Prema Gaan
🎵 3355 characters
⏱️ 4:29 duration
🆔 ID: 6660816
📜 Lyrics
ତୋ ଦେହକୁ ଛୁଇଁ ପବନଟା ଯେବେ
ମୋ ପାଖ ଦେଇ ଯାଏ ବହି
ହଁ, ସପନ ସଜାଏ ନୂଆ ପ୍ରେମଋତୁ
ତୋରି ନାଁରେ ରହି-ରହି
ତୁ ବାହାନାରେ ନେଲେ ମୋ ହାତ ଧରି
କେତେ ହୃଦୟ ଈର୍ଷାରେ ଯାଏ ରେ ଜଳି
ଯଦି ମାନିବୁ ମୁଁ କହିବି କଥାଟିଏ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ନିଶା-ନିପାମା-ନିଶା-ନିପାମା
ପାନିପାନି-ପାମା-ମାପାମାପାମାରେ-ରେମାରେମାରେସା-ପାନି-ସାରେ-ମାପା
ମାପାନି-ପାନିସା-ନିଶାଗା-ସାଗାମା ଗାମାପା
ନିସାନିସାଗାମା-ସାନିନିସା-ଗାସାନିସାଗା-ଗାମାପାମାଗାସା-ପାମାଗାଗାଗାସା
ନିସାଗା-ସାଗାମା-ଗାମାପା-ନିସାପା
ସାନିପା-ନିପାମା-ପାମାଗା-ମାଗାସା
ସାନିପା-ନିପାମା-ପାମାଗା-ମାଗାସା
ସାନିସାନିପା-ନିପାନିପାମା-ପାମାପାମାଗା-ପାମାମାଗାସା
ତତେ ଆଉ ମୋତେ, ଏକାଠି ଦେଖିଲାପରେ
ଉପରବାଲାର ନଜର ବି ଫେରେନା ରେ
ଯେବେ ପ୍ରେମ ତୋର, ମୋ ମନରେ ଉଙ୍କିମାରେ
ଦୂରେ ଥାଇ ଜହ୍ନ ସରମି ଯାଏ ଲାଜରେ
ତୁ ଲାଜଗହଣାକୁ ଦେହେ ନାଇଦେଇ
ଟିକେ ହସିଦେଲା ପରେ ସବୁ ସାରିଦେଇ
ଖାଲି ଇଚ୍ଛା ମୋ ଦେଖିବାକୁ ସେମିତିରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ତୋ ପାଦ ଶବଦ, ଥରେ ସୁଣିଦେଲା ପରେ
ତୁ ଅଛୁ ବୋଲି ମନେ-ମନେ ଜାଣିପାରେ
ସବୁ ଭାବନା ମୋ, ସତ ଲାଗେ ତୋ ପାଇଁରେ
ତୁ ଥିଲେ ପାଖେ ସୁଖ ଜମା ସରେନାରେ
ଖାଲି ଦେଖିବାକୁ ଟିକିଏ ହସ ତୋ ଓଠରେ
କାଢ଼ି ଛାତିରୁ ଏ ହୃଦୟ ତତେ ଦେଇପାରେ
ସବୁ ଅପେକ୍ଷା ତୁ ଏଥର ସାରିଦେ ରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ମୋ ପାଖ ଦେଇ ଯାଏ ବହି
ହଁ, ସପନ ସଜାଏ ନୂଆ ପ୍ରେମଋତୁ
ତୋରି ନାଁରେ ରହି-ରହି
ତୁ ବାହାନାରେ ନେଲେ ମୋ ହାତ ଧରି
କେତେ ହୃଦୟ ଈର୍ଷାରେ ଯାଏ ରେ ଜଳି
ଯଦି ମାନିବୁ ମୁଁ କହିବି କଥାଟିଏ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ନିଶା-ନିପାମା-ନିଶା-ନିପାମା
ପାନିପାନି-ପାମା-ମାପାମାପାମାରେ-ରେମାରେମାରେସା-ପାନି-ସାରେ-ମାପା
ମାପାନି-ପାନିସା-ନିଶାଗା-ସାଗାମା ଗାମାପା
ନିସାନିସାଗାମା-ସାନିନିସା-ଗାସାନିସାଗା-ଗାମାପାମାଗାସା-ପାମାଗାଗାଗାସା
ନିସାଗା-ସାଗାମା-ଗାମାପା-ନିସାପା
ସାନିପା-ନିପାମା-ପାମାଗା-ମାଗାସା
ସାନିପା-ନିପାମା-ପାମାଗା-ମାଗାସା
ସାନିସାନିପା-ନିପାନିପାମା-ପାମାପାମାଗା-ପାମାମାଗାସା
ତତେ ଆଉ ମୋତେ, ଏକାଠି ଦେଖିଲାପରେ
ଉପରବାଲାର ନଜର ବି ଫେରେନା ରେ
ଯେବେ ପ୍ରେମ ତୋର, ମୋ ମନରେ ଉଙ୍କିମାରେ
ଦୂରେ ଥାଇ ଜହ୍ନ ସରମି ଯାଏ ଲାଜରେ
ତୁ ଲାଜଗହଣାକୁ ଦେହେ ନାଇଦେଇ
ଟିକେ ହସିଦେଲା ପରେ ସବୁ ସାରିଦେଇ
ଖାଲି ଇଚ୍ଛା ମୋ ଦେଖିବାକୁ ସେମିତିରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ତୋ ପାଦ ଶବଦ, ଥରେ ସୁଣିଦେଲା ପରେ
ତୁ ଅଛୁ ବୋଲି ମନେ-ମନେ ଜାଣିପାରେ
ସବୁ ଭାବନା ମୋ, ସତ ଲାଗେ ତୋ ପାଇଁରେ
ତୁ ଥିଲେ ପାଖେ ସୁଖ ଜମା ସରେନାରେ
ଖାଲି ଦେଖିବାକୁ ଟିକିଏ ହସ ତୋ ଓଠରେ
କାଢ଼ି ଛାତିରୁ ଏ ହୃଦୟ ତତେ ଦେଇପାରେ
ସବୁ ଅପେକ୍ଷା ତୁ ଏଥର ସାରିଦେ ରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
ଆ ଭାସିଯିବା ଆମେ ଖୁସୀର ସୁଅରେ
⏱️ Synced Lyrics
[00:20.34] ତୋ ଦେହକୁ ଛୁଇଁ ପବନଟା ଯେବେ
[00:25.14] ମୋ ପାଖ ଦେଇ ଯାଏ ବହି
[00:38.51] ହଁ, ସପନ ସଜାଏ ନୂଆ ପ୍ରେମଋତୁ
[00:44.36] ତୋରି ନାଁରେ ରହି-ରହି
[00:48.98] ତୁ ବାହାନାରେ ନେଲେ ମୋ ହାତ ଧରି
[00:53.96] କେତେ ହୃଦୟ ଈର୍ଷାରେ ଯାଏ ରେ ଜଳି
[00:58.69] ଯଦି ମାନିବୁ ମୁଁ କହିବି କଥାଟିଏ
[01:03.77] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[01:08.25] ଆ ଭାସିଯିବା ଆମେ ଖୁସୀର ସୁଅରେ
[01:12.18] ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[01:17.74] ଆ ଭାସିଯିବା ଆମେ ଖୁସୀର ସୁଅରେ
[01:22.89]
[01:27.72] ନିଶା-ନିପାମା-ନିଶା-ନିପାମା
[01:30.22] ପାନିପାନି-ପାମା-ମାପାମାପାମାରେ-ରେମାରେମାରେସା-ପାନି-ସାରେ-ମାପା
[01:37.58] ମାପାନି-ପାନିସା-ନିଶାଗା-ସାଗାମା ଗାମାପା
[01:41.47] ନିସାନିସାଗାମା-ସାନିନିସା-ଗାସାନିସାଗା-ଗାମାପାମାଗାସା-ପାମାଗାଗାଗାସା
[01:52.34] ନିସାଗା-ସାଗାମା-ଗାମାପା-ନିସାପା
[01:56.66] ସାନିପା-ନିପାମା-ପାମାଗା-ମାଗାସା
[01:58.95] ସାନିପା-ନିପାମା-ପାମାଗା-ମାଗାସା
[02:01.24] ସାନିସାନିପା-ନିପାନିପାମା-ପାମାପାମାଗା-ପାମାମାଗାସା
[02:04.37]
[02:15.20] ତତେ ଆଉ ମୋତେ, ଏକାଠି ଦେଖିଲାପରେ
[02:20.16] ଉପରବାଲାର ନଜର ବି ଫେରେନା ରେ
[02:29.71] ଯେବେ ପ୍ରେମ ତୋର, ମୋ ମନରେ ଉଙ୍କିମାରେ
[02:34.48] ଦୂରେ ଥାଇ ଜହ୍ନ ସରମି ଯାଏ ଲାଜରେ
[02:39.44] ତୁ ଲାଜଗହଣାକୁ ଦେହେ ନାଇଦେଇ
[02:44.28] ଟିକେ ହସିଦେଲା ପରେ ସବୁ ସାରିଦେଇ
[02:49.01] ଖାଲି ଇଚ୍ଛା ମୋ ଦେଖିବାକୁ ସେମିତିରେ
[02:54.34] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[02:58.62] ଆ ଭାସିଯିବା ଆମେ ଖୁସୀର ସୁଅରେ
[03:02.51] ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[03:08.26] ଆ ଭାସିଯିବା ଆମେ ଖୁସୀର ସୁଅରେ
[03:13.42]
[03:22.76] ତୋ ପାଦ ଶବଦ, ଥରେ ସୁଣିଦେଲା ପରେ
[03:27.55] ତୁ ଅଛୁ ବୋଲି ମନେ-ମନେ ଜାଣିପାରେ
[03:37.01] ସବୁ ଭାବନା ମୋ, ସତ ଲାଗେ ତୋ ପାଇଁରେ
[03:41.87] ତୁ ଥିଲେ ପାଖେ ସୁଖ ଜମା ସରେନାରେ
[03:46.72] ଖାଲି ଦେଖିବାକୁ ଟିକିଏ ହସ ତୋ ଓଠରେ
[03:51.39] କାଢ଼ି ଛାତିରୁ ଏ ହୃଦୟ ତତେ ଦେଇପାରେ
[03:56.13] ସବୁ ଅପେକ୍ଷା ତୁ ଏଥର ସାରିଦେ ରେ
[04:01.42] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[04:05.97] ଆ ଭାସିଯିବା ଆମେ ଖୁସୀର ସୁଅରେ
[04:11.09] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[04:15.50] ଆ ଭାସିଯିବା ଆମେ ଖୁସୀର ସୁଅରେ
[04:20.41]
[00:25.14] ମୋ ପାଖ ଦେଇ ଯାଏ ବହି
[00:38.51] ହଁ, ସପନ ସଜାଏ ନୂଆ ପ୍ରେମଋତୁ
[00:44.36] ତୋରି ନାଁରେ ରହି-ରହି
[00:48.98] ତୁ ବାହାନାରେ ନେଲେ ମୋ ହାତ ଧରି
[00:53.96] କେତେ ହୃଦୟ ଈର୍ଷାରେ ଯାଏ ରେ ଜଳି
[00:58.69] ଯଦି ମାନିବୁ ମୁଁ କହିବି କଥାଟିଏ
[01:03.77] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[01:08.25] ଆ ଭାସିଯିବା ଆମେ ଖୁସୀର ସୁଅରେ
[01:12.18] ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[01:17.74] ଆ ଭାସିଯିବା ଆମେ ଖୁସୀର ସୁଅରେ
[01:22.89]
[01:27.72] ନିଶା-ନିପାମା-ନିଶା-ନିପାମା
[01:30.22] ପାନିପାନି-ପାମା-ମାପାମାପାମାରେ-ରେମାରେମାରେସା-ପାନି-ସାରେ-ମାପା
[01:37.58] ମାପାନି-ପାନିସା-ନିଶାଗା-ସାଗାମା ଗାମାପା
[01:41.47] ନିସାନିସାଗାମା-ସାନିନିସା-ଗାସାନିସାଗା-ଗାମାପାମାଗାସା-ପାମାଗାଗାଗାସା
[01:52.34] ନିସାଗା-ସାଗାମା-ଗାମାପା-ନିସାପା
[01:56.66] ସାନିପା-ନିପାମା-ପାମାଗା-ମାଗାସା
[01:58.95] ସାନିପା-ନିପାମା-ପାମାଗା-ମାଗାସା
[02:01.24] ସାନିସାନିପା-ନିପାନିପାମା-ପାମାପାମାଗା-ପାମାମାଗାସା
[02:04.37]
[02:15.20] ତତେ ଆଉ ମୋତେ, ଏକାଠି ଦେଖିଲାପରେ
[02:20.16] ଉପରବାଲାର ନଜର ବି ଫେରେନା ରେ
[02:29.71] ଯେବେ ପ୍ରେମ ତୋର, ମୋ ମନରେ ଉଙ୍କିମାରେ
[02:34.48] ଦୂରେ ଥାଇ ଜହ୍ନ ସରମି ଯାଏ ଲାଜରେ
[02:39.44] ତୁ ଲାଜଗହଣାକୁ ଦେହେ ନାଇଦେଇ
[02:44.28] ଟିକେ ହସିଦେଲା ପରେ ସବୁ ସାରିଦେଇ
[02:49.01] ଖାଲି ଇଚ୍ଛା ମୋ ଦେଖିବାକୁ ସେମିତିରେ
[02:54.34] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[02:58.62] ଆ ଭାସିଯିବା ଆମେ ଖୁସୀର ସୁଅରେ
[03:02.51] ହାଏ, ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[03:08.26] ଆ ଭାସିଯିବା ଆମେ ଖୁସୀର ସୁଅରେ
[03:13.42]
[03:22.76] ତୋ ପାଦ ଶବଦ, ଥରେ ସୁଣିଦେଲା ପରେ
[03:27.55] ତୁ ଅଛୁ ବୋଲି ମନେ-ମନେ ଜାଣିପାରେ
[03:37.01] ସବୁ ଭାବନା ମୋ, ସତ ଲାଗେ ତୋ ପାଇଁରେ
[03:41.87] ତୁ ଥିଲେ ପାଖେ ସୁଖ ଜମା ସରେନାରେ
[03:46.72] ଖାଲି ଦେଖିବାକୁ ଟିକିଏ ହସ ତୋ ଓଠରେ
[03:51.39] କାଢ଼ି ଛାତିରୁ ଏ ହୃଦୟ ତତେ ଦେଇପାରେ
[03:56.13] ସବୁ ଅପେକ୍ଷା ତୁ ଏଥର ସାରିଦେ ରେ
[04:01.42] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[04:05.97] ଆ ଭାସିଯିବା ଆମେ ଖୁସୀର ସୁଅରେ
[04:11.09] ପ୍ରେମ ଗାଁ ସେପାରେ ବସି ନିଦର ସବାରୀରେ
[04:15.50] ଆ ଭାସିଯିବା ଆମେ ଖୁସୀର ସୁଅରେ
[04:20.41]