Bhala Pae Tote Mu Emiti (From "Bhala Pae Tote Mu Emiti")
🎵 2302 characters
⏱️ 4:28 duration
🆔 ID: 6632850
📜 Lyrics
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
କସ୍ତୁରୀର ତୁ ଚୋରା ଚଇତି
ଖୋଜେ ସାଥି ତୋ ପରସ ନିଈତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ
ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ
ହୃଦୟରେ ନେଲି ତୋତେ ସାଇତି
ଆସିଲୁ ତ ଫେରିବୁନି ଯେମିତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ଯେତେ ଦୂରେ ଥିଲେ, ଭୁଲି କେବେ ହବନି
ତୋ ସହ ଯେତେ ସମୟ
ଭଲ ତୋତେ ପାଏ, ଭଲ ପାଉଥିବି ମୁଁ
ଦେଇଛିରେ ତୋତେ ହୃଦୟ
ତୁ ଯୋଉଠି ମୁଁ ଥିବି ସେଇଠି
ଅସୁଥିବି ସବୁ ଜନ୍ମେ ଲେଉଟି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ମରୁଭୂଇଁ ମେଘ ଖୋଜେ ଯେମିତି
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
କସ୍ତୁରୀର ତୁ ଚୋରା ଚଇତି
ଖୋଜେ ସାଥି ତୋ ପରସ ନିଈତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ
ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
ଏତେ ମିଠା ଏଇ ପ୍ରେମରେ
ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
ଭେଟିଲିନି ତୋ ସାଥିରେ
ହୃଦୟରେ ନେଲି ତୋତେ ସାଇତି
ଆସିଲୁ ତ ଫେରିବୁନି ଯେମିତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ଯେତେ ଦୂରେ ଥିଲେ, ଭୁଲି କେବେ ହବନି
ତୋ ସହ ଯେତେ ସମୟ
ଭଲ ତୋତେ ପାଏ, ଭଲ ପାଉଥିବି ମୁଁ
ଦେଇଛିରେ ତୋତେ ହୃଦୟ
ତୁ ଯୋଉଠି ମୁଁ ଥିବି ସେଇଠି
ଅସୁଥିବି ସବୁ ଜନ୍ମେ ଲେଉଟି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ଭଲ ପାଏ ତୋତେ ମୁଁ ଏମିତି
ମରୁଭୂଇଁ ମେଘ ଖୋଜେ ଯେମିତି
ତୁ ମୋର ପ୍ରେମର ପ୍ରଥମ ଅତିଥି
ତୁ ମୋର ପ୍ରେମର ପ୍ରଥମ ଅତିଥି
⏱️ Synced Lyrics
[00:30.14] ଭଲ ପାଏ ତୋତେ ମୁଁ ଏମିତି
[00:35.71] ମରୁଭୂଇଁ ମେଘ ଖୋଜେ ଯେମିତି
[00:50.27] ଭଲ ପାଏ ତୋତେ ମୁଁ ଏମିତି
[00:54.32] ମରୁଭୂଇଁ ମେଘ ଖୋଜେ ଯେମିତି
[00:59.23] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:04.74] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:09.44] କସ୍ତୁରୀର ତୁ ଚୋରା ଚଇତି
[01:13.92] ଖୋଜେ ସାଥି ତୋ ପରସ ନିଈତି
[01:18.96] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:24.28] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:53.94] ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
[01:58.96] ଏତେ ମିଠା ଏଇ ପ୍ରେମରେ
[02:04.15] ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
[02:08.30] ଭେଟିଲିନି ତୋ ସାଥିରେ
[02:22.93] ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
[02:28.26] ଏତେ ମିଠା ଏଇ ପ୍ରେମରେ
[02:32.78] ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
[02:37.85] ଭେଟିଲିନି ତୋ ସାଥିରେ
[02:42.66] ହୃଦୟରେ ନେଲି ତୋତେ ସାଇତି
[02:47.41] ଆସିଲୁ ତ ଫେରିବୁନି ଯେମିତି
[02:52.37] ତୁ ମୋର ପ୍ରେମର ପ୍ରଥମ ଅତିଥି
[02:57.03] ତୁ ମୋର ପ୍ରେମର ପ୍ରଥମ ଅତିଥି
[03:22.00] ଯେତେ ଦୂରେ ଥିଲେ, ଭୁଲି କେବେ ହବନି
[03:26.77] ତୋ ସହ ଯେତେ ସମୟ
[03:31.86] ଭଲ ତୋତେ ପାଏ, ଭଲ ପାଉଥିବି ମୁଁ
[03:36.72] ଦେଇଛିରେ ତୋତେ ହୃଦୟ
[03:41.20] ତୁ ଯୋଉଠି ମୁଁ ଥିବି ସେଇଠି
[03:45.85] ଅସୁଥିବି ସବୁ ଜନ୍ମେ ଲେଉଟି
[03:51.11] ତୁ ମୋର ପ୍ରେମର ପ୍ରଥମ ଅତିଥି
[03:55.97] ତୁ ମୋର ପ୍ରେମର ପ୍ରଥମ ଅତିଥି
[04:01.71] ଭଲ ପାଏ ତୋତେ ମୁଁ ଏମିତି
[04:06.17] ମରୁଭୂଇଁ ମେଘ ଖୋଜେ ଯେମିତି
[04:06.39] ଭଲ ପାଏ ତୋତେ ମୁଁ ଏମିତି
[04:09.40] ମରୁଭୂଇଁ ମେଘ ଖୋଜେ ଯେମିତି
[04:10.67] ତୁ ମୋର ପ୍ରେମର ପ୍ରଥମ ଅତିଥି
[04:15.31] ତୁ ମୋର ପ୍ରେମର ପ୍ରଥମ ଅତିଥି
[04:24.73]
[00:35.71] ମରୁଭୂଇଁ ମେଘ ଖୋଜେ ଯେମିତି
[00:50.27] ଭଲ ପାଏ ତୋତେ ମୁଁ ଏମିତି
[00:54.32] ମରୁଭୂଇଁ ମେଘ ଖୋଜେ ଯେମିତି
[00:59.23] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:04.74] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:09.44] କସ୍ତୁରୀର ତୁ ଚୋରା ଚଇତି
[01:13.92] ଖୋଜେ ସାଥି ତୋ ପରସ ନିଈତି
[01:18.96] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:24.28] ତୁ ମୋର ପ୍ରେମର ପ୍ରଥମ ଅତିଥି
[01:53.94] ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
[01:58.96] ଏତେ ମିଠା ଏଇ ପ୍ରେମରେ
[02:04.15] ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
[02:08.30] ଭେଟିଲିନି ତୋ ସାଥିରେ
[02:22.93] ତୋ ସାଥିରେ ମିଶି ଭୁଲିଛି ମୁଁ ନିଜକୁ
[02:28.26] ଏତେ ମିଠା ଏଇ ପ୍ରେମରେ
[02:32.78] ଭାବୁଛି ମୁଁ କାଇଁ ପ୍ରଥମରୁ ଥରଟେ
[02:37.85] ଭେଟିଲିନି ତୋ ସାଥିରେ
[02:42.66] ହୃଦୟରେ ନେଲି ତୋତେ ସାଇତି
[02:47.41] ଆସିଲୁ ତ ଫେରିବୁନି ଯେମିତି
[02:52.37] ତୁ ମୋର ପ୍ରେମର ପ୍ରଥମ ଅତିଥି
[02:57.03] ତୁ ମୋର ପ୍ରେମର ପ୍ରଥମ ଅତିଥି
[03:22.00] ଯେତେ ଦୂରେ ଥିଲେ, ଭୁଲି କେବେ ହବନି
[03:26.77] ତୋ ସହ ଯେତେ ସମୟ
[03:31.86] ଭଲ ତୋତେ ପାଏ, ଭଲ ପାଉଥିବି ମୁଁ
[03:36.72] ଦେଇଛିରେ ତୋତେ ହୃଦୟ
[03:41.20] ତୁ ଯୋଉଠି ମୁଁ ଥିବି ସେଇଠି
[03:45.85] ଅସୁଥିବି ସବୁ ଜନ୍ମେ ଲେଉଟି
[03:51.11] ତୁ ମୋର ପ୍ରେମର ପ୍ରଥମ ଅତିଥି
[03:55.97] ତୁ ମୋର ପ୍ରେମର ପ୍ରଥମ ଅତିଥି
[04:01.71] ଭଲ ପାଏ ତୋତେ ମୁଁ ଏମିତି
[04:06.17] ମରୁଭୂଇଁ ମେଘ ଖୋଜେ ଯେମିତି
[04:06.39] ଭଲ ପାଏ ତୋତେ ମୁଁ ଏମିତି
[04:09.40] ମରୁଭୂଇଁ ମେଘ ଖୋଜେ ଯେମିତି
[04:10.67] ତୁ ମୋର ପ୍ରେମର ପ୍ରଥମ ଅତିଥି
[04:15.31] ତୁ ମୋର ପ୍ରେମର ପ୍ରଥମ ଅତିଥି
[04:24.73]