Home 🎬 Bollywood 🎵 Pakistani 🎤 English Pop

Munha Munhi Dekha Hele

👤 Humane Sagar feat. Pragyan Hota 🎼 Munha Munhi Dekha Hele - Single ⏱️ 5:16
🎵 3316 characters
⏱️ 5:16 duration
🆔 ID: 6669406

📜 Lyrics

ପ୍ରେମ ଚଇତାଳି, ବହିଲା କି ଆଉ?
ତମ ସାଥେ ଥରେ ଭେଟ ହଉ-ହଉ
ପ୍ରେମ ଚଇତାଳି, ବହିଲା କି ଆଉ?
ତମ ସାଥେ ଥରେ ଭେଟ ହଉ-ହଉ

କିଏ ଜାଣିଥିଲା ହବ ଏମିତି ଦିନେ
ଘଡ଼ି କି ଘଡ଼ି ତ ଖାଲି ପଡ଼ିବ ମନେ
କିଏ ଜାଣିଥିଲା ହବ ଏମିତି ଦିନେ
ଘଡ଼ି କି ଘଡ଼ି ତ ଖାଲି ପଡ଼ିବ ମନେ

ଏଇଠି କଉଠି ଲାଗୁଛ ତମେ ଅଛ

ମୁହାଁମୁହିଁ ଦେଖା ହେଲେ
ମୁହଁ ପୋତି ଦଉଛ
କିଛି ଦୂରେ ଗଲେ କାହିଁ
ବୁଲି-ବୁଲି ଚାହୁଁଛ?
ମୁହାଁମୁହିଁ ଦେଖା ହେଲେ
ଇଶାରାରେ କହୁଛ
ଗୋଟେ ବୋଲି ମନ ମୋର
ଦୋହଲେଇ ଦଉଛ

ଦେହରେ ଦେହ ବାଜିଛି କି ନାଇଁ
କେମିତି କୁହ ଗଲ ରେ ଲାଜେଇ?
ସଫା-ସଫା କହିବ କି ମତେ
ତମକୁ ଭଲ ଲାଗେ ମୁଁ କେତେ?

ହୁଁ, ଦୂରରୁ ଲାଗେ ଯାଅ ତମେ ଛୁଇଁ
ପଛରୁ ହସି ଆଖି ବୁଜିଦେଇ
ଆକାଶରେ ତାରା ନାହିଁ ସେତେ
ତମେ ମତେ ଭଲ ଲାଗ ଯେତେ

ପାପୁଲିରେ ଚକାଜହ୍ନ ମୁହଁ ତମର
ତୋଳି ଧରିବାକୁ ଇଛା ଥରେ ଦି ଥର
ପାପୁଲିରେ ଚକାଜହ୍ନ ମୁହଁ ତମର
ତୋଳି ଧରିବାକୁ ଇଛା ଥରେ ଦି ଥର

ଥରୁଟେ ଦେଖାରେ କାହିଁ ମୋ ଠୁ ଲୁଚ?

ମୁହାଁମୁହିଁ ଦେଖା ହେଲେ
ମୁହଁ ପୋତି ଦଉଛ
କିଛି ଦୂରେ ଗଲେ କାହିଁ
ବୁଲି-ବୁଲି ଚାହୁଁଛ?
ମୁହାଁମୁହିଁ ଦେଖା ହେଲେ
ଇଶାରାରେ କହୁଛ
ଗୋଟେ ବୋଲି ମନ ମୋର
ଦୋହଲେଇ ଦଉଛ

ମୁହଁରେ ତ ନ କହିଲେ କିଛି
ତଥାପି ମୁଁ ବୁଝି ତ ପାରୁଛି
ତମର ଏ ଭାବ ଦିଆନିଆ
ମୋ ପାଇଁ ଅନୁଭବ ନୂଆ

ହସରେ ହୀରା ଦିଅ ତମେ ବିଞ୍ଚି
ଏବେ ମତେ ଖବର ମିଳିଛି
ଏତେ ଭଲ, ଭଲ ଜମା ନୁହଁ
ଲାଗିଗଲେ ଛାଡ଼ିବନି ମୋହ

ଆଖିଠାରୁ ବେଶୀ ବୋଧେ ମନ ଗଲା ଚିହ୍ନି
ତମ ବିନା ଭଲ କାଇଁ କେହି ବି ଲାଗୁନି?
ଆଖିଠାରୁ ବେଶୀ ବୋଧେ ମନ ଗଲା ଚିହ୍ନି
ତମ ବିନା ଭଲ କାଇଁ କେହି ବି ଲାଗୁନି?

ଯଉଠି ଦେଖିଲେ ସେଇଠି ତମେ ଅଛ

ମୁହାଁମୁହିଁ ଦେଖା ହେଲେ
ମୁହଁ ପୋତି ଦଉଛ
କିଛି ଦୂରେ ଗଲେ କାହିଁ
ବୁଲି-ବୁଲି ଚାହୁଁଛ?
ମୁହାଁମୁହିଁ ଦେଖା ହେଲେ
ଇଶାରାରେ କହୁଛ
ଗୋଟେ ବୋଲି ମନ ମୋର
ଦୋହଲେଇ ଦଉଛ

⏱️ Synced Lyrics

[00:30.30] ପ୍ରେମ ଚଇତାଳି, ବହିଲା କି ଆଉ?
[00:34.66] ତମ ସାଥେ ଥରେ ଭେଟ ହଉ-ହଉ
[00:43.23] ପ୍ରେମ ଚଇତାଳି, ବହିଲା କି ଆଉ?
[00:47.66] ତମ ସାଥେ ଥରେ ଭେଟ ହଉ-ହଉ
[00:51.92] କିଏ ଜାଣିଥିଲା ହବ ଏମିତି ଦିନେ
[00:56.15] ଘଡ଼ି କି ଘଡ଼ି ତ ଖାଲି ପଡ଼ିବ ମନେ
[01:00.35] କିଏ ଜାଣିଥିଲା ହବ ଏମିତି ଦିନେ
[01:04.68] ଘଡ଼ି କି ଘଡ଼ି ତ ଖାଲି ପଡ଼ିବ ମନେ
[01:09.07] ଏଇଠି କଉଠି ଲାଗୁଛ ତମେ ଅଛ
[01:17.56] ମୁହାଁମୁହିଁ ଦେଖା ହେଲେ
[01:19.77] ମୁହଁ ପୋତି ଦଉଛ
[01:21.96] କିଛି ଦୂରେ ଗଲେ କାହିଁ
[01:24.02] ବୁଲି-ବୁଲି ଚାହୁଁଛ?
[01:26.21] ମୁହାଁମୁହିଁ ଦେଖା ହେଲେ
[01:28.45] ଇଶାରାରେ କହୁଛ
[01:30.24] ଗୋଟେ ବୋଲି ମନ ମୋର
[01:32.48] ଦୋହଲେଇ ଦଉଛ
[01:34.98]
[01:58.16] ଦେହରେ ଦେହ ବାଜିଛି କି ନାଇଁ
[02:02.29] କେମିତି କୁହ ଗଲ ରେ ଲାଜେଇ?
[02:06.92] ସଫା-ସଫା କହିବ କି ମତେ
[02:10.98] ତମକୁ ଭଲ ଲାଗେ ମୁଁ କେତେ?
[02:18.63] ହୁଁ, ଦୂରରୁ ଲାଗେ ଯାଅ ତମେ ଛୁଇଁ
[02:23.89] ପଛରୁ ହସି ଆଖି ବୁଜିଦେଇ
[02:27.95] ଆକାଶରେ ତାରା ନାହିଁ ସେତେ
[02:32.23] ତମେ ମତେ ଭଲ ଲାଗ ଯେତେ
[02:36.88] ପାପୁଲିରେ ଚକାଜହ୍ନ ମୁହଁ ତମର
[02:41.17] ତୋଳି ଧରିବାକୁ ଇଛା ଥରେ ଦି ଥର
[02:45.35] ପାପୁଲିରେ ଚକାଜହ୍ନ ମୁହଁ ତମର
[02:49.76] ତୋଳି ଧରିବାକୁ ଇଛା ଥରେ ଦି ଥର
[02:53.86] ଥରୁଟେ ଦେଖାରେ କାହିଁ ମୋ ଠୁ ଲୁଚ?
[03:02.55] ମୁହାଁମୁହିଁ ଦେଖା ହେଲେ
[03:04.76] ମୁହଁ ପୋତି ଦଉଛ
[03:06.62] କିଛି ଦୂରେ ଗଲେ କାହିଁ
[03:08.99] ବୁଲି-ବୁଲି ଚାହୁଁଛ?
[03:11.03] ମୁହାଁମୁହିଁ ଦେଖା ହେଲେ
[03:13.25] ଇଶାରାରେ କହୁଛ
[03:15.44] ଗୋଟେ ବୋଲି ମନ ମୋର
[03:17.58] ଦୋହଲେଇ ଦଉଛ
[03:20.09]
[03:40.83] ମୁହଁରେ ତ ନ କହିଲେ କିଛି
[03:45.22] ତଥାପି ମୁଁ ବୁଝି ତ ପାରୁଛି
[03:49.44] ତମର ଏ ଭାବ ଦିଆନିଆ
[03:53.80] ମୋ ପାଇଁ ଅନୁଭବ ନୂଆ
[04:02.28] ହସରେ ହୀରା ଦିଅ ତମେ ବିଞ୍ଚି
[04:06.97] ଏବେ ମତେ ଖବର ମିଳିଛି
[04:11.22] ଏତେ ଭଲ, ଭଲ ଜମା ନୁହଁ
[04:15.03] ଲାଗିଗଲେ ଛାଡ଼ିବନି ମୋହ
[04:19.62] ଆଖିଠାରୁ ବେଶୀ ବୋଧେ ମନ ଗଲା ଚିହ୍ନି
[04:24.01] ତମ ବିନା ଭଲ କାଇଁ କେହି ବି ଲାଗୁନି?
[04:28.29] ଆଖିଠାରୁ ବେଶୀ ବୋଧେ ମନ ଗଲା ଚିହ୍ନି
[04:32.51] ତମ ବିନା ଭଲ କାଇଁ କେହି ବି ଲାଗୁନି?
[04:36.83] ଯଉଠି ଦେଖିଲେ ସେଇଠି ତମେ ଅଛ
[04:45.27] ମୁହାଁମୁହିଁ ଦେଖା ହେଲେ
[04:47.55] ମୁହଁ ପୋତି ଦଉଛ
[04:49.82] କିଛି ଦୂରେ ଗଲେ କାହିଁ
[04:51.72] ବୁଲି-ବୁଲି ଚାହୁଁଛ?
[04:54.18] ମୁହାଁମୁହିଁ ଦେଖା ହେଲେ
[04:56.19] ଇଶାରାରେ କହୁଛ
[04:58.20] ଗୋଟେ ବୋଲି ମନ ମୋର
[05:00.63] ଦୋହଲେଇ ଦଉଛ
[05:02.86]

⭐ Rate These Lyrics

Average: 0.0/5 • 0 ratings