Home 🎬 Bollywood 🎵 Pakistani 🎤 English Pop

Chuna Chuna Suna Phula

👤 Md. Aziz 🎼 Samaya Kheluchi Chakka Baunri (Original Motion Picture Soundtrack) ⏱️ 2:02
🎵 1039 characters
⏱️ 2:02 duration
🆔 ID: 6622503

📜 Lyrics

ଚୁନା-ଚୁନା ସୁନା ଫୁଲ ବଗିଚାକୁ ସୁନ୍ଦର
ଫିକି-ଫିକି ହସ ଲାଗେ ଟିକି ଓଠେ ସୁନ୍ଦର

ଏ ବଗିଚା ମୋର, ଏ ଫୁଲ ବି ମୋର
ଏ ବଗିଚା ମୋର, ଏ ଫୁଲ ବି ମୋର

ହସ ଏଠି ମହୁ ହେଲେ, ଲୁହ ଯେତେ ଜହର

ମା' ନାହିଁ ଆମର, ବାପା ତୁମେ ଠାକୁର
ମା' ନାହିଁ ଆମର, ବାପା ତୁମେ ଠାକୁର
ଏଇ ଘର ଘର ନୁହେଁ, ଆମ ପାଇଁ ମନ୍ଦିର

ଲୁହ ନେଇ ଆମର, ହସ ଦେଲ ତୁମର
ଲୁହ ନେଇ ଆମର, ହସ ଦେଲ ତୁମର

ଜୀବନରେ ଭୁଲିବୁନି ତୁମ ସ୍ନେହ-ଆଦର

ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)

⏱️ Synced Lyrics

[00:00.98] ଚୁନା-ଚୁନା ସୁନା ଫୁଲ ବଗିଚାକୁ ସୁନ୍ଦର
[00:11.35] ଫିକି-ଫିକି ହସ ଲାଗେ ଟିକି ଓଠେ ସୁନ୍ଦର
[00:21.23] ଏ ବଗିଚା ମୋର, ଏ ଫୁଲ ବି ମୋର
[00:31.71] ଏ ବଗିଚା ମୋର, ଏ ଫୁଲ ବି ମୋର
[00:42.02] ହସ ଏଠି ମହୁ ହେଲେ, ଲୁହ ଯେତେ ଜହର
[00:47.20] ମା' ନାହିଁ ଆମର, ବାପା ତୁମେ ଠାକୁର
[00:57.38] ମା' ନାହିଁ ଆମର, ବାପା ତୁମେ ଠାକୁର
[01:02.46] ଏଇ ଘର ଘର ନୁହେଁ, ଆମ ପାଇଁ ମନ୍ଦିର
[01:07.44] ଲୁହ ନେଇ ଆମର, ହସ ଦେଲ ତୁମର
[01:17.72] ଲୁହ ନେଇ ଆମର, ହସ ଦେଲ ତୁମର
[01:23.05] ଜୀବନରେ ଭୁଲିବୁନି ତୁମ ସ୍ନେହ-ଆଦର
[01:28.50] ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
[01:38.98] ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
[01:48.77] ଏ ବଗିଚା ମୋର (ଆମେ ଫୁଲ ଯେ ତାହାର)
[01:58.48]

⭐ Rate These Lyrics

Average: 0.0/5 • 0 ratings