Kebe Aasi Tu
🎵 3039 characters
⏱️ 4:53 duration
🆔 ID: 6555965
📜 Lyrics
କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
ଖୁସିରେ ମୁଁ ଦେଖୁଥିବି ତତେ, ତୁ ସିଏ ନା କିଏ ଆଉ?
କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
ଖୁସିରେ ମୁଁ ଦେଖୁଥିବି ତୋତେ, ତୁ ସିଏ ନା କିଏ ଆଉ?
ସେଇ ମୁହୂର୍ତ୍ତଟା ମୋର
ସାଙ୍ଗେ ଥିବ ସ୍ମୃତି ତୋର
ବାସ୍, ଏତିକି ମୁଁ ଚାହେଁ ପ୍ରେମରେ
ଏଇ ଜୀବନଟା ମୋର
ଥାଉ ସାଙ୍ଗେ ଖାଲି ତୋର
ସବୁ ଦିନ ପାଇଁ ତୋ ସାଥିରେ
ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ, ମୁଁ-ଚାହେଁ, woah
Woah-oh-uh-hu
Woah-oh-uh-ho
Woah-oh-uh-hu
Woah-oh-uh-ho
କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
ଥିବା ଦୁହେଁ ଆମେ ପାଖା-ପାଖି, ହାତ ଧରି ଦୁହିଁଙ୍କର
ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର
ଥିବା ଦୁହେଁ ଆମେ ପାଖା-ପାଖି, ହାତ ଧରି ଦୁହିଁଙ୍କର
ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର
ଅଜଣା ସେ ବାଟରେ
କେବେ ତୁ ଆସୁରେ
ତୋ ସ୍ମୃତିଚିହ୍ନ ନେଇ
ପାଏ କେତେ ଭଲ ରେ
ପାରେ ନାହିଁ କହି ରେ
ଜାଣେ ଯାହା ମନ ଖାଲି
ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
ବୁଝିବାକୁ ଚାହେଁ, ମୁଁ-ଚାହେଁ, woah
ମୋରି ବାଟରେ ମୋରି ସାଥିରେ
ସବୁବେଳେ ଚାହେଁ ତୋତେ ମୋ ସାଙ୍ଗରେ
ମୋରି ପ୍ରେମର ଅଭୁଲା ସ୍ମୃତିରେ
ଥା' ସବୁବେଳେ ମୋରି ପାଖରେ
ଭଲ ଲାଗେ କାଇଁ ତୋତେ ଦେଖିବାକୁ?
ଭଲ ଲାଗେ କାଇଁ ତୋତେ ଭାବିବାକୁ?
ଏତିକି ବୁଝିଛି ସବୁ ପ୍ରେମ ଖାଲି ତୋ ପାଇଁ

⏱️ Synced Lyrics
[00:10.37] କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
[00:19.77] ଖୁସିରେ ମୁଁ ଦେଖୁଥିବି ତତେ, ତୁ ସିଏ ନା କିଏ ଆଉ?
[00:29.51] କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
[00:36.80] ଖୁସିରେ ମୁଁ ଦେଖୁଥିବି ତୋତେ, ତୁ ସିଏ ନା କିଏ ଆଉ?
[00:45.44] ସେଇ ମୁହୂର୍ତ୍ତଟା ମୋର
[00:47.63] ସାଙ୍ଗେ ଥିବ ସ୍ମୃତି ତୋର
[00:50.37] ବାସ୍, ଏତିକି ମୁଁ ଚାହେଁ ପ୍ରେମରେ
[00:55.02] ଏଇ ଜୀବନଟା ମୋର
[00:57.34] ଥାଉ ସାଙ୍ଗେ ଖାଲି ତୋର
[00:59.74] ସବୁ ଦିନ ପାଇଁ ତୋ ସାଥିରେ
[01:04.34] ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
[01:09.19] ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
[01:13.10] ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
[01:18.79] ବୁଝିବାକୁ ଚାହେଁ, ମୁଁ-ଚାହେଁ, woah
[01:24.46] Woah-oh-uh-hu
[01:29.17] Woah-oh-uh-ho
[01:33.94] Woah-oh-uh-hu
[01:38.85] Woah-oh-uh-ho
[01:43.94] କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
[02:14.23] ଥିବା ଦୁହେଁ ଆମେ ପାଖା-ପାଖି, ହାତ ଧରି ଦୁହିଁଙ୍କର
[02:21.48] ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର
[02:38.28] ଥିବା ଦୁହେଁ ଆମେ ପାଖା-ପାଖି, ହାତ ଧରି ଦୁହିଁଙ୍କର
[02:45.41] ହସୁଥିବ ଦେଖି ଆମ ଆଖି, ଥିବ ସାକ୍ଷୀ ସେ ପ୍ରେମର
[02:52.95] ଅଜଣା ସେ ବାଟରେ
[02:55.61] କେବେ ତୁ ଆସୁରେ
[02:58.07] ତୋ ସ୍ମୃତିଚିହ୍ନ ନେଇ
[03:02.66] ପାଏ କେତେ ଭଲ ରେ
[03:04.97] ପାରେ ନାହିଁ କହି ରେ
[03:07.47] ଜାଣେ ଯାହା ମନ ଖାଲି
[03:11.44] ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
[03:16.21] ବୁଝିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
[03:21.03] ଶୁଣିବାକୁ ଚାହେଁ, ମୁଁ ଚାହେଁ, ମୁଁ ଚାହେଁ ତୋତେରେ
[03:25.81] ବୁଝିବାକୁ ଚାହେଁ, ମୁଁ-ଚାହେଁ, woah
[03:50.72] ମୋରି ବାଟରେ ମୋରି ସାଥିରେ
[03:53.03] ସବୁବେଳେ ଚାହେଁ ତୋତେ ମୋ ସାଙ୍ଗରେ
[03:55.74] ମୋରି ପ୍ରେମର ଅଭୁଲା ସ୍ମୃତିରେ
[03:57.94] ଥା' ସବୁବେଳେ ମୋରି ପାଖରେ
[04:00.31] ଭଲ ଲାଗେ କାଇଁ ତୋତେ ଦେଖିବାକୁ?
[04:05.17] ଭଲ ଲାଗେ କାଇଁ ତୋତେ ଭାବିବାକୁ?
[04:09.99] ଏତିକି ବୁଝିଛି ସବୁ ପ୍ରେମ ଖାଲି ତୋ ପାଇଁ
[04:18.37] Woah-oh-uh-hu
[04:23.10] Woah-oh-uh-ho
[04:27.88] Woah-oh-uh-hu
[04:32.66] Woah-oh-uh-ho
[04:37.99] କେବେ ଆସି ତୁ କହିଦବୁ? "ମୋତେ ଭଲ ପାଉ"
[04:45.44]