Mana Khojuthila Gote Premika
🎵 2744 characters
⏱️ 4:55 duration
🆔 ID: 6560589
📜 Lyrics
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଫିକା-ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣିଦେଲୁ ଫଗୁଣ
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଚାହିଁଦେଲୁ ମତେ ଯେବେ ତୁ ବୁଲି
ବିନା ଫଗୁଣରେ ଆସିଲା ହୋଲି
ପ୍ରେମ ତୋ ମାରି ଦେଲାରେ
ଓ, ଓ, ଓ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଲାଜ ମିଶା ତୋର ତୁନି ଓଠରେ
କହି ଗଲୁ କେତେ କଥା
ସବୁ ବୁଝିଗଲି ସବୁ ମାନିନେଲି
ପ୍ରେମର ଅକୁହା କଥା
ଓ, ଲାଜ ମିଶା ତୋର ତୁନି ଓଠରେ
କହି ଗଲୁ କେତେ କଥା
ସବୁ ବୁଝିଗଲି ସବୁ ମାନିନେଲି
ପ୍ରେମର ଅକୁହା କଥା
ହାତକୁ ମୋ ଯେବେ ଦେଲୁ ତୁ ଧରି
ଲାଗୁଛି ସତେକି ଯିବି ମୁଁ ମରି
କି ଯାଦୁ କଲୁ କହରେ?
ଓ, ଓ, ଓ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ପାଦ ଚିପି-ଚିପି ଗଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
ତୋ ନାଁ ହେଇଛି ଲେଖା
ଓ, ପାଦ ଚିପି-ଚିପି ଗଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
ତୋ ନାଁ ହେଇଛି ଲେଖା
ନଜରରେ ମୋତେ ଦେଲୁ ତୁ ଧରି
ପୃଥିବୀ ଏଇଠି ଗଲାକି ସରି?
କି ରଙ୍ଗ ଲାଗିଗଲା ରେ?
ଓ, ଓ, ଓ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଫିକା-ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣିଦେଲୁ ଫଗୁଣ
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଫିକା-ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣିଦେଲୁ ଫଗୁଣ
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଚାହିଁଦେଲୁ ମତେ ଯେବେ ତୁ ବୁଲି
ବିନା ଫଗୁଣରେ ଆସିଲା ହୋଲି
ପ୍ରେମ ତୋ ମାରି ଦେଲାରେ
ଓ, ଓ, ଓ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଲାଜ ମିଶା ତୋର ତୁନି ଓଠରେ
କହି ଗଲୁ କେତେ କଥା
ସବୁ ବୁଝିଗଲି ସବୁ ମାନିନେଲି
ପ୍ରେମର ଅକୁହା କଥା
ଓ, ଲାଜ ମିଶା ତୋର ତୁନି ଓଠରେ
କହି ଗଲୁ କେତେ କଥା
ସବୁ ବୁଝିଗଲି ସବୁ ମାନିନେଲି
ପ୍ରେମର ଅକୁହା କଥା
ହାତକୁ ମୋ ଯେବେ ଦେଲୁ ତୁ ଧରି
ଲାଗୁଛି ସତେକି ଯିବି ମୁଁ ମରି
କି ଯାଦୁ କଲୁ କହରେ?
ଓ, ଓ, ଓ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ପାଦ ଚିପି-ଚିପି ଗଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
ତୋ ନାଁ ହେଇଛି ଲେଖା
ଓ, ପାଦ ଚିପି-ଚିପି ଗଲି ପାଖକୁ
ହେଲା ତୋ ସାଥିରେ ଦେଖା
ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
ତୋ ନାଁ ହେଇଛି ଲେଖା
ନଜରରେ ମୋତେ ଦେଲୁ ତୁ ଧରି
ପୃଥିବୀ ଏଇଠି ଗଲାକି ସରି?
କି ରଙ୍ଗ ଲାଗିଗଲା ରେ?
ଓ, ଓ, ଓ
ମନ ଖୋଜୁଥିଲା ଗୋଟେ ପ୍ରେମିକା
ତାକୁ ମିଳିଲା ମନର ନାୟିକା
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
ଫିକା-ଫିକା ଥିଲା ଏଇ ଜୀବନ
ରଙ୍ଗ ଭରି ଆଣିଦେଲୁ ଫଗୁଣ
ପ୍ରେମ ହେଲା କି ହାଏ ମୋତେ ରେ?
ଓ, ଓ, ଓ
⏱️ Synced Lyrics
[00:32.87] ମନ ଖୋଜୁଥିଲା ଗୋଟେ ପ୍ରେମିକା
[00:36.68] ତାକୁ ମିଳିଲା ମନର ନାୟିକା
[00:40.38] ପ୍ରେମ ହେଲା କି ହାଏ ମୋତେ ରେ?
[00:43.50] ଓ, ଓ, ଓ
[00:47.83] ଫିକା-ଫିକା ଥିଲା ଏଇ ଜୀବନ
[00:51.37] ରଙ୍ଗ ଭରି ଆଣିଦେଲୁ ଫଗୁଣ
[00:55.06] ପ୍ରେମ ହେଲା କି ହାଏ ମୋତେ ରେ?
[00:58.26] ଓ, ଓ, ଓ
[01:03.01] ଚାହିଁଦେଲୁ ମତେ ଯେବେ ତୁ ବୁଲି
[01:06.74] ବିନା ଫଗୁଣରେ ଆସିଲା ହୋଲି
[01:10.43] ପ୍ରେମ ତୋ ମାରି ଦେଲାରେ
[01:13.08] ଓ, ଓ, ଓ
[01:17.42] ମନ ଖୋଜୁଥିଲା ଗୋଟେ ପ୍ରେମିକା
[01:21.15] ତାକୁ ମିଳିଲା ମନର ନାୟିକା
[01:24.88] ପ୍ରେମ ହେଲା କି ହାଏ ମୋତେ ରେ?
[01:28.13] ଓ, ଓ, ଓ
[01:30.98]
[01:55.19] ଲାଜ ମିଶା ତୋର ତୁନି ଓଠରେ
[01:59.05] କହି ଗଲୁ କେତେ କଥା
[02:02.36] ସବୁ ବୁଝିଗଲି ସବୁ ମାନିନେଲି
[02:06.21] ପ୍ରେମର ଅକୁହା କଥା
[02:13.28] ଓ, ଲାଜ ମିଶା ତୋର ତୁନି ଓଠରେ
[02:17.47] କହି ଗଲୁ କେତେ କଥା
[02:21.09] ସବୁ ବୁଝିଗଲି ସବୁ ମାନିନେଲି
[02:24.71] ପ୍ରେମର ଅକୁହା କଥା
[02:28.50] ହାତକୁ ମୋ ଯେବେ ଦେଲୁ ତୁ ଧରି
[02:32.22] ଲାଗୁଛି ସତେକି ଯିବି ମୁଁ ମରି
[02:36.09] କି ଯାଦୁ କଲୁ କହରେ?
[02:38.86] ଓ, ଓ, ଓ
[02:42.82] ମନ ଖୋଜୁଥିଲା ଗୋଟେ ପ୍ରେମିକା
[02:46.63] ତାକୁ ମିଳିଲା ମନର ନାୟିକା
[02:50.35] ପ୍ରେମ ହେଲା କି ହାଏ ମୋତେ ରେ?
[02:53.40] ଓ, ଓ, ଓ
[02:56.56]
[03:20.61] ପାଦ ଚିପି-ଚିପି ଗଲି ପାଖକୁ
[03:24.44] ହେଲା ତୋ ସାଥିରେ ଦେଖା
[03:27.90] ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
[03:31.94] ତୋ ନାଁ ହେଇଛି ଲେଖା
[03:38.12] ଓ, ପାଦ ଚିପି-ଚିପି ଗଲି ପାଖକୁ
[03:43.07] ହେଲା ତୋ ସାଥିରେ ଦେଖା
[03:46.61] ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
[03:50.33] ତୋ ନାଁ ହେଇଛି ଲେଖା
[03:54.12] ନଜରରେ ମୋତେ ଦେଲୁ ତୁ ଧରି
[03:57.83] ପୃଥିବୀ ଏଇଠି ଗଲାକି ସରି?
[04:01.51] କି ରଙ୍ଗ ଲାଗିଗଲା ରେ?
[04:04.24] ଓ, ଓ, ଓ
[04:08.28] ମନ ଖୋଜୁଥିଲା ଗୋଟେ ପ୍ରେମିକା
[04:12.20] ତାକୁ ମିଳିଲା ମନର ନାୟିକା
[04:15.98] ପ୍ରେମ ହେଲା କି ହାଏ ମୋତେ ରେ?
[04:19.18] ଓ, ଓ, ଓ
[04:23.25] ଫିକା-ଫିକା ଥିଲା ଏଇ ଜୀବନ
[04:26.94] ରଙ୍ଗ ଭରି ଆଣିଦେଲୁ ଫଗୁଣ
[04:30.69] ପ୍ରେମ ହେଲା କି ହାଏ ମୋତେ ରେ?
[04:33.84] ଓ, ଓ, ଓ
[04:36.71]
[00:36.68] ତାକୁ ମିଳିଲା ମନର ନାୟିକା
[00:40.38] ପ୍ରେମ ହେଲା କି ହାଏ ମୋତେ ରେ?
[00:43.50] ଓ, ଓ, ଓ
[00:47.83] ଫିକା-ଫିକା ଥିଲା ଏଇ ଜୀବନ
[00:51.37] ରଙ୍ଗ ଭରି ଆଣିଦେଲୁ ଫଗୁଣ
[00:55.06] ପ୍ରେମ ହେଲା କି ହାଏ ମୋତେ ରେ?
[00:58.26] ଓ, ଓ, ଓ
[01:03.01] ଚାହିଁଦେଲୁ ମତେ ଯେବେ ତୁ ବୁଲି
[01:06.74] ବିନା ଫଗୁଣରେ ଆସିଲା ହୋଲି
[01:10.43] ପ୍ରେମ ତୋ ମାରି ଦେଲାରେ
[01:13.08] ଓ, ଓ, ଓ
[01:17.42] ମନ ଖୋଜୁଥିଲା ଗୋଟେ ପ୍ରେମିକା
[01:21.15] ତାକୁ ମିଳିଲା ମନର ନାୟିକା
[01:24.88] ପ୍ରେମ ହେଲା କି ହାଏ ମୋତେ ରେ?
[01:28.13] ଓ, ଓ, ଓ
[01:30.98]
[01:55.19] ଲାଜ ମିଶା ତୋର ତୁନି ଓଠରେ
[01:59.05] କହି ଗଲୁ କେତେ କଥା
[02:02.36] ସବୁ ବୁଝିଗଲି ସବୁ ମାନିନେଲି
[02:06.21] ପ୍ରେମର ଅକୁହା କଥା
[02:13.28] ଓ, ଲାଜ ମିଶା ତୋର ତୁନି ଓଠରେ
[02:17.47] କହି ଗଲୁ କେତେ କଥା
[02:21.09] ସବୁ ବୁଝିଗଲି ସବୁ ମାନିନେଲି
[02:24.71] ପ୍ରେମର ଅକୁହା କଥା
[02:28.50] ହାତକୁ ମୋ ଯେବେ ଦେଲୁ ତୁ ଧରି
[02:32.22] ଲାଗୁଛି ସତେକି ଯିବି ମୁଁ ମରି
[02:36.09] କି ଯାଦୁ କଲୁ କହରେ?
[02:38.86] ଓ, ଓ, ଓ
[02:42.82] ମନ ଖୋଜୁଥିଲା ଗୋଟେ ପ୍ରେମିକା
[02:46.63] ତାକୁ ମିଳିଲା ମନର ନାୟିକା
[02:50.35] ପ୍ରେମ ହେଲା କି ହାଏ ମୋତେ ରେ?
[02:53.40] ଓ, ଓ, ଓ
[02:56.56]
[03:20.61] ପାଦ ଚିପି-ଚିପି ଗଲି ପାଖକୁ
[03:24.44] ହେଲା ତୋ ସାଥିରେ ଦେଖା
[03:27.90] ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
[03:31.94] ତୋ ନାଁ ହେଇଛି ଲେଖା
[03:38.12] ଓ, ପାଦ ଚିପି-ଚିପି ଗଲି ପାଖକୁ
[03:43.07] ହେଲା ତୋ ସାଥିରେ ଦେଖା
[03:46.61] ମୋ ହାତ ପାପୁଲି ଯେବେ ମୁଁ ଦେଖିଲି
[03:50.33] ତୋ ନାଁ ହେଇଛି ଲେଖା
[03:54.12] ନଜରରେ ମୋତେ ଦେଲୁ ତୁ ଧରି
[03:57.83] ପୃଥିବୀ ଏଇଠି ଗଲାକି ସରି?
[04:01.51] କି ରଙ୍ଗ ଲାଗିଗଲା ରେ?
[04:04.24] ଓ, ଓ, ଓ
[04:08.28] ମନ ଖୋଜୁଥିଲା ଗୋଟେ ପ୍ରେମିକା
[04:12.20] ତାକୁ ମିଳିଲା ମନର ନାୟିକା
[04:15.98] ପ୍ରେମ ହେଲା କି ହାଏ ମୋତେ ରେ?
[04:19.18] ଓ, ଓ, ଓ
[04:23.25] ଫିକା-ଫିକା ଥିଲା ଏଇ ଜୀବନ
[04:26.94] ରଙ୍ଗ ଭରି ଆଣିଦେଲୁ ଫଗୁଣ
[04:30.69] ପ୍ରେମ ହେଲା କି ହାଏ ମୋତେ ରେ?
[04:33.84] ଓ, ଓ, ଓ
[04:36.71]