Home 🎬 Bollywood 🎵 Pakistani 🎤 English Pop

Na Mu Tate Kebe Chithi Deichi

👤 Udit Narayan 🎼 Na Mu Tate Kebe Chithi Deichi ⏱️ 5:57
🎵 2921 characters
⏱️ 5:57 duration
🆔 ID: 6622496

📜 Lyrics

ନା ମୁଁ ତତେ କେବେ ଚିଠି ଦେଇଚି?
ନା ମୁଁ କେବେ ମନ ଖୋଲି କହିଚି?
ନା ମୁଁ ତତେ କେବେ ଚିଠି ଦେଇଚି?
ନା ମୁଁ କେବେ ମନ ଖୋଲି କହିଚି?

ମନେ ମନେ ତତେ ମୁଁ
ମନେ ମନେ ତତେ ମୁଁ ଭଲ ପାଇ ବସିଚି
ମନେ ମନେ ହସୁଚି
ମନେ ମନେ କାନ୍ଦୁଚି
ମନେ ମନେ ହସୁଚି
ମନେ ମନେ କାନ୍ଦୁଚି

ନା ମୁଁ ତତେ କେବେ ଚିଠି ଦେଇଚି?
ନା ମୁଁ କେବେ ମନ ଖୋଲି କହିଚି?

ଭାବେ କେବେ କେବେ କହିଦେବି ଖୋଲି
ଦେଖା ହେଲେ ଏଇ ଥର
ମନ କଥା ମୋର ଓଠ ପାଖୁ ଆସି
ଫେରିଯାଏ ସବୁ ଥର

ରାତି ହେଲେ ବେଶି ଚିଠି ଲେଖେ ବସି
ଲେଖୁଥାଏ ଗୀତ ମୋର
ଜାଣି ପାରେ ନାହିଁ ରାତି ଯାଏ ପାହି
ସରେ ନାହିଁ ଲେଖା ମୋର

ଦିନ ରାତି ତୋ କଥା
ଦିନ ରାତି ତୋ କଥା ସବୁବେଳେ ଭାବୁଚି
ମନେ ମନେ ଖୋଜୁଚି
ମନେ ମନେ ଝୁରୁଚି
ମନେ ମନେ ଖୋଜୁଚି
ମନେ ମନେ ଝୁରୁଚି

ନା ମୁଁ ତତେ କେବେ ଚିଠି ଦେଇଚି?
ନା ମୁଁ କେବେ ମନ ଖୋଲି କହିଚି?

କହି ପାରୁ ନାହିଁ
ଲେଖି ପାରୁ ନାହିଁ
କେତେ ଭଲ ପାଏ ତତେ?

ଏତିକି ଜାଣିଚି ପାରୁ ନାହିଁ ବଞ୍ଚି
ଭୁଲି ପାରିବିନି ତତେ
ଶୋଇ ପାରୁ ନାହିଁ
ଚାହିଁ ପାରୁ ନାହିଁ
ଛଟପଟ ହୁଏ ମନ
ନ ଦେଖିଲେ ତତେ ପ୍ରାଣ ଛାଡି ଯାଏ
ବିତିଗଲେ ଗୋଟେ ଦିନ

ଛାତି ତଳେ ମନରେ
ଛାତି ତଳେ ମନରେ ନିଆଁ ଲାଗି ଯାଇଚି
ମନେ ମନେ ଜଳୁଚି
ମନେ ମନେ ସହୁଚି
ମନେ ମନେ ଜଳୁଚି
ମନେ ମନେ ସହୁଚି

ନା ମୁଁ ତତେ କେବେ ଚିଠି ଦେଇଚି?
ନା ମୁଁ କେବେ ମନ ଖୋଲି କହିଚି?
ନା ମୁଁ ତତେ କେବେ ଚିଠି ଦେଇଚି?
ନା ମୁଁ କେବେ ମନ ଖୋଲି କହିଚି?

ମନେ ମନେ ତତେ ମୁଁ
ମନେ ମନେ ତତେ ମୁଁ ଭଲ ପାଇ ବସିଚି
ମନେ ମନେ ହସୁଚି
ମନେ ମନେ କାନ୍ଦୁଚି
ମନେ ମନେ ଖୋଜୁଚି
ମନେ ମନେ ଝୁରୁଚି
ମନେ ମନେ ଜଳୁଚି
ମନେ ମନେ ସହୁଚି

⏱️ Synced Lyrics

[00:48.01] ନା ମୁଁ ତତେ କେବେ ଚିଠି ଦେଇଚି?
[00:52.12] ନା ମୁଁ କେବେ ମନ ଖୋଲି କହିଚି?
[00:56.20] ନା ମୁଁ ତତେ କେବେ ଚିଠି ଦେଇଚି?
[01:00.34] ନା ମୁଁ କେବେ ମନ ଖୋଲି କହିଚି?
[01:04.65] ମନେ ମନେ ତତେ ମୁଁ
[01:08.91] ମନେ ମନେ ତତେ ମୁଁ ଭଲ ପାଇ ବସିଚି
[01:13.82] ମନେ ମନେ ହସୁଚି
[01:17.72] ମନେ ମନେ କାନ୍ଦୁଚି
[01:21.95] ମନେ ମନେ ହସୁଚି
[01:25.92] ମନେ ମନେ କାନ୍ଦୁଚି
[01:30.76] ନା ମୁଁ ତତେ କେବେ ଚିଠି ଦେଇଚି?
[01:34.91] ନା ମୁଁ କେବେ ମନ ଖୋଲି କହିଚି?
[01:39.39]
[02:19.99] ଭାବେ କେବେ କେବେ କହିଦେବି ଖୋଲି
[02:24.25] ଦେଖା ହେଲେ ଏଇ ଥର
[02:28.18] ମନ କଥା ମୋର ଓଠ ପାଖୁ ଆସି
[02:32.39] ଫେରିଯାଏ ସବୁ ଥର
[02:36.06] ରାତି ହେଲେ ବେଶି ଚିଠି ଲେଖେ ବସି
[02:40.34] ଲେଖୁଥାଏ ଗୀତ ମୋର
[02:44.34] ଜାଣି ପାରେ ନାହିଁ ରାତି ଯାଏ ପାହି
[02:48.45] ସରେ ନାହିଁ ଲେଖା ମୋର
[02:52.44] ଦିନ ରାତି ତୋ କଥା
[02:56.68] ଦିନ ରାତି ତୋ କଥା ସବୁବେଳେ ଭାବୁଚି
[03:01.65] ମନେ ମନେ ଖୋଜୁଚି
[03:05.52] ମନେ ମନେ ଝୁରୁଚି
[03:09.57] ମନେ ମନେ ଖୋଜୁଚି
[03:13.73] ମନେ ମନେ ଝୁରୁଚି
[03:18.52] ନା ମୁଁ ତତେ କେବେ ଚିଠି ଦେଇଚି?
[03:22.65] ନା ମୁଁ କେବେ ମନ ଖୋଲି କହିଚି?
[03:27.43]
[04:07.56] କହି ପାରୁ ନାହିଁ
[04:09.57] ଲେଖି ପାରୁ ନାହିଁ
[04:11.80] କେତେ ଭଲ ପାଏ ତତେ?
[04:15.78] ଏତିକି ଜାଣିଚି ପାରୁ ନାହିଁ ବଞ୍ଚି
[04:20.02] ଭୁଲି ପାରିବିନି ତତେ
[04:23.72] ଶୋଇ ପାରୁ ନାହିଁ
[04:25.78] ଚାହିଁ ପାରୁ ନାହିଁ
[04:28.08] ଛଟପଟ ହୁଏ ମନ
[04:31.81] ନ ଦେଖିଲେ ତତେ ପ୍ରାଣ ଛାଡି ଯାଏ
[04:36.21] ବିତିଗଲେ ଗୋଟେ ଦିନ
[04:40.26] ଛାତି ତଳେ ମନରେ
[04:44.33] ଛାତି ତଳେ ମନରେ ନିଆଁ ଲାଗି ଯାଇଚି
[04:49.36] ମନେ ମନେ ଜଳୁଚି
[04:53.22] ମନେ ମନେ ସହୁଚି
[04:57.36] ମନେ ମନେ ଜଳୁଚି
[05:01.36] ମନେ ମନେ ସହୁଚି
[05:06.18] ନା ମୁଁ ତତେ କେବେ ଚିଠି ଦେଇଚି?
[05:10.37] ନା ମୁଁ କେବେ ମନ ଖୋଲି କହିଚି?
[05:14.37] ନା ମୁଁ ତତେ କେବେ ଚିଠି ଦେଇଚି?
[05:18.37] ନା ମୁଁ କେବେ ମନ ଖୋଲି କହିଚି?
[05:23.06] ମନେ ମନେ ତତେ ମୁଁ
[05:27.13] ମନେ ମନେ ତତେ ମୁଁ ଭଲ ପାଇ ବସିଚି
[05:32.32] ମନେ ମନେ ହସୁଚି
[05:36.15] ମନେ ମନେ କାନ୍ଦୁଚି
[05:40.14] ମନେ ମନେ ଖୋଜୁଚି
[05:44.19] ମନେ ମନେ ଝୁରୁଚି
[05:48.35] ମନେ ମନେ ଜଳୁଚି
[05:52.50] ମନେ ମନେ ସହୁଚି
[05:56.03]

⭐ Rate These Lyrics

Average: 0.0/5 • 0 ratings