Home 🎬 Bollywood 🎵 Pakistani 🎤 English Pop

Guria Re

👤 Mantu Chhuria, Aseema Panda 🎼 Guria Re ⏱️ 4:15
🎵 2600 characters
⏱️ 4:15 duration
🆔 ID: 6635463

📜 Lyrics

ଭଲ୍ ପାଉଛି ତତେ ମୁଁ ୧୦୦ ରୁ ୧୦୦
ତୋ ପରିକା ଲାଜବତି ହବ ଯେ କିଏ?
ଭଲ୍ ପାଉଛି ତତେ ମୁଁ ହଏଗୋ ରାଜା
ତୋ ପାଇଁକି ଖୋଲା ମୋ ମନ ଦରଜା

ବହୁରାଣୀ ତୁ ହେଇଯା ମୋର, ହାଏ ମୋର ସଜମଲ୍ଲୀ
ଟିକେ କଥାରେ ଟିକେ ହସରେ ତୋ ପାଖେ ଫସିଗଲି

ଲାଜକୁଳୀ ଲତା ମୋର ଶୁଣିଯା ରେ

ଗୁରିଆ ରେ, ଗୁରିଆ ରେ
ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
ଗୁରିଆ ରେ, ଗୁରିଆ ରେ
ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ

ଅଣ୍ଟା ତୋର हौले-हौले ମାରି ଦଉଛି
ଚିକିମିକି ତୋ ଚେହେରାଟା ଜାଳି ଦଉଛି
ହାଏ, ଆଖି ତୋର ପ୍ରେମ-ତୀର ମାରି ଦଉଛି
ଏବେ-ଏବେ ମନ ହୁକୁ-ହୁକୁ ଭାରି ହଉଛି

ଖାଇଁ-ଖାଇଁ ତୋର ହାତର ଚୁଡ଼ି ପାଖେ ନେଇଯାଏ ଭିଡ଼ି
ଗୋରା ପାଦରେ ଚାନ୍ଦିର पायल ମନ ଦେଲାରେ ବିଗାଡ଼ି

ରାନୀଗୁରି, ଲାଜ-ସାରୀ ଶୁଣିଯା ରେ

ଗୁରିଆ ରେ, ଗୁରିଆ ରେ
ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
ଗୁରିଆ ରେ, ଗୁରିଆ ରେ
ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ

ବାବୁ-ਸੋਹਣਾ ତତେ ଖାଲି ଝୁରି ହଉଛି
ଟୁକୁରୁ-ଟୁକୁରୁ କଥା ତୋର ସାରିଦଉଛି
ହାଏ, ରଜ ଯାଉ ପିପି ହବୁ ମନେ ଭାବିଛି
କଲିକତା ଶାଢ଼ୀ ତୋ ପାଇଁ କିଣି ରଖିଛି

ତୋ ଇଶାରା ପାଇଲି ଯେବେ ହେଲି ଫୁଲେଇ ଗୁମାନି
କେବେ ନେଲୁରେ ମନ ଚୋରେଇ? ମୁଁ ଜାଣି ପାରିଲିନି

ତୋ ବିନା ଭଲ କିଛି ଲାଗୁନି ରେ

ଗୁରିଆ ରେ, ଗୁରିଆ ରେ
ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
ଗୁରିଆ ରେ, ଗୁରିଆ ରେ
ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ

⏱️ Synced Lyrics

[00:21.53] ଭଲ୍ ପାଉଛି ତତେ ମୁଁ ୧୦୦ ରୁ ୧୦୦
[00:25.86] ତୋ ପରିକା ଲାଜବତି ହବ ଯେ କିଏ?
[00:30.05] ଭଲ୍ ପାଉଛି ତତେ ମୁଁ ହଏଗୋ ରାଜା
[00:34.55] ତୋ ପାଇଁକି ଖୋଲା ମୋ ମନ ଦରଜା
[00:38.80] ବହୁରାଣୀ ତୁ ହେଇଯା ମୋର, ହାଏ ମୋର ସଜମଲ୍ଲୀ
[00:43.06] ଟିକେ କଥାରେ ଟିକେ ହସରେ ତୋ ପାଖେ ଫସିଗଲି
[00:47.00] ଲାଜକୁଳୀ ଲତା ମୋର ଶୁଣିଯା ରେ
[00:54.09] ଗୁରିଆ ରେ, ଗୁରିଆ ରେ
[00:57.96] ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
[01:06.88] ଗୁରିଆ ରେ, ଗୁରିଆ ରେ
[01:10.97] ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
[01:15.88]
[01:42.92] ଅଣ୍ଟା ତୋର हौले-हौले ମାରି ଦଉଛି
[01:47.32] ଚିକିମିକି ତୋ ଚେହେରାଟା ଜାଳି ଦଉଛି
[01:55.37] ହାଏ, ଆଖି ତୋର ପ୍ରେମ-ତୀର ମାରି ଦଉଛି
[02:00.26] ଏବେ-ଏବେ ମନ ହୁକୁ-ହୁକୁ ଭାରି ହଉଛି
[02:04.34] ଖାଇଁ-ଖାଇଁ ତୋର ହାତର ଚୁଡ଼ି ପାଖେ ନେଇଯାଏ ଭିଡ଼ି
[02:08.67] ଗୋରା ପାଦରେ ଚାନ୍ଦିର पायल ମନ ଦେଲାରେ ବିଗାଡ଼ି
[02:12.81] ରାନୀଗୁରି, ଲାଜ-ସାରୀ ଶୁଣିଯା ରେ
[02:19.66] ଗୁରିଆ ରେ, ଗୁରିଆ ରେ
[02:23.78] ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
[02:32.66] ଗୁରିଆ ରେ, ଗୁରିଆ ରେ
[02:36.55] ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
[02:41.59]
[03:08.53] ବାବୁ-ਸੋਹਣਾ ତତେ ଖାଲି ଝୁରି ହଉଛି
[03:12.84] ଟୁକୁରୁ-ଟୁକୁରୁ କଥା ତୋର ସାରିଦଉଛି
[03:20.80] ହାଏ, ରଜ ଯାଉ ପିପି ହବୁ ମନେ ଭାବିଛି
[03:25.88] କଲିକତା ଶାଢ଼ୀ ତୋ ପାଇଁ କିଣି ରଖିଛି
[03:29.94] ତୋ ଇଶାରା ପାଇଲି ଯେବେ ହେଲି ଫୁଲେଇ ଗୁମାନି
[03:34.39] କେବେ ନେଲୁରେ ମନ ଚୋରେଇ? ମୁଁ ଜାଣି ପାରିଲିନି
[03:38.63] ତୋ ବିନା ଭଲ କିଛି ଲାଗୁନି ରେ
[03:45.38] ଗୁରିଆ ରେ, ଗୁରିଆ ରେ
[03:49.31] ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
[03:58.26] ଗୁରିଆ ରେ, ଗୁରିଆ ରେ
[04:02.25] ତୋ ମୁହଁଟା ରାତି, ଦିନ ଶୁଆଇ ଦଉନାହିଁ ରେ
[04:09.06]

⭐ Rate These Lyrics

Average: 0.0/5 • 0 ratings