Hela Ki Prema
🎵 2665 characters
⏱️ 4:33 duration
🆔 ID: 6622416
📜 Lyrics
ଚାଲୁନି ଆଜି ମୁଁ ଚାଲେ ବାଟ
ଦୁନିଆଁ ଲାଗୁଛି ମୋତେ ଛୋଟ
ଖୋଲିନି ଆଜି ମୁଁ ମୋର ଓଠ
କିଏ ସେ କେଜାଣି ଗାଏ ଗୀତ?
ଆକାଶଟା ମାଟି ସାଥେ ମିଶେ ଯଉଠି
ମନ ମୋର ହଜିଗଲା ସେଇଠି
ସପନକୁ ଆଖି ବସି ଗଢ଼େ ଯଉଠି
ନିଦ ମୋର ହଜିଗଲା ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କିଏ ଦେଲା ମୋତେ ଛୁଇଁ?
ନିଜ ଭିତରେ ମୁଁ ନାହିଁ
ସବୁକିଛି ଲାଗିଲା ମୋତେ ଭଲ
ଜାଣିପାରିଲେନି କେହି ଏତେ ରଙ୍ଗ ବୋଳିହେଇ
କେତେବେଳେ ଫୁଟିଲା ଏ ଫୁଲ?
ଫଗୁଣଟା ଫୁଲ ସାଥେ ଗପେ ଯୋଉଠି
ଗପ ବସି ଲେଖିଲି ମୁଁ ସେଇଠି
ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
ପାଦ ମୋର ନାଚିଯାଏ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
ନିଜ ନାଁ ମୋର କାହିଁ
ମନେ ଆଜି ପଡୁନାହିଁ?
କେହି ଯଦି ପଚାରି ରହେ ତୁନି
ଭାବେ ସିନା ଗୋଟେ କଥା
କହେ ଆଉଗୋଟେ କଥା
କଲା ଏଇ ହୃଦୟ ବେଇମାନି
ହୃଦୟଟା ଛାତି ତଳେ ଥାଏ ଯଉଠି
ଲୁଚେଇଲି ତୋତେ ନେଇ ସେଇଠି
ଭାବନାଟା ହେଇଯାଏ ସତ ଯଉଠି
ମୋତେ ଖୋଜି ପାଇଲି ମୁଁ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
ଦୁନିଆଁ ଲାଗୁଛି ମୋତେ ଛୋଟ
ଖୋଲିନି ଆଜି ମୁଁ ମୋର ଓଠ
କିଏ ସେ କେଜାଣି ଗାଏ ଗୀତ?
ଆକାଶଟା ମାଟି ସାଥେ ମିଶେ ଯଉଠି
ମନ ମୋର ହଜିଗଲା ସେଇଠି
ସପନକୁ ଆଖି ବସି ଗଢ଼େ ଯଉଠି
ନିଦ ମୋର ହଜିଗଲା ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କିଏ ଦେଲା ମୋତେ ଛୁଇଁ?
ନିଜ ଭିତରେ ମୁଁ ନାହିଁ
ସବୁକିଛି ଲାଗିଲା ମୋତେ ଭଲ
ଜାଣିପାରିଲେନି କେହି ଏତେ ରଙ୍ଗ ବୋଳିହେଇ
କେତେବେଳେ ଫୁଟିଲା ଏ ଫୁଲ?
ଫଗୁଣଟା ଫୁଲ ସାଥେ ଗପେ ଯୋଉଠି
ଗପ ବସି ଲେଖିଲି ମୁଁ ସେଇଠି
ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
ପାଦ ମୋର ନାଚିଯାଏ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
ନିଜ ନାଁ ମୋର କାହିଁ
ମନେ ଆଜି ପଡୁନାହିଁ?
କେହି ଯଦି ପଚାରି ରହେ ତୁନି
ଭାବେ ସିନା ଗୋଟେ କଥା
କହେ ଆଉଗୋଟେ କଥା
କଲା ଏଇ ହୃଦୟ ବେଇମାନି
ହୃଦୟଟା ଛାତି ତଳେ ଥାଏ ଯଉଠି
ଲୁଚେଇଲି ତୋତେ ନେଇ ସେଇଠି
ଭାବନାଟା ହେଇଯାଏ ସତ ଯଉଠି
ମୋତେ ଖୋଜି ପାଇଲି ମୁଁ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
କହିଦେ, କହିଦେ, ହେଲା କି ପ୍ରେମ?
⏱️ Synced Lyrics
[00:37.10] ଚାଲୁନି ଆଜି ମୁଁ ଚାଲେ ବାଟ
[00:41.76] ଦୁନିଆଁ ଲାଗୁଛି ମୋତେ ଛୋଟ
[00:46.47] ଖୋଲିନି ଆଜି ମୁଁ ମୋର ଓଠ
[00:50.91] କିଏ ସେ କେଜାଣି ଗାଏ ଗୀତ?
[00:55.68] ଆକାଶଟା ମାଟି ସାଥେ ମିଶେ ଯଉଠି
[01:00.35] ମନ ମୋର ହଜିଗଲା ସେଇଠି
[01:04.91] ସପନକୁ ଆଖି ବସି ଗଢ଼େ ଯଉଠି
[01:09.43] ନିଦ ମୋର ହଜିଗଲା ସେଇଠି
[01:14.01] ଏମିତି ହେଲା ମୋ ଜୀବନେ ପ୍ରଥମ
[01:18.67] କହିଦେ, କହିଦେ, ହେଲା କି ପ୍ରେମ?
[01:23.49] କହିଦେ, କହିଦେ, ହେଲା କି ପ୍ରେମ?
[01:27.99] କହିଦେ, କହିଦେ, ହେଲା କି ପ୍ରେମ?
[01:32.59] କହିଦେ, କହିଦେ, ହେଲା କି ପ୍ରେମ?
[01:36.93]
[02:04.82] କିଏ ଦେଲା ମୋତେ ଛୁଇଁ?
[02:07.23] ନିଜ ଭିତରେ ମୁଁ ନାହିଁ
[02:09.48] ସବୁକିଛି ଲାଗିଲା ମୋତେ ଭଲ
[02:14.15] ଜାଣିପାରିଲେନି କେହି ଏତେ ରଙ୍ଗ ବୋଳିହେଇ
[02:18.54] କେତେବେଳେ ଫୁଟିଲା ଏ ଫୁଲ?
[02:23.30] ଫଗୁଣଟା ଫୁଲ ସାଥେ ଗପେ ଯୋଉଠି
[02:27.99] ଗପ ବସି ଲେଖିଲି ମୁଁ ସେଇଠି
[02:32.42] ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
[02:37.28] ପାଦ ମୋର ନାଚିଯାଏ ସେଇଠି
[02:41.75] ଏମିତି ହେଲା ମୋ ଜୀବନେ ପ୍ରଥମ
[02:46.42] କହିଦେ, କହିଦେ, ହେଲା କି ପ୍ରେମ?
[02:51.11] କହିଦେ, କହିଦେ, ହେଲା କି ପ୍ରେମ?
[02:55.62] କହିଦେ, କହିଦେ, ହେଲା କି ପ୍ରେମ?
[03:00.29] କହିଦେ, କହିଦେ, ହେଲା କି ପ୍ରେମ?
[03:04.83]
[03:28.07] ନିଜ ନାଁ ମୋର କାହିଁ
[03:30.35] ମନେ ଆଜି ପଡୁନାହିଁ?
[03:32.54] କେହି ଯଦି ପଚାରି ରହେ ତୁନି
[03:37.01] ଭାବେ ସିନା ଗୋଟେ କଥା
[03:39.65] କହେ ଆଉଗୋଟେ କଥା
[03:41.80] କଲା ଏଇ ହୃଦୟ ବେଇମାନି
[03:46.48] ହୃଦୟଟା ଛାତି ତଳେ ଥାଏ ଯଉଠି
[03:50.96] ଲୁଚେଇଲି ତୋତେ ନେଇ ସେଇଠି
[03:55.78] ଭାବନାଟା ହେଇଯାଏ ସତ ଯଉଠି
[04:00.24] ମୋତେ ଖୋଜି ପାଇଲି ମୁଁ ସେଇଠି
[04:04.88] ଏମିତି ହେଲା ମୋ ଜୀବନେ ପ୍ରଥମ
[04:09.62] କହିଦେ, କହିଦେ, ହେଲା କି ପ୍ରେମ?
[04:14.15] କହିଦେ, କହିଦେ, ହେଲା କି ପ୍ରେମ?
[04:18.77] କହିଦେ, କହିଦେ, ହେଲା କି ପ୍ରେମ?
[04:23.31] କହିଦେ, କହିଦେ, ହେଲା କି ପ୍ରେମ?
[04:28.25]
[00:41.76] ଦୁନିଆଁ ଲାଗୁଛି ମୋତେ ଛୋଟ
[00:46.47] ଖୋଲିନି ଆଜି ମୁଁ ମୋର ଓଠ
[00:50.91] କିଏ ସେ କେଜାଣି ଗାଏ ଗୀତ?
[00:55.68] ଆକାଶଟା ମାଟି ସାଥେ ମିଶେ ଯଉଠି
[01:00.35] ମନ ମୋର ହଜିଗଲା ସେଇଠି
[01:04.91] ସପନକୁ ଆଖି ବସି ଗଢ଼େ ଯଉଠି
[01:09.43] ନିଦ ମୋର ହଜିଗଲା ସେଇଠି
[01:14.01] ଏମିତି ହେଲା ମୋ ଜୀବନେ ପ୍ରଥମ
[01:18.67] କହିଦେ, କହିଦେ, ହେଲା କି ପ୍ରେମ?
[01:23.49] କହିଦେ, କହିଦେ, ହେଲା କି ପ୍ରେମ?
[01:27.99] କହିଦେ, କହିଦେ, ହେଲା କି ପ୍ରେମ?
[01:32.59] କହିଦେ, କହିଦେ, ହେଲା କି ପ୍ରେମ?
[01:36.93]
[02:04.82] କିଏ ଦେଲା ମୋତେ ଛୁଇଁ?
[02:07.23] ନିଜ ଭିତରେ ମୁଁ ନାହିଁ
[02:09.48] ସବୁକିଛି ଲାଗିଲା ମୋତେ ଭଲ
[02:14.15] ଜାଣିପାରିଲେନି କେହି ଏତେ ରଙ୍ଗ ବୋଳିହେଇ
[02:18.54] କେତେବେଳେ ଫୁଟିଲା ଏ ଫୁଲ?
[02:23.30] ଫଗୁଣଟା ଫୁଲ ସାଥେ ଗପେ ଯୋଉଠି
[02:27.99] ଗପ ବସି ଲେଖିଲି ମୁଁ ସେଇଠି
[02:32.42] ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
[02:37.28] ପାଦ ମୋର ନାଚିଯାଏ ସେଇଠି
[02:41.75] ଏମିତି ହେଲା ମୋ ଜୀବନେ ପ୍ରଥମ
[02:46.42] କହିଦେ, କହିଦେ, ହେଲା କି ପ୍ରେମ?
[02:51.11] କହିଦେ, କହିଦେ, ହେଲା କି ପ୍ରେମ?
[02:55.62] କହିଦେ, କହିଦେ, ହେଲା କି ପ୍ରେମ?
[03:00.29] କହିଦେ, କହିଦେ, ହେଲା କି ପ୍ରେମ?
[03:04.83]
[03:28.07] ନିଜ ନାଁ ମୋର କାହିଁ
[03:30.35] ମନେ ଆଜି ପଡୁନାହିଁ?
[03:32.54] କେହି ଯଦି ପଚାରି ରହେ ତୁନି
[03:37.01] ଭାବେ ସିନା ଗୋଟେ କଥା
[03:39.65] କହେ ଆଉଗୋଟେ କଥା
[03:41.80] କଲା ଏଇ ହୃଦୟ ବେଇମାନି
[03:46.48] ହୃଦୟଟା ଛାତି ତଳେ ଥାଏ ଯଉଠି
[03:50.96] ଲୁଚେଇଲି ତୋତେ ନେଇ ସେଇଠି
[03:55.78] ଭାବନାଟା ହେଇଯାଏ ସତ ଯଉଠି
[04:00.24] ମୋତେ ଖୋଜି ପାଇଲି ମୁଁ ସେଇଠି
[04:04.88] ଏମିତି ହେଲା ମୋ ଜୀବନେ ପ୍ରଥମ
[04:09.62] କହିଦେ, କହିଦେ, ହେଲା କି ପ୍ରେମ?
[04:14.15] କହିଦେ, କହିଦେ, ହେଲା କି ପ୍ରେମ?
[04:18.77] କହିଦେ, କହିଦେ, ହେଲା କି ପ୍ରେମ?
[04:23.31] କହିଦେ, କହିଦେ, ହେଲା କି ପ୍ରେମ?
[04:28.25]