Home 🎬 Bollywood 🎵 Pakistani 🎤 English Pop

Gajal Gajal

👤 Diptirekha Padhi & Humane Sagar 🎼 Valentine Day, Vol.2 (Original Motion Picture Soundtrack) ⏱️ 4:26
🎵 2226 characters
⏱️ 4:26 duration
🆔 ID: 6555915

📜 Lyrics

ଏତେ ଭଲ ମତେ ପାଇଲୁ ତୁ
ହୃଦୟକୁ ଏତେ ଛୁଇଁଲୁ ତୁ
ଛାତି ତଳେ ମୋର ହେଲା ହଲଚଲ

ଏତେ ମିଠା ତୋଇ ରାଗ ଋଷା
ରାଗ ତଳେ ଏତେ ମହୁବର୍ଷା
ମନ ତଳେ ମୋର ହେଲା ଝଲମଲ
ହଁ ହସ ତୋର ହାତ ବୁଣା ରେସମି ରୁମାଲ୍

ହାଏ ତୋ ପ୍ରେମ गजल-गजल, गजल-गजल, गजल-गजल
ହାଏ ତୋ ପ୍ରେମ गजल-गजल, गजल-गजल, गजल-गजल

ସ୍ୱପ୍ନ ହଁ ତୁ ସ୍ବପ୍ନ ଧୀରେ-ଧୀରେ ଆସିଲୁ
ଆଖି ସାରା ବସିଲୁ
ନେଇଗଲୁ ମୋର ମନ

ଜହ୍ନ ହଁ ତୁ ଜହ୍ନ
ଧୀରେ-ଧୀରେ ଉଇଁଲୁ
ଏମିତି ତୁ ଛୁଇଁଲୁ ଦେହ ସାରା ଚିହ୍ନ-ଚିହ୍ନ

ନୀଳ, ନୀଳ ଆଖି ନିଶା-ନିଶା
ତାରକସି ତୋ ରୂପର नक्शा
ଦିନ ରାତି ହାଏ ହେଲା ଝଲମଲ
ହୋ ଚାହାଣିରେ ଚୁନା-ଚୁନା ଚୁମକିର पायल

ହାଏ ତୋ ପ୍ରେମ गजल-गजल, गजल-गजल, गजल-गजल
ହାଏ ତୋ ପ୍ରେମ गजल-गजल, गजल-गजल, गजल-गजल

ବାସ୍ନା ହଁ ତୁ ବାସ୍ନା
ଧୀରେ-ଧୀରେ ବହିଲୁ, ବାଟ ସାରା ଛୁଇଁଲୁ
ମାଟି ହେଲା ସୁନା-ସୁନା

ସୁନା ହଁ ତୁ ସୁନା
ଚିକିମିକ୍ ତୋ ରଙ୍ଗରେ
ଚମକେଇଲୁ ଭାଗ୍ୟରେ
ତୋ ବିନା ମୁଁ ଚୁନାଚୁନା

ଝୁମାଝୁମା ଲାଗେ ସାରାଦିନ
ଚୁମାଚୁମା ଲାଗେ ସାରା ରାତି
ଏକି ରୋଗ ମତେ କଲା କଲବଲ
ହଁ ଦୁନିଆରେ ତୁ ଏକା ପୁଅଟେ କମାଲ

ହାଏ ତୋ ପ୍ରେମ गजल-गजल, गजल-गजल, गजल-गजल
ହାଏ ତୋ ପ୍ରେମ गजल-गजल, गजल-गजल, गजल-गजल

⭐ Rate These Lyrics

Average: 0.0/5 • 0 ratings