Home 🎬 Bollywood 🎵 Pakistani 🎤 English Pop

Chori Chori Chandini Ku Rajanandini - From "Mana Mora Kagaz Gudi"

👤 Humane Sagar feat. Jyotirmayee Nayak & Japani Bhai 🎼 Chori Chori Chandini Ku Rajanandini (From "Mana Mora Kagaz Gudi") ⏱️ 3:24
🎵 2627 characters
⏱️ 3:24 duration
🆔 ID: 6669392

📜 Lyrics

ଚୋରି-ଚୋରି ଚାନ୍ଦିନୀକୁ ରାଜନନ୍ଦୀନି, ଆଲୋ, ମେଘନନ୍ଦୀନି
ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍

ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍

ଚୋରି-ଚୋରି ପବନକୁ ପ୍ରେମବନ୍ଦୀନି, ମୁଁ ପ୍ରିୟଦର୍ଶିନୀ
ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍

ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍

କୁହୁ-କୁହୁ କଳାବତୀ, ତୁ ଫୁଲକଢ଼ି
ତୁ ଗଲେ ଭିଜି-ଭିଜି ପାରେନା ମୁଁ ଛାଡ଼ି
ମୋତି-ମୋତି, ମୋତି ପରି ମାଟି ଲାଗେ, ହୀରା ପରି ଖରା
ତୁ ଥିଲେ ମୋ ଆଖିରେ ମୁଁ ଛିଟ-ପାରା

ଚୋରି-ଚୋରି ଫଗୁଣକୁ ଫୁଲ ରଙ୍ଗିଣୀ
ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍

ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍

ଆହା-ଆହା, ଆହା-ହା-ହା
ଲାଲା-ଲା, ଲାଲା-ଲା, ଲାଲା-ଲାଲା
ହୋହୋ-ଓହୋ, ଓହୋ-ହୋହୋ
ଲାଲା-ଲା, ଲାଲା-ଲା, ଲାଲା-ଲାଲା

ଚୋରା-ଚୋରା ଚାଇତାଳି, ସୁଲୁ-ସୁଲୁ ବାଆ
ଦିନ-ରାତି ଓଠ ମୋର କହେ ତୋର ନାଁ
ସୋରି-ସୋରି, ସୋରି-ସୋରି ସୁନା-ଫୁଲ ଅଗଣାଟା ସାରା
ତୁ ଥିଲେ ମନ ମୋର ଦିଏ ନାହିଁ ଧରା

ଚୋରି-ଚୋରି ସପନକୁ ଚୋରା ଚାହାଣି
ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍

ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍
ତାକ୍-ଧିନାକ୍-ଧିନ୍

⏱️ Synced Lyrics

[00:26.87] ଚୋରି-ଚୋରି ଚାନ୍ଦିନୀକୁ ରାଜନନ୍ଦୀନି, ଆଲୋ, ମେଘନନ୍ଦୀନି
[00:32.91] ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍
[00:39.16] ତାକ୍-ଧିନାକ୍-ଧିନ୍
[00:41.28] ତାକ୍-ଧିନାକ୍-ଧିନ୍
[00:43.39] ତାକ୍-ଧିନାକ୍-ଧିନ୍
[00:45.47] ତାକ୍-ଧିନାକ୍-ଧିନ୍
[00:51.60] ଚୋରି-ଚୋରି ପବନକୁ ପ୍ରେମବନ୍ଦୀନି, ମୁଁ ପ୍ରିୟଦର୍ଶିନୀ
[00:57.83] ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍
[01:04.01] ତାକ୍-ଧିନାକ୍-ଧିନ୍
[01:05.91] ତାକ୍-ଧିନାକ୍-ଧିନ୍
[01:08.28] ତାକ୍-ଧିନାକ୍-ଧିନ୍
[01:10.21] ତାକ୍-ଧିନାକ୍-ଧିନ୍
[01:12.37]
[01:28.85] କୁହୁ-କୁହୁ କଳାବତୀ, ତୁ ଫୁଲକଢ଼ି
[01:32.85] ତୁ ଗଲେ ଭିଜି-ଭିଜି ପାରେନା ମୁଁ ଛାଡ଼ି
[01:40.45] ମୋତି-ମୋତି, ମୋତି ପରି ମାଟି ଲାଗେ, ହୀରା ପରି ଖରା
[01:45.45] ତୁ ଥିଲେ ମୋ ଆଖିରେ ମୁଁ ଛିଟ-ପାରା
[01:49.58] ଚୋରି-ଚୋରି ଫଗୁଣକୁ ଫୁଲ ରଙ୍ଗିଣୀ
[01:53.52] ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍
[01:59.82] ତାକ୍-ଧିନାକ୍-ଧିନ୍
[02:01.93] ତାକ୍-ଧିନାକ୍-ଧିନ୍
[02:04.08] ତାକ୍-ଧିନାକ୍-ଧିନ୍
[02:06.03] ତାକ୍-ଧିନାକ୍-ଧିନ୍
[02:12.20] ଆହା-ଆହା, ଆହା-ହା-ହା
[02:16.32] ଲାଲା-ଲା, ଲାଲା-ଲା, ଲାଲା-ଲାଲା
[02:20.53] ହୋହୋ-ଓହୋ, ଓହୋ-ହୋହୋ
[02:24.78] ଲାଲା-ଲା, ଲାଲା-ଲା, ଲାଲା-ଲାଲା
[02:28.87] ଚୋରା-ଚୋରା ଚାଇତାଳି, ସୁଲୁ-ସୁଲୁ ବାଆ
[02:32.85] ଦିନ-ରାତି ଓଠ ମୋର କହେ ତୋର ନାଁ
[02:40.59] ସୋରି-ସୋରି, ସୋରି-ସୋରି ସୁନା-ଫୁଲ ଅଗଣାଟା ସାରା
[02:45.53] ତୁ ଥିଲେ ମନ ମୋର ଦିଏ ନାହିଁ ଧରା
[02:49.47] ଚୋରି-ଚୋରି ସପନକୁ ଚୋରା ଚାହାଣି
[02:53.46] ତୋ'ରି ପାଇଁ ମୋ ଛାତିରେ ବାଜିଲା, ଟିନ୍-ଟିନ୍
[02:59.85] ତାକ୍-ଧିନାକ୍-ଧିନ୍
[03:01.93] ତାକ୍-ଧିନାକ୍-ଧିନ୍
[03:04.05] ତାକ୍-ଧିନାକ୍-ଧିନ୍
[03:06.14] ତାକ୍-ଧିନାକ୍-ଧିନ୍
[03:08.20] ତାକ୍-ଧିନାକ୍-ଧିନ୍
[03:10.16] ତାକ୍-ଧିନାକ୍-ଧିନ୍
[03:12.27] ତାକ୍-ଧିନାକ୍-ଧିନ୍
[03:14.41] ତାକ୍-ଧିନାକ୍-ଧିନ୍
[03:17.08]

⭐ Rate These Lyrics

Average: 0.0/5 • 0 ratings