Sholati Phagunara Pahachaku Dein
🎵 1964 characters
⏱️ 4:56 duration
🆔 ID: 6622435
📜 Lyrics
ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
ହୋ, ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା
ଆଉ ପାଦେ ଆଗେଇଲେ ପାଣିରେ ଜଳିବ ନିଆଁ

କିଏ ଦେଲା ତତେ ଏତେ ରୂପ ଲାବଣ୍ୟ?
ଫିକା ଲାଗେ ତୋ ହାତରେ ସୁନା କଙ୍କଣ
ମୁହଁ ପୂର୍ଣ୍ଣମୀ ଜହ୍ନ, ମନ ଚନ୍ଦନ ବନ
ମୁହଁ ପୂର୍ଣ୍ଣମୀ ଜହ୍ନ, ମନ ଚନ୍ଦନ ବନ
ସେ ବନକୁ ଡେଇଁଗଲେ ପାଇଯିବି ମୁଁ ମୋ ଗାଁ

ଅଳସ ଆଖିରେ ତୋର କଳସେ ଲାଜ
ଦେହଟି ତ ତୋର ଗୋଲାପି ଶେଯ
ଇନ୍ଦ୍ରଧନୁ ଓଢ଼ଣୀ, କିଏ ଦେଇଛି ଟାଣି?
ଇନ୍ଦ୍ରଧନୁ ଓଢ଼ଣୀ, କିଏ ଦେଇଛି ଟାଣି?
ସେ ଓଢ଼ଣୀ ଖୋଲିଦେଲେ ଲେଖିଦେବି ମୁଁ ମୋ ନାଁ

ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା

⏱️ Synced Lyrics
[00:29.89] ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
[00:41.17] ହୋ, ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
[00:55.15] ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା
[00:59.28] ଆଉ ପାଦେ ଆଗେଇଲେ ପାଣିରେ ଜଳିବ ନିଆଁ
[01:09.64] ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା
[01:15.42] ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
[01:26.36]
[01:54.52] କିଏ ଦେଲା ତତେ ଏତେ ରୂପ ଲାବଣ୍ୟ?
[02:04.39] ଫିକା ଲାଗେ ତୋ ହାତରେ ସୁନା କଙ୍କଣ
[02:09.88] ମୁହଁ ପୂର୍ଣ୍ଣମୀ ଜହ୍ନ, ମନ ଚନ୍ଦନ ବନ
[02:16.15] ମୁହଁ ପୂର୍ଣ୍ଣମୀ ଜହ୍ନ, ମନ ଚନ୍ଦନ ବନ
[02:23.47] ସେ ବନକୁ ଡେଇଁଗଲେ ପାଇଯିବି ମୁଁ ମୋ ଗାଁ
[02:33.46] ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା
[02:39.44] ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
[02:50.81]
[03:47.60] ଅଳସ ଆଖିରେ ତୋର କଳସେ ଲାଜ
[03:57.36] ଦେହଟି ତ ତୋର ଗୋଲାପି ଶେଯ
[04:02.81] ଇନ୍ଦ୍ରଧନୁ ଓଢ଼ଣୀ, କିଏ ଦେଇଛି ଟାଣି?
[04:09.17] ଇନ୍ଦ୍ରଧନୁ ଓଢ଼ଣୀ, କିଏ ଦେଇଛି ଟାଣି?
[04:16.23] ସେ ଓଢ଼ଣୀ ଖୋଲିଦେଲେ ଲେଖିଦେବି ମୁଁ ମୋ ନାଁ
[04:26.18] ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା
[04:31.91] ଷୋଳଟି ଫଗୁଣର ପାହାଚକୁ ଡେଇଁ ମୋ ଦୁଆରେ ହେଇଚି ଠିଆ
[04:42.54] ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା, ମୋ ପ୍ରିୟା
[04:52.63]