Home 🎬 Bollywood 🎵 Pakistani 🎤 English Pop

Janu Tame Chamkucha

👤 Humane Sagar 🎼 Janu Tame Chamkucha ⏱️ 3:39
🎵 1898 characters
⏱️ 3:39 duration
🆔 ID: 6707582

📜 Lyrics

ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?
ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?

ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?
ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?

କେବେ ହସୁଚ, କେବେ ରାଗୁଚ
କେବେ ଚାହିଁକି ପୁଣି ମୁହଁ ମୋଡ଼ିଯାଉଚ

ଜାନୁ ତମେ ଜାଳୁଚ, ଜାଳୁଚ
ବହି ଜାଳିଦଉଚ
ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?

ଘରୁ ଯେବେ ଆସ ପାଦ କାଢ଼ି ଅଗଣାକୁ
ନ ବରଷିବାକୁ କହେ ମେଘକୁ
କାଳେ ସିଏ ଛୁଇଁ ଭାରି ଖୁସି ହେଇଯିବ
ତାକୁ ଦେଖି ମନ ଇର୍ଷା କରିବ

ତମେ ଚାଲୁଚ, ପୁଣି ଝୁଣ୍ଟୁଚ
ମିଛେ ବୟସର ଦୋଷ ଦେଇ ଦଉଚ

ଜାନୁ ତମେ ଜାଳୁଚ, ଜାଳୁଚ
ବହି ଜାଳିଦଉଚ
ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?

ଗାଁ ଗଳିବାଟେ ଯେବେ ଯାଅ ଚାଲି-ଚାଲି
ଧୀରେ-ଧୀରେ ତମେ ଚାହଁ ବୁଲିକି
ପାଖକୁ ମୁଁ ଗଲେ ରହିଯାଅ ସେଇଠି ଯେ
ମୁହାଁ-ମୁହିଁ ହେଲେ କିଛି ହୁଏ କି?

ଭଲପାଉଚ, ଆସି କହୁଚ
ହେଲେ କୁହ ତ, ତମେ କାଇଁ ଏତେ ଡରୁଚ?

ଜାନୁ ତମେ ଜାଳୁଚ, ଜାଳୁଚ
ବହି ଜାଳିଦଉଚ
ଜାନୁ ତମେ ଚମକୁଚ, ଚମକୁଚ
ଏତେ କାଇଁ ଚମକୁଚ?

⏱️ Synced Lyrics

[00:28.97] ଜାନୁ ତମେ ଚମକୁଚ, ଚମକୁଚ
[00:32.47] ଏତେ କାଇଁ ଚମକୁଚ?
[00:33.76] ଜାନୁ ତମେ ଚମକୁଚ, ଚମକୁଚ
[00:37.22] ଏତେ କାଇଁ ଚମକୁଚ?
[00:43.38] ଜାନୁ ତମେ ଚମକୁଚ, ଚମକୁଚ
[00:46.82] ଏତେ କାଇଁ ଚମକୁଚ?
[00:48.20] ଜାନୁ ତମେ ଚମକୁଚ, ଚମକୁଚ
[00:51.63] ଏତେ କାଇଁ ଚମକୁଚ?
[00:53.43] କେବେ ହସୁଚ, କେବେ ରାଗୁଚ
[00:58.28] କେବେ ଚାହିଁକି ପୁଣି ମୁହଁ ମୋଡ଼ିଯାଉଚ
[01:02.60] ଜାନୁ ତମେ ଜାଳୁଚ, ଜାଳୁଚ
[01:05.71] ବହି ଜାଳିଦଉଚ
[01:07.32] ଜାନୁ ତମେ ଚମକୁଚ, ଚମକୁଚ
[01:10.83] ଏତେ କାଇଁ ଚମକୁଚ?
[01:35.92] ଘରୁ ଯେବେ ଆସ ପାଦ କାଢ଼ି ଅଗଣାକୁ
[01:40.71] ନ ବରଷିବାକୁ କହେ ମେଘକୁ
[01:50.40] କାଳେ ସିଏ ଛୁଇଁ ଭାରି ଖୁସି ହେଇଯିବ
[01:55.17] ତାକୁ ଦେଖି ମନ ଇର୍ଷା କରିବ
[01:59.47] ତମେ ଚାଲୁଚ, ପୁଣି ଝୁଣ୍ଟୁଚ
[02:04.25] ମିଛେ ବୟସର ଦୋଷ ଦେଇ ଦଉଚ
[02:08.72] ଜାନୁ ତମେ ଜାଳୁଚ, ଜାଳୁଚ
[02:11.97] ବହି ଜାଳିଦଉଚ
[02:13.52] ଜାନୁ ତମେ ଚମକୁଚ, ଚମକୁଚ
[02:16.73] ଏତେ କାଇଁ ଚମକୁଚ?
[02:41.94] ଗାଁ ଗଳିବାଟେ ଯେବେ ଯାଅ ଚାଲି-ଚାଲି
[02:46.65] ଧୀରେ-ଧୀରେ ତମେ ଚାହଁ ବୁଲିକି
[02:56.32] ପାଖକୁ ମୁଁ ଗଲେ ରହିଯାଅ ସେଇଠି ଯେ
[03:01.15] ମୁହାଁ-ମୁହିଁ ହେଲେ କିଛି ହୁଏ କି?
[03:05.69] ଭଲପାଉଚ, ଆସି କହୁଚ
[03:10.44] ହେଲେ କୁହ ତ, ତମେ କାଇଁ ଏତେ ଡରୁଚ?
[03:14.77] ଜାନୁ ତମେ ଜାଳୁଚ, ଜାଳୁଚ
[03:17.96] ବହି ଜାଳିଦଉଚ
[03:19.60] ଜାନୁ ତମେ ଚମକୁଚ, ଚମକୁଚ
[03:22.72] ଏତେ କାଇଁ ଚମକୁଚ?
[03:24.86]

⭐ Rate These Lyrics

Average: 0.0/5 • 0 ratings