00] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[02:45.63] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[02:51.16] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[02:56.86] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[03:02.82]
[03:25.29] ସବୁ ଋତୁ ଆଜି ଲାଗୁଚି ବସନ୍ତ
[03:30.82] ମନରେ ଆସିଛି ଅକୁହା ପୁଲକ
[03:41.28] ହୋ, ତୁ ଯାହା ଭାବୁଚୁ ମୁଁ ବି ଭାବୁଚି
[03:47.68] ତୁ କହିଦଉଚୁ ହେଲେ ମୁଁ ରହେ ନିରବ
[03:52.56] ନିରବ ରହିବୁ ଆଉ କେତେ ଦିନ?
[03:58.03] ନିରବ ରହିବୁ ଆଉ କେତେ ଦିନ?
[04:03.73] ତୋ ହୃଦୟର କଥା ଆଜି ମାନିଯା
[04:09.44] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[04:14.97] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[04:20.45] ତୁ ମେଘ ହେଇଯା, ମୋତେ ସାଥେ ନେଇଯା
[04:26.09] ତୁ ବର୍ଷା ହେଇଯା, ଭିଜେଇ ଦେଇଯା
[04:31.58]

⭐ Rate These Lyrics

Average: 0.0/5 • 0 ratings