Alo Mo Ribana Fita
🎵 2248 characters
⏱️ 3:48 duration
🆔 ID: 6635471
📜 Lyrics
ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
वादा କରିଛି ରସିଆ ରେ, ରହିଥିବି life-long
ଫିକା-ଫିକା ତୋ ଜୀବନରେ ଢାଳିଦେବି ପ୍ରେମର୍ ରଙ୍ଗ
ଦିଲ୍ ଭିତରେ ତୁ ଥା'
ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
ହୃଦୟ ମୋ ସୁନା-ପଞ୍ଜୁରୀ ଟିଏ, ତୁ ମୋ ପୋଷା ମଇନା
ଶିଖେଇବି ତୋତେ ଯା'ନା ଲୋ, प्यार ଵାଲା sweet गाना
ତୁ ମୋ romantic-hero, ଆ' କରିବା romance
ଭିଜେଇଦେ ପ୍ରେମ ବର୍ଷାରେ, ମିଳିଛି ଆଜି ତ chance
ଲୁଚି-ଲୁଚି ଆସିଯା ଥରେ, खुल्लमखुल्ला बेधड़क
ଶୁଣିଯା ଛାତିର ତୁ धड़कन, ତୋ ନାଁରେ ଧକ୍-ଧକ୍
ଆଲୋ ମୋ ସରମିଲତା
ଲଚକମଣି, ମୋ ଜୁରା-ବେଣି, ମୁଁ ତୋ ରିବନ-ଫିତା
ତୋତେ ଛାଡ଼ି ଯିବିନାହିଁ, ମୁଁ ତୋ ଗଜମୁକୁତା
नीली-नीली आँखी ରେ ମୋର ତୁ କଜଳର ଗାର
ରାତିରେ ଆସୁ ସପନରେ, ଆରେ ନୁଆ ନାଗର
ଆରେ, ଝିଲିମିଲି ତୋର୍ ଚେହେରା, ଭିଜା-ଭିଜା ମିଠା-ହସ
ନିଶା-ନିଶା ଚାହାଣିରେ କରିଦେଲୁଣି ବେହୋସ
क़रीब आजा दीवाना रे, ବାନ୍ଧିଦେବି ବାହୁରେ
ଧନ, ଘରଟେ କରି ରହିଯା ତୁ ମୋ ପ୍ରେମ ଗଳିରେ
ସାଥୀଟେ ହେଇ ବସିଥା'

⏱️ Synced Lyrics
[00:23.47] ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
[00:29.82] ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
[00:36.43] वादा କରିଛି ରସିଆ ରେ, ରହିଥିବି life-long
[00:42.94] ଫିକା-ଫିକା ତୋ ଜୀବନରେ ଢାଳିଦେବି ପ୍ରେମର୍ ରଙ୍ଗ
[00:49.06] ଦିଲ୍ ଭିତରେ ତୁ ଥା'
[00:53.97] ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
[01:00.49] ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
[01:19.48] ହୃଦୟ ମୋ ସୁନା-ପଞ୍ଜୁରୀ ଟିଏ, ତୁ ମୋ ପୋଷା ମଇନା
[01:25.82] ଶିଖେଇବି ତୋତେ ଯା'ନା ଲୋ, प्यार ଵାଲା sweet गाना
[01:38.72] ତୁ ମୋ romantic-hero, ଆ' କରିବା romance
[01:45.18] ଭିଜେଇଦେ ପ୍ରେମ ବର୍ଷାରେ, ମିଳିଛି ଆଜି ତ chance
[01:51.78] ଲୁଚି-ଲୁଚି ଆସିଯା ଥରେ, खुल्लमखुल्ला बेधड़क
[01:57.80] ଶୁଣିଯା ଛାତିର ତୁ धड़कन, ତୋ ନାଁରେ ଧକ୍-ଧକ୍
[02:04.30] ଆଲୋ ମୋ ସରମିଲତା
[02:09.06] ଲଚକମଣି, ମୋ ଜୁରା-ବେଣି, ମୁଁ ତୋ ରିବନ-ଫିତା
[02:15.43] ତୋତେ ଛାଡ଼ି ଯିବିନାହିଁ, ମୁଁ ତୋ ଗଜମୁକୁତା
[02:41.26] नीली-नीली आँखी ରେ ମୋର ତୁ କଜଳର ଗାର
[02:47.52] ରାତିରେ ଆସୁ ସପନରେ, ଆରେ ନୁଆ ନାଗର
[02:59.85] ଆରେ, ଝିଲିମିଲି ତୋର୍ ଚେହେରା, ଭିଜା-ଭିଜା ମିଠା-ହସ
[03:06.95] ନିଶା-ନିଶା ଚାହାଣିରେ କରିଦେଲୁଣି ବେହୋସ
[03:13.28] क़रीब आजा दीवाना रे, ବାନ୍ଧିଦେବି ବାହୁରେ
[03:19.07] ଧନ, ଘରଟେ କରି ରହିଯା ତୁ ମୋ ପ୍ରେମ ଗଳିରେ
[03:25.86] ସାଥୀଟେ ହେଇ ବସିଥା'
[03:30.67] ଲଚକମଣି, ଜୁରା-ବେଣି, ଆଲୋ ମୋ ରିବନ-ଫିତା
[03:36.96] ମୋତେ ଛାଡ଼ି ସୁନା-ଗୁରୀ ଯିବୁନି ଲୋ ଗଜମୁକୁତା
[03:44.72]