Tike Tike Barsha Hela
🎵 2262 characters
⏱️ 3:56 duration
🆔 ID: 6556094
📜 Lyrics
ଟିକେ ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା
ଟୋପା ଟୋପା ତୋ ଦେହରେ ମୋତି ଝରିଲା
ଓ, ଟିକେ ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା
ଟୋପା ଟୋପା ତୋ ଦେହରେ ମୋତି ଝରିଲା
ଟିକେ ଟିକେ ଖରା ହେଲା, ଟିକେ ନାଲି ଦିଶିଲା
ମିଠା ମିଠା ତୋ ମୁହଁରେ ରଙ୍ଗ ଝରିଲା
ସେଇ ରଙ୍ଗରେ ସେଇ ଋତୁରେ ଲାଗେ ସତେରେ
ମୋ ମନରେ ପ୍ରେମ ଉଙ୍କି ମାରିଲା
ପ୍ରେମ ହେଲା, ପ୍ରେମ ହେଲା
हौले-हौले ହେଇଗଲା
ସାତ ରାଗ, ସାତ ସୁର ମୋ ମନରେ ଭରିଗଲା
ଏମିତି ତୁ ଆସିଲୁ ମୋ ମନରେ ବସିଲୁ
ଭରସାର ପ୍ରେମ ନେଇ ଭଲ ପାଇଲୁ
ଏମିତି ତୁ ଚାହିଁଲୁ ଭାବନାରେ କହିଲୁ
ଜିଇଁବାର ଆଶା ନେଇ ମୋତେ ଛୁଇଁଲୁ
ସେଇ ଛୁଆଁରେ, ତୋ ଗୀତରେ ଲାଗେ ସତେରେ
ହୃଦୟରେ ସାତ ରାଗ ବାନ୍ଧିଲା
ପ୍ରେମ ହେଲା, ପ୍ରେମ ହେଲା
हौले-हौले ହେଇଗଲା
ସାତ ରାଗ, ସାତ ସୁର ମୋ ମନରେ ଭରିଗଲା
ତତେ ଦେଖେ ମୋ ଆଖି, ଝୁରେ ମୁଁ ନୀତି-ନୀତି
ତୁ ଥିଲେ ଭିଜା-ଭିଜା ଲାଗେ ଏ ପ୍ରୀତି
ଓ, ଏଇ ସେ ପ୍ରଜାପତି ଚୁମେ ରେ ଚୁପି ଚୁପି
ବଗିଚାରେ ମିଠା ମହୁ ପଡ଼ିଛି ଟିକେ
ସେଇ ମହୁରେ, ସେଇ ଫୁଲରେ ଲାଗେ ସତେରେ
ଚାରିଆଡ଼େ ଏ କି ବାସ୍ନା ବହିଲା?
ପ୍ରେମ ହେଲା, ପ୍ରେମ ହେଲା
हौले-हौले ହେଇଗଲା
ସାତ ରାଗ, ସାତ ସୁର ମୋ ମନରେ ଭରିଗଲା
ଲା, ଲା, ଲା
ଲା, ଲା, ଲା
ଓ, ଓ, ଓ

⏱️ Synced Lyrics
[00:22.03] ଟିକେ ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା
[00:27.30] ଟୋପା ଟୋପା ତୋ ଦେହରେ ମୋତି ଝରିଲା
[00:31.83]
[00:37.64] ଓ, ଟିକେ ଟିକେ ବର୍ଷା ହେଲା, ଟିକେ ଛିଟା ଲାଗିଲା
[00:43.30] ଟୋପା ଟୋପା ତୋ ଦେହରେ ମୋତି ଝରିଲା
[00:48.72] ଟିକେ ଟିକେ ଖରା ହେଲା, ଟିକେ ନାଲି ଦିଶିଲା
[00:54.03] ମିଠା ମିଠା ତୋ ମୁହଁରେ ରଙ୍ଗ ଝରିଲା
[00:59.24] ସେଇ ରଙ୍ଗରେ ସେଇ ଋତୁରେ ଲାଗେ ସତେରେ
[01:04.74] ମୋ ମନରେ ପ୍ରେମ ଉଙ୍କି ମାରିଲା
[01:09.51] ପ୍ରେମ ହେଲା, ପ୍ରେମ ହେଲା
[01:12.26] हौले-हौले ହେଇଗଲା
[01:14.88] ସାତ ରାଗ, ସାତ ସୁର ମୋ ମନରେ ଭରିଗଲା
[01:19.40]
[01:47.56] ଏମିତି ତୁ ଆସିଲୁ ମୋ ମନରେ ବସିଲୁ
[01:52.89] ଭରସାର ପ୍ରେମ ନେଇ ଭଲ ପାଇଲୁ
[01:58.17] ଏମିତି ତୁ ଚାହିଁଲୁ ଭାବନାରେ କହିଲୁ
[02:03.55] ଜିଇଁବାର ଆଶା ନେଇ ମୋତେ ଛୁଇଁଲୁ
[02:08.39] ସେଇ ଛୁଆଁରେ, ତୋ ଗୀତରେ ଲାଗେ ସତେରେ
[02:14.14] ହୃଦୟରେ ସାତ ରାଗ ବାନ୍ଧିଲା
[02:18.72] ପ୍ରେମ ହେଲା, ପ୍ରେମ ହେଲା
[02:21.42] हौले-हौले ହେଇଗଲା
[02:24.18] ସାତ ରାଗ, ସାତ ସୁର ମୋ ମନରେ ଭରିଗଲା
[02:28.66]
[02:56.97] ତତେ ଦେଖେ ମୋ ଆଖି, ଝୁରେ ମୁଁ ନୀତି-ନୀତି
[03:02.14] ତୁ ଥିଲେ ଭିଜା-ଭିଜା ଲାଗେ ଏ ପ୍ରୀତି
[03:07.26] ଓ, ଏଇ ସେ ପ୍ରଜାପତି ଚୁମେ ରେ ଚୁପି ଚୁପି
[03:12.75] ବଗିଚାରେ ମିଠା ମହୁ ପଡ଼ିଛି ଟିକେ
[03:17.64] ସେଇ ମହୁରେ, ସେଇ ଫୁଲରେ ଲାଗେ ସତେରେ
[03:23.40] ଚାରିଆଡ଼େ ଏ କି ବାସ୍ନା ବହିଲା?
[03:28.06] ପ୍ରେମ ହେଲା, ପ୍ରେମ ହେଲା
[03:30.61] हौले-हौले ହେଇଗଲା
[03:33.37] ସାତ ରାଗ, ସାତ ସୁର ମୋ ମନରେ ଭରିଗଲା
[03:38.73] ଲା, ଲା, ଲା
[03:41.58] ଲା, ଲା, ଲା
[03:44.21] ଓ, ଓ, ଓ
[03:46.94] ଓ, ଓ, ଓ
[03:49.92]