Home 🎬 Bollywood 🎵 Pakistani 🎤 English Pop

To Prema Setiki Thau

👤 Humane Sagar, Aseema Panda 🎼 To Prema Setiki Thau ⏱️ 4:24
🎵 2812 characters
⏱️ 4:24 duration
🆔 ID: 6635454

📜 Lyrics

ନା-ନା-ନା-ନା-ନା
ନା-ନା-ନା-ନା
ନା-ନା-ନା-ନା-ନା
ନା-ନା-ନା-ନା
ହୋ-ଓ-ଓ-ଓ-ହା-ହା-ହା
ହୋ-ଓ-ଓ-ଆ-ଆ-ଆ

ଅତର ଅତର ବାସୁଛି ପବନ
ପାଣି ରେ ବାସୁଛି ମହୁ

ତୋ ପ୍ରେମ ସେତିକି ଥାଉ

ଯାଦୁ ନଗରୀ ରେ ପାଦ ମୁଁ ଦେଇଛି
ସମ୍ଭାଳି ପାରୁନି ଆଉ

ତୋ ପ୍ରେମ ସେତିକି ଥାଉ

ତୁ ଦରିଆ ସେପାରି ଝିଅ
ମୁଁ ସାଧବ ପୁଅ
ମୁଁ ଭୁଲିଯାଏ ସବୁ ଦୁଃଖ
ଦେଖିଦେଲେ ତୋ ମୁହଁ

ତୋ ମୁହଁ ବିନା କିଛି ମତେ ଦିଶୁନି ଆଉ

ତୋ ପ୍ରେମ ସେତିକି ଥାଉ
ହାଏରେ, ତୋ ପ୍ରେମ ସେତିକି ଥାଉ
ତୋ ପ୍ରେମ ସେତିକି ଥାଉ
ହାଏରେ, ତୋ ପ୍ରେମ ସେତିକି ଥାଉ

ଅପରୂପା ରୂପସୀ ତୁ
ରମ୍ଭା ନା ତୁ ମେନକା
କଣ ଦେଖି ଭଲ ପାଇଲୁ
ସାଜିଲୁ ମୋ ନାୟିକା

ହୋ, ସୁନା ଠାରୁ ରୂପା ଠାରୁ
ପ୍ରେମ ତୋର ଦାମିକା
ଆଜିଯାଏଁ ଦେଖିନି ମୁଁ
ପୁଅ ଟେ ତୋ ପରିକା

ତୁ ଗୋଲାପ ଗାଁ ର ଝିଅ
ମୁଁ ପରଜାପତି
ମୁଁ ତୋ ବିନା ଝାଉଁଳି ଯାଏ
ତୁ ଜରୁରୀ ଅତି

ତୋ ବିନା କଉଥିରେ ମନ ଲାଗୁନି ଆଉ

ତୋ ପ୍ରେମ ସେତିକି ଥାଉ
ହାଏରେ, ତୋ ପ୍ରେମ ସେତିକି ଥାଉ
ହଁ, ତୋ ପ୍ରେମ ସେତିକି ଥାଉ
ହାଏରେ, ତୋ ପ୍ରେମ ସେତିକି ଥାଉ

ଜହ୍ନ ପରି ମନ ତୋର
ମୁଁ ତୋର ଚାନ୍ଦିନୀ
ତୋ ପ୍ରେମରେ ଜାଣିଶୁଣି
ହେଇଗଲି ବନ୍ଦିନୀ

ହେ, ସ୍ବପ୍ନ ପରି ଲାଗେ ସବୁ
ଆଗୋ ରାଜନନ୍ଦୀନି
ତତେ ପାଇଗଲା ଦିନୁ
ଭାଗ୍ୟ କୁ ମୁଁ ନିନ୍ଦିନି

ମୋ ଭାଗ୍ୟ ରେ ଅଛୁ ତୁ ବୋଲି
ମୁଁ ହେଲି ରେ ଧନ୍ୟ
ତତେ ପାଇଲି କେମିତି କହ
କରିଥିଲି କି ପୁଣ୍ୟ

ତୋ ବିନା ଆଜି କାଲି କିଛି ଭାବୁନି ଆଉ

ତୋ ପ୍ରେମ ସେତିକି ଥାଉ
ହାଏରେ, ତୋ ପ୍ରେମ ସେତିକି ଥାଉ
ହଁ, ତୋ ପ୍ରେମ ସେତିକି ଥାଉ
ହାଏରେ, ତୋ ପ୍ରେମ ସେତିକି ଥାଉ

⏱️ Synced Lyrics

[00:00.45] ନା-ନା-ନା-ନା-ନା
[00:01.90] ନା-ନା-ନା-ନା
[00:04.69] ନା-ନା-ନା-ନା-ନା
[00:06.92] ନା-ନା-ନା-ନା
[00:09.08] ହୋ-ଓ-ଓ-ଓ-ହା-ହା-ହା
[00:13.86] ହୋ-ଓ-ଓ-ଆ-ଆ-ଆ
[00:18.16]
[00:27.02] ଅତର ଅତର ବାସୁଛି ପବନ
[00:29.41] ପାଣି ରେ ବାସୁଛି ମହୁ
[00:31.62] ତୋ ପ୍ରେମ ସେତିକି ଥାଉ
[00:45.40] ଯାଦୁ ନଗରୀ ରେ ପାଦ ମୁଁ ଦେଇଛି
[00:47.87] ସମ୍ଭାଳି ପାରୁନି ଆଉ
[00:49.95] ତୋ ପ୍ରେମ ସେତିକି ଥାଉ
[00:54.04] ତୁ ଦରିଆ ସେପାରି ଝିଅ
[00:56.31] ମୁଁ ସାଧବ ପୁଅ
[00:58.76] ମୁଁ ଭୁଲିଯାଏ ସବୁ ଦୁଃଖ
[01:00.80] ଦେଖିଦେଲେ ତୋ ମୁହଁ
[01:03.39] ତୋ ମୁହଁ ବିନା କିଛି ମତେ ଦିଶୁନି ଆଉ
[01:08.26] ତୋ ପ୍ରେମ ସେତିକି ଥାଉ
[01:11.38] ହାଏରେ, ତୋ ପ୍ରେମ ସେତିକି ଥାଉ
[01:16.84] ତୋ ପ୍ରେମ ସେତିକି ଥାଉ
[01:20.19] ହାଏରେ, ତୋ ପ୍ରେମ ସେତିକି ଥାଉ
[01:26.43]
[01:53.43] ଅପରୂପା ରୂପସୀ ତୁ
[01:55.66] ରମ୍ଭା ନା ତୁ ମେନକା
[01:57.96] କଣ ଦେଖି ଭଲ ପାଇଲୁ
[01:59.72] ସାଜିଲୁ ମୋ ନାୟିକା
[02:10.55] ହୋ, ସୁନା ଠାରୁ ରୂପା ଠାରୁ
[02:13.35] ପ୍ରେମ ତୋର ଦାମିକା
[02:16.04] ଆଜିଯାଏଁ ଦେଖିନି ମୁଁ
[02:17.89] ପୁଅ ଟେ ତୋ ପରିକା
[02:20.34] ତୁ ଗୋଲାପ ଗାଁ ର ଝିଅ
[02:22.29] ମୁଁ ପରଜାପତି
[02:24.43] ମୁଁ ତୋ ବିନା ଝାଉଁଳି ଯାଏ
[02:26.45] ତୁ ଜରୁରୀ ଅତି
[02:29.28] ତୋ ବିନା କଉଥିରେ ମନ ଲାଗୁନି ଆଉ
[02:34.16] ତୋ ପ୍ରେମ ସେତିକି ଥାଉ
[02:37.43] ହାଏରେ, ତୋ ପ୍ରେମ ସେତିକି ଥାଉ
[02:42.94] ହଁ, ତୋ ପ୍ରେମ ସେତିକି ଥାଉ
[02:46.69] ହାଏରେ, ତୋ ପ୍ରେମ ସେତିକି ଥାଉ
[02:51.76]
[03:19.66] ଜହ୍ନ ପରି ମନ ତୋର
[03:22.05] ମୁଁ ତୋର ଚାନ୍ଦିନୀ
[03:24.27] ତୋ ପ୍ରେମରେ ଜାଣିଶୁଣି
[03:25.23] ହେଇଗଲି ବନ୍ଦିନୀ
[03:36.42] ହେ, ସ୍ବପ୍ନ ପରି ଲାଗେ ସବୁ
[03:39.31] ଆଗୋ ରାଜନନ୍ଦୀନି
[03:42.25] ତତେ ପାଇଗଲା ଦିନୁ
[03:44.36] ଭାଗ୍ୟ କୁ ମୁଁ ନିନ୍ଦିନି
[03:46.63] ମୋ ଭାଗ୍ୟ ରେ ଅଛୁ ତୁ ବୋଲି
[03:48.43] ମୁଁ ହେଲି ରେ ଧନ୍ୟ
[03:50.84] ତତେ ପାଇଲି କେମିତି କହ
[03:52.92] କରିଥିଲି କି ପୁଣ୍ୟ
[03:55.18] ତୋ ବିନା ଆଜି କାଲି କିଛି ଭାବୁନି ଆଉ
[04:00.42] ତୋ ପ୍ରେମ ସେତିକି ଥାଉ
[04:03.23] ହାଏରେ, ତୋ ପ୍ରେମ ସେତିକି ଥାଉ
[04:08.84] ହଁ, ତୋ ପ୍ରେମ ସେତିକି ଥାଉ
[04:12.18] ହାଏରେ, ତୋ ପ୍ରେମ ସେତିକି ଥାଉ
[04:23.45]

⭐ Rate These Lyrics

Average: 0.0/5 • 0 ratings