Home 🎬 Bollywood 🎵 Pakistani 🎤 English Pop

Hrudaya Bichara

👤 Babusan, Nibedita, Bikas Das 🎼 Lekhu Lekhu Lekhi Deli ⏱️ 4:26
🎵 2230 characters
⏱️ 4:26 duration
🆔 ID: 6622357

📜 Lyrics

ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା
ଏକା-ଏକା ମୁଁ ଅଧୁରା, ନଈକୂଳ କି किनारा
ଜଳେ ରାତିସାରା

ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?

ଛାତିତଳେ ତୋର କରିଛି ମୁଁ ଘର
ଖୋଜିଲେ ପାଇବୁ ହୃଦୟରେ ତୋର
ପାଖେ-ପାଖେ ଅଛି ମୁଁ

ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ହୃଦୟ ବିଚରା ଖୋଜେ ତୋ ସାହାରା

ରକତ ଝରାଏ ଚଲାପଥ ମୋର
କଣ୍ଟା ଖାଲି ବାଟସାରା
ରକତ ଝରାଏ ଚଲାପଥ ମୋର
କଣ୍ଟା ଖାଲି ବାଟସାରା
ବିରହ ନିଆଁରେ କୁହୁଳି-କୁହୁଳି
ଜଳୁଛି ମୁଁ ରାତିସାରା, ଜଳୁଛି ମୁଁ ରାତିସାରା

ସଞ୍ଜ ଆସେ ନଇଁ, ଜହ୍ନ ଆସେ ଉଇଁ
କହିବାକୁ ଖାଲି ମୁଁ ତୋରି ପାଇଁ
ପାଖେ-ପାଖେ ଅଛି ମୁଁ

ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ହୃଦୟ ବିଚରା ଖୋଜେ ତୋ ସାହାରା

ମନ ମୋ କହୁଛି ଏଇଠି କଉଠି
ପାଖେ-ପାଖେ ଅଛୁ ମୋର
ମନ ମୋ କହୁଛି ଏଇଠି କଉଠି
ପାଖେ-ପାଖେ ଅଛୁ ମୋର
କେମିତି ଜାଣିବି କଉବାଟେ ଗଲେ
ଦେଖାହେବ ପୁଣି ତୋର, ଦେଖାହେବ ପୁଣି ତୋର

ସପନର ପଥେ ଚାହିଁଛି ମୁଁ ତତେ
ହାତଧରି ମୋର ନେଇଯାରେ ମତେ
ପାଖେ-ପାଖେ ଅଛି ମୁଁ

ଖୋଜେ ମୁଁ, ଖୋଜେ ମୁଁ
କଉଠି ତୁ? କଉଠି ତୁ?
ହୃଦୟ ବିଚରା ଖୋଜେ ତୋ ସାହାରା
ହୃଦୟ ବିଚରା ଖୋଜେ ତୋ ସାହାରା

⏱️ Synced Lyrics

[00:18.74] ହୃଦୟ ବିଚରା ଖୋଜେ ତୋ ସାହାରା
[00:33.78] ହୃଦୟ ବିଚରା ଖୋଜେ ତୋ ସାହାରା
[00:37.54] ହୃଦୟ ବିଚରା ଖୋଜେ ତୋ ସାହାରା
[00:40.84] ଏକା-ଏକା ମୁଁ ଅଧୁରା, ନଈକୂଳ କି किनारा
[00:44.10] ଜଳେ ରାତିସାରା
[00:49.19] ଖୋଜେ ମୁଁ, ଖୋଜେ ମୁଁ
[00:53.26] କଉଠି ତୁ? କଉଠି ତୁ?
[00:56.65] ଛାତିତଳେ ତୋର କରିଛି ମୁଁ ଘର
[01:01.81] ଖୋଜିଲେ ପାଇବୁ ହୃଦୟରେ ତୋର
[01:06.34] ପାଖେ-ପାଖେ ଅଛି ମୁଁ
[01:09.86] ଖୋଜେ ମୁଁ, ଖୋଜେ ମୁଁ
[01:14.16] କଉଠି ତୁ? କଉଠି ତୁ?
[01:18.95] ହୃଦୟ ବିଚରା ଖୋଜେ ତୋ ସାହାରା
[01:46.00] ରକତ ଝରାଏ ଚଲାପଥ ମୋର
[01:50.27] କଣ୍ଟା ଖାଲି ବାଟସାରା
[01:54.50] ରକତ ଝରାଏ ଚଲାପଥ ମୋର
[01:58.49] କଣ୍ଟା ଖାଲି ବାଟସାରା
[02:02.36] ବିରହ ନିଆଁରେ କୁହୁଳି-କୁହୁଳି
[02:06.89] ଜଳୁଛି ମୁଁ ରାତିସାରା, ଜଳୁଛି ମୁଁ ରାତିସାରା
[02:14.68] ସଞ୍ଜ ଆସେ ନଇଁ, ଜହ୍ନ ଆସେ ଉଇଁ
[02:18.62] କହିବାକୁ ଖାଲି ମୁଁ ତୋରି ପାଇଁ
[02:23.12] ପାଖେ-ପାଖେ ଅଛି ମୁଁ
[02:26.78] ଖୋଜେ ମୁଁ, ଖୋଜେ ମୁଁ
[02:31.17] କଉଠି ତୁ? କଉଠି ତୁ?
[02:35.84] ହୃଦୟ ବିଚରା ଖୋଜେ ତୋ ସାହାରା
[03:00.16] ମନ ମୋ କହୁଛି ଏଇଠି କଉଠି
[03:04.51] ପାଖେ-ପାଖେ ଅଛୁ ମୋର
[03:08.66] ମନ ମୋ କହୁଛି ଏଇଠି କଉଠି
[03:13.08] ପାଖେ-ପାଖେ ଅଛୁ ମୋର
[03:16.87] କେମିତି ଜାଣିବି କଉବାଟେ ଗଲେ
[03:20.65] ଦେଖାହେବ ପୁଣି ତୋର, ଦେଖାହେବ ପୁଣି ତୋର
[03:28.93] ସପନର ପଥେ ଚାହିଁଛି ମୁଁ ତତେ
[03:32.94] ହାତଧରି ମୋର ନେଇଯାରେ ମତେ
[03:37.61] ପାଖେ-ପାଖେ ଅଛି ମୁଁ
[03:40.99] ଖୋଜେ ମୁଁ, ଖୋଜେ ମୁଁ
[03:45.65] କଉଠି ତୁ? କଉଠି ତୁ?
[03:50.09] ହୃଦୟ ବିଚରା ଖୋଜେ ତୋ ସାହାରା
[03:53.94] ହୃଦୟ ବିଚରା ଖୋଜେ ତୋ ସାହାରା
[03:58.38]

⭐ Rate These Lyrics

Average: 0.0/5 • 0 ratings