Gazal Gazal
🎵 2292 characters
⏱️ 4:22 duration
🆔 ID: 6745267
📜 Lyrics
ଏତେ ଭଲ ମୋତେ ପାଇଲୁ ତୁ
ହୃଦୟକୁ ଏତେ ଛୁଇଁଲୁ ତୁ
ଛାତି ତଳେ ମୋର ହେଲା ହଲଚଲ୍, ହାଏ
ଏତେ ମିଠା ତୋର ରାଗ, ରୁଷା
ରାଗ ତଳେ ଏତେ ମହୁ-ବର୍ଷା
ମନ ତଳେ ମୋର ହେଲା ଝଲମଲ୍
ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ସ୍ବପ୍ନ, ହଁ, ତୁ ସ୍ବପ୍ନ
ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
ନେଇଗଲୁ ମୋର ମନ
ଜହ୍ନ, ହଁ, ତୁ ଜହ୍ନ
ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
ଦେହସାରା ଚିହ୍ନ-ଚିହ୍ନ
ନୀଳ ନୀଳ ଆଖି ନିଶା-ନିଶା
ତାରକସି ତୋ ରୂପର नक्शा
ଦିନ, ରାତି ହାଏ, ହେଲା ଝଲମଲ୍
ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ବାସ୍ନା, ହଁ, ତୋ ବାସ୍ନା
ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
ମାଟି ହେଲା ସୁନା-ସୁନା
ସୁନା, ହଁ, ତୁ ସୁନା
ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
ତୋ'ବିନା ମୁଁ ଚୁନା-ଚୁନା
ଝୁମା-ଝୁମା ଲାଗେ ସାରାଦିନ
ଚୁମା-ଚୁମା ଲାଗେ ସାରାରାତି
ଏ କି ରୋଗ ମୋତେ କଲା କଲବଲ୍?
ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହୃଦୟକୁ ଏତେ ଛୁଇଁଲୁ ତୁ
ଛାତି ତଳେ ମୋର ହେଲା ହଲଚଲ୍, ହାଏ
ଏତେ ମିଠା ତୋର ରାଗ, ରୁଷା
ରାଗ ତଳେ ଏତେ ମହୁ-ବର୍ଷା
ମନ ତଳେ ମୋର ହେଲା ଝଲମଲ୍
ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ସ୍ବପ୍ନ, ହଁ, ତୁ ସ୍ବପ୍ନ
ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
ନେଇଗଲୁ ମୋର ମନ
ଜହ୍ନ, ହଁ, ତୁ ଜହ୍ନ
ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
ଦେହସାରା ଚିହ୍ନ-ଚିହ୍ନ
ନୀଳ ନୀଳ ଆଖି ନିଶା-ନିଶା
ତାରକସି ତୋ ରୂପର नक्शा
ଦିନ, ରାତି ହାଏ, ହେଲା ଝଲମଲ୍
ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ବାସ୍ନା, ହଁ, ତୋ ବାସ୍ନା
ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
ମାଟି ହେଲା ସୁନା-ସୁନା
ସୁନା, ହଁ, ତୁ ସୁନା
ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
ତୋ'ବିନା ମୁଁ ଚୁନା-ଚୁନା
ଝୁମା-ଝୁମା ଲାଗେ ସାରାଦିନ
ଚୁମା-ଚୁମା ଲାଗେ ସାରାରାତି
ଏ କି ରୋଗ ମୋତେ କଲା କଲବଲ୍?
ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
ହାଏ ତୋ ପ୍ରେମ...
ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
⏱️ Synced Lyrics
[00:23.72] ଏତେ ଭଲ ମୋତେ ପାଇଲୁ ତୁ
[00:26.59] ହୃଦୟକୁ ଏତେ ଛୁଇଁଲୁ ତୁ
[00:29.37] ଛାତି ତଳେ ମୋର ହେଲା ହଲଚଲ୍, ହାଏ
[00:34.85] ଏତେ ମିଠା ତୋର ରାଗ, ରୁଷା
[00:37.54] ରାଗ ତଳେ ଏତେ ମହୁ-ବର୍ଷା
[00:40.31] ମନ ତଳେ ମୋର ହେଲା ଝଲମଲ୍
[00:45.05] ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ
[00:50.70] ହାଏ ତୋ ପ୍ରେମ...
[00:54.08] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[00:58.96] ହାଏ ତୋ ପ୍ରେମ...
[01:02.48] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[01:07.44]
[01:30.44] ସ୍ବପ୍ନ, ହଁ, ତୁ ସ୍ବପ୍ନ
[01:36.38] ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
[01:41.92] ନେଇଗଲୁ ମୋର ମନ
[01:47.05] ଜହ୍ନ, ହଁ, ତୁ ଜହ୍ନ
[01:53.16] ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
[01:58.71] ଦେହସାରା ଚିହ୍ନ-ଚିହ୍ନ
[02:04.15] ନୀଳ ନୀଳ ଆଖି ନିଶା-ନିଶା
[02:07.05] ତାରକସି ତୋ ରୂପର नक्शा
[02:09.83] ଦିନ, ରାତି ହାଏ, ହେଲା ଝଲମଲ୍
[02:14.49] ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल
[02:19.84] ହାଏ ତୋ ପ୍ରେମ...
[02:23.49] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[02:28.42] ହାଏ ତୋ ପ୍ରେମ...
[02:31.65] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[02:36.37]
[03:12.38] ବାସ୍ନା, ହଁ, ତୋ ବାସ୍ନା
[03:18.05] ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
[03:23.73] ମାଟି ହେଲା ସୁନା-ସୁନା
[03:28.83] ସୁନା, ହଁ, ତୁ ସୁନା
[03:34.98] ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
[03:40.45] ତୋ'ବିନା ମୁଁ ଚୁନା-ଚୁନା
[03:46.15] ଝୁମା-ଝୁମା ଲାଗେ ସାରାଦିନ
[03:48.87] ଚୁମା-ଚୁମା ଲାଗେ ସାରାରାତି
[03:51.72] ଏ କି ରୋଗ ମୋତେ କଲା କଲବଲ୍?
[03:56.31] ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍
[04:01.71] ହାଏ ତୋ ପ୍ରେମ...
[04:05.24] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[04:10.26] ହାଏ ତୋ ପ୍ରେମ...
[04:13.82] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[04:18.12]
[00:26.59] ହୃଦୟକୁ ଏତେ ଛୁଇଁଲୁ ତୁ
[00:29.37] ଛାତି ତଳେ ମୋର ହେଲା ହଲଚଲ୍, ହାଏ
[00:34.85] ଏତେ ମିଠା ତୋର ରାଗ, ରୁଷା
[00:37.54] ରାଗ ତଳେ ଏତେ ମହୁ-ବର୍ଷା
[00:40.31] ମନ ତଳେ ମୋର ହେଲା ଝଲମଲ୍
[00:45.05] ହଁ, ହସ ତୋର ହାତବୁଣା ରେଶମୀ-ରୁମାଲ
[00:50.70] ହାଏ ତୋ ପ୍ରେମ...
[00:54.08] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[00:58.96] ହାଏ ତୋ ପ୍ରେମ...
[01:02.48] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[01:07.44]
[01:30.44] ସ୍ବପ୍ନ, ହଁ, ତୁ ସ୍ବପ୍ନ
[01:36.38] ଧୀରେ-ଧୀରେ ଆସିଲୁ, ଆଖିସାରା ବସିଲୁ
[01:41.92] ନେଇଗଲୁ ମୋର ମନ
[01:47.05] ଜହ୍ନ, ହଁ, ତୁ ଜହ୍ନ
[01:53.16] ଧୀରେ-ଧୀରେ ଉଇଁଲୁ, ଏମିତି ତୁ ଛୁଇଁଲୁ
[01:58.71] ଦେହସାରା ଚିହ୍ନ-ଚିହ୍ନ
[02:04.15] ନୀଳ ନୀଳ ଆଖି ନିଶା-ନିଶା
[02:07.05] ତାରକସି ତୋ ରୂପର नक्शा
[02:09.83] ଦିନ, ରାତି ହାଏ, ହେଲା ଝଲମଲ୍
[02:14.49] ଓ, ଚାହାଣିରେ ଚୁନା-ଚୁନା ଚୁମକିର पायल
[02:19.84] ହାଏ ତୋ ପ୍ରେମ...
[02:23.49] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[02:28.42] ହାଏ ତୋ ପ୍ରେମ...
[02:31.65] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[02:36.37]
[03:12.38] ବାସ୍ନା, ହଁ, ତୋ ବାସ୍ନା
[03:18.05] ଧୀରେ-ଧୀରେ ବୋହିଲୁ, ବାଟସାରା ଛୁଇଁଲୁ
[03:23.73] ମାଟି ହେଲା ସୁନା-ସୁନା
[03:28.83] ସୁନା, ହଁ, ତୁ ସୁନା
[03:34.98] ଚିକିମିକ୍ ତୋ ରଙ୍ଗରେ ଚମକିଲୁ ଭାଗ୍ୟରେ
[03:40.45] ତୋ'ବିନା ମୁଁ ଚୁନା-ଚୁନା
[03:46.15] ଝୁମା-ଝୁମା ଲାଗେ ସାରାଦିନ
[03:48.87] ଚୁମା-ଚୁମା ଲାଗେ ସାରାରାତି
[03:51.72] ଏ କି ରୋଗ ମୋତେ କଲା କଲବଲ୍?
[03:56.31] ହୋ, ଦୁନିଆଁରେ ତୁ ଏକା ପୁଅଟେ କମାଲ୍
[04:01.71] ହାଏ ତୋ ପ୍ରେମ...
[04:05.24] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[04:10.26] ହାଏ ତୋ ପ୍ରେମ...
[04:13.82] ग़ज़ल-ग़ज़ल, ग़ज़ल-ग़ज़ल, ग़ज़ल-ग़ज़ल
[04:18.12]