Home 🎬 Bollywood 🎵 Pakistani 🎤 English Pop

Sita Lo Aji Jaluchi Jahara Chita Lo

👤 T.Shourie 🎼 Pabitra Entertainment ⏱️ 4:34
🎵 1546 characters
⏱️ 4:34 duration
🆔 ID: 6611188

📜 Lyrics

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ
ହାଁ ଏଇ ଚିତା ଥିଲା କାଲି ତୋ ପାଦ ଅଳତା
ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା
ଜଳେ ଲୋ ଜଳି ପାଉଁଶ ହୁଏ ସେ ସଳିତା ଲୋ

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ

ହୋ.ସିନ୍ଧୁର ସିନ୍ଦୁର ତୋର ହେଲା ଆଜି ଅଙ୍ଗାର
ହୋ.ଜିଇଁବାକୁ ହେବ ତତେ ପିଇ ପିଇ ଜହର
ହୋ.ବାହୁନି ବାହୁନି କାନ୍ଦେ. ହାଏ
ବାହୁନି ବାହୁନି କାନ୍ଦେ ତୋ କୋଳେ ମମତା ଲୋ

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ

ହୋ.ଆଉ କେ କରିବ ଥଟ୍ଟା ତତେ କହି ଉଦଣ୍ଡୀ
ହୋ.ବାଟ ଭାଙ୍ଗି ଚାଲିଗଲା ଅଧାବାଟେ ସେ ଭଣ୍ଡି
ହୋ.ମନ୍ଦିର ପଡ଼ିଛି ଖାଲି. ହାଏ
ମନ୍ଦିର ପଡ଼ିଛି ଖାଲି ନାହିଁ ତୋ ଦେବତା ଲୋ

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ
ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ

⭐ Rate These Lyrics

Average: 0.0/5 • 0 ratings